Browsing Category
ସ୍ୱାସ୍ଥ୍ୟ
ଲକ୍ଡାଉନ୍କୁ ପୂରିଲା ୫୦ଦିନ : ସଂକ୍ରମଣ କମୁଛି, ମୃତ୍ୟୁସଂଖ୍ୟା ବେକାବୁ
ଭୁବନେଶ୍ୱର: କରୋନା ସେକେଣ୍ଟ ୱେଭ୍କୁ ଚେକ୍ ଦେବା ପାଇଁ କରାଯାଇଥିବା ଲକ୍ଡାଉନ୍କୁ ୫୦ ଦିନ ପୂରିଛି । କରୋନା ଚେନ୍ ଭାଙ୍ଗିବା ପାଇଁ ୩ଟି ପର୍ଯ୍ୟାୟରେ ତାଲାବନ୍ଦ!-->…
Read More...
Read More...
୩୦ରୁ ରାଜ୍ୟରେ ନ୍ୟୁମୋକୋକଲ କଞ୍ଜୁଗେଟ୍ ଟିକା
ଭୁବନେଶ୍ୱର : ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ଆସନ୍ତା ୩୦ ତାରିଖରୁ ସମଗ୍ର ରାଜ୍ୟରେ ନ୍ୟୁମୋକୋକଲ କଞ୍ଜୁଗେଟ ଭାକ୍ସିନ ବା ପିଭିସି ଦିଆଯିବ । ସ୍ୱାସ୍ଥ୍ୟ!-->…
Read More...
Read More...
ଡରାଉଛି ଡେଲ୍ଟାର ନୂଆ ମ୍ୟୁଟାଣ୍ଟ
-ତିନି ରାଜ୍ୟରୁ ଚିହ୍ନଟ-କେନ୍ଦ୍ର ସରକାରଙ୍କ ଆଲର୍ଟ ଜାରି-ଫୁସଫୁସ୍ ସେଲକୁ ଅକାମୀ କରିବା ସହ ଆଣ୍ଟିବଡ଼ିକୁ ହ୍ରାସ କରୁଛି
ନୂଆଦିଲ୍ଲୀ : ଡେଲଟାରୁ ତିଆରି ହୋଇଥିବା!-->!-->!-->…
Read More...
Read More...
ସେପ୍ଟେମ୍ବର ସୁଦ୍ଧା ଶିଶୁଙ୍କୁ ଟିକା
ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଦେଶରେ ଶିଶୁମାନଙ୍କ ଲାଗି ଆରମ୍ଭ ହୋଇପାରେ ଟିକାକରଣ । ଏନେଇ ଦିଲ୍ଲୀ ଏମସ୍ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ ସୂଚନା!-->…
Read More...
Read More...
‘ଏଣିକି କମ୍ପାନୀଠାରୁ ସିଧାସଳଖ ଟିକା କିଣିପାରିବେ ଘରୋଇ ହସ୍ପିଟାଲ’
ଭୁବନେଶ୍ୱର : ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଛି କରୋନା ସଂକ୍ରମଣ । ତୃତୀୟ ଲହର ଆସୁ କି ନ ଆସୁ ଟିକାକରଣକୁ ଜୋରଦାର କରିବାକୁ ଜାରି ରହିବ ଉଦ୍ୟମ । କରୋନା କଟକଣା!-->…
Read More...
Read More...
ତୃତୀୟ ଲହର: ସତର୍କ କରାଇଲା କାନପୁର ଆଇଆଇଟି
ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହର ଭୟ ଏଯାଏଁ ଟଳି ନାହିଁ । ତୃତୀୟ ଲହରକୁ ନେଇ ଆକଳନ କରାଗଲାଣି । ତୃତୀୟ ଲହର ସଂପର୍କରେ ତଥ୍ୟ ଦେବା ସହ ଟ୍ୱିଟ୍ କରି ସତର୍କ କରାଇ!-->…
Read More...
Read More...
ମାଡ଼ି ଆସୁଛି ବିପଦ : ଭାରତ ସହ ୯ ଦେଶରେ ଡେଲ୍ଟା ପ୍ଲସ୍
ନୂଆଦିଲ୍ଲୀ : ଦେଶରେ ବୃଦ୍ଧି ପାଉଛି କରୋନାର ନୂଆ ପ୍ରଜାତି ଡେଲଟା ପ୍ଲସ ମ୍ୟୁଟାଣ୍ଟ ଭାରିଆଣ୍ଟ ଭୂତାଣୁ ସଂକ୍ରମଣ । ୨୨ କେସରୁ ୧୬ କେସ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛି!-->…
Read More...
Read More...
ଦେଶରେ ୯୦ ପ୍ରତିଶତ ଜିଲ୍ଲାରେ ସଂକ୍ରମଣ କମ୍
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଲଗାତାର କମିବାରେ ଲାଗିଛି । ଗୋଟିଏ ଦିନ ଥିଲା ଯେତେବେଳେ ପ୍ରତିଦିନ ଲକ୍ଷେ ସଂକ୍ରମଣ ଦେଶରୁ ଚିହ୍ନଟ ହେଉଥିଲେ । ହେଲେ ଏବେ ଏହି!-->…
Read More...
Read More...
‘କରୋନା ବେଳେ ଯୋଗ ଆଶାର କିରଣ’
-ବହୁଭାଷାରେ ଉପଲବ୍ଧ ହେବ ଏମ୍.ଯୋଗ ଆପ୍
ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଦେଶ!-->!-->!-->…
Read More...
Read More...
ଟିକାକରଣରେ ନୂଆ ମାଇଲ୍ଖୁଣ୍ଟ : ୬ ମାସରେ କୋଟିଏ ପାର୍
-୫ ପ୍ରତିଶତ ତଳକୁ ଖସିଲା ପଜିଟିଭିଟି ହାର-ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ୬ ମାସରେ ରାଜ୍ୟରେ ଦିଆଯାଇଛି କୋଟିଏରୁ ଊଦ୍ଧ୍ୱର୍ ଡୋଜ୍ ଟିକା ।!-->!-->!-->…
Read More...
Read More...