Browsing Category

ଦେଶ- ବିଦେଶ

ବିଜେପି-ଜେଡିୟୁ-ଏଲଜେପି ମିଶି ନିର୍ବାଚନ ଲଢ଼ିବେ : ଜେପି ନଡ୍ଡା

ପାଟନା : ବିହାରରେ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି ସମୟରେ ବିହାର ବିଜେପି ରାଜ୍ୟ କାର୍ଯ୍ୟକାରିଣୀ କମିଟି ବୈଠକ
Read More...

ମୟୂରକୁ ନିଜ ହାତରେ ଖୁଆଉଛନ୍ତି ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ଜରିଆରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ନିଜେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଉପସ୍ଥିତ
Read More...

ଆଇଆଇପିଏମର ନିର୍ଦ୍ଦେଶକ ଅରିନ୍ଦମ ଚୌଧୁରୀ ଗିରଫ

ନୂଆଦିଲ୍ଲୀ : ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ଲାନିଂ ଆଣ୍ଡ ମ୍ୟାନେଜମେଣ୍ଟ (ଆଇଆଇପିଏମ୍)ର ନିର୍ଦ୍ଦେଶକ ଅରିନ୍ଦମ ଚୌଧୁରୀଙ୍କୁ ଗିରଫ କରାଯାଇଛି । ସିଜିଏସ୍ଟି ଦକ୍ଷିଣ
Read More...

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ରିୟାଙ୍କୁ ଆଜି ସମନ କରିପାରେ ସିବିଆଇ

ନୂଆଦିଲ୍ଲୀ: ଶୁକ୍ରବାର ଠାରୁ ଶନିବାର ପର୍ଯ୍ୟନ୍ତ ବଲିଉଡର ପ୍ରସିଦ୍ଧ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ସିବିଆଇ ତଦନ୍ତରେ ଅନେକ ଗତି ଦେଖିବାକୁ
Read More...

କଂଗ୍ରେସର ହେବ ବଡ଼ ପରିବର୍ତ୍ତନ, ସୋନିଆଙ୍କୁ ୨୩ ବରିଷ୍ଠ ନେତାଙ୍କ ଚିଠି

ନୂଆଦିଲ୍ଲୀ, ୨୩ ।୮ : କଂଗ୍ରେସରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । କଂଗ୍ରେସରେ ପରିବର୍ତ୍ତନ ଆଣିବାକୁ ·ହୁଁଥିବା ଦଳର ବରିଷ୍ଠ ୨୩ ନେତା, ସିଡବ୍ଲ୍ୟୁଡିସି ସଦସ୍ୟ,
Read More...

ଜାମ୍ମୁ କାଶ୍ମୀରର ଧାରା ୩୭୦ ପୁନରୁଦ୍ଧାର ପାଇଁ ସବୁ ଦଳ ଏକାଠି ହେବାକୁ ଆହ୍ୱାନ

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ଧାରା ୩୭୦ ହଟାଯିବା ପରେ ଏକ ବଡ଼ ରାଜନୈତିକ ଘଟଣାକ୍ରମ ଦେଖିବାକୁ ମିଳିଛି । ଜାମ୍ମୁ କାଶ୍ମୀରର ସମସ୍ତ ପ୍ରମୁଖ ରାଜନୈତିକ ଦଳ ଧାରା
Read More...

ଦକ୍ଷିଣ ଚୀନ୍ ସାଗରର ନିମ୍ନଗାମୀ ନିରାପତ୍ତା ପରିସ୍ଥିତି ସଂକ୍ରାନ୍ତରେ ଭାରତକୁ ଅବଗତ କରାଇଲା ଭିଏତନାମ

ନୂଆଦିଲ୍ଲୀ: ବିବାଦୀୟ ପାର୍ସଲ୍ ଦ୍ୱୀପପୁଞ୍ଜରେ ବେଜିଂର ଲଢୁଆ ବିମାନ ଏବଂ ବୋମାବର୍ଷୀ ବିମାନ ମୁତୟନ କରିବାରୁ ଦକ୍ଷିଣ ଚୀନ୍ ସାଗରରେ ନିମ୍ନଗାମୀ ହେଉଥିବା ନିରାପତ୍ତା
Read More...

ବନ୍ଦେ ଭାରତ ଟ୍ରେନ୍ ନିର୍ମାଣ ଟେଣ୍ଡର ହେଲା ରଦ୍ଦ କଲା ଭାରତ

ନୂଆଦିଲ୍ଲୀ : ଚୀନ୍ ସାମଗ୍ରୀକୁ ବ୍ୟାନ୍ କରିବା ପାଇଁ ଦେଶର ଆହ୍ୱାନକୁ ସମର୍ଥନ ଜଣାଇ ଭାରତୀୟ ରେଳ ପକ୍ଷରୁ ଚୀନ୍କୁ ଏକ ବଡ ଝଟକା ଲାଗିଛି । ଭାରତୀୟ ରେଳ ଟ୍ରେନ୍ ୧୮ର
Read More...

ବିଏସ୍ଏଫ୍ ଗୁଳିରେ ୫ ଅନୁପ୍ରବେଶକାରୀ ନିହତ

ନୂଆଦିଲ୍ଲୀ: ପଞ୍ଜାବସ୍ଥିତ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ୫ ଜଣ ଅନୁପ୍ରବେଶକାରୀଙ୍କୁ ସୀମା ସୁରକ୍ଷା ବଳ(ବିଏସ୍ଏଫ୍) ଗୁଳି କରି ନିହତ କରିଛି ବୋଲି ଶନିବାର
Read More...

ଚୀନକୁ ସାଉଦିର ବଡ଼ ଝଟକା

ସାଉଦି ଆରବ ଚୀନ୍କୁ ଏକ ବଡ଼ ଝଟକା ଦେଇଛି । ସାଉଦି ଆରବର ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ୧୦ ବିଲିୟନ ଡଲାରର ବିଶୋଧନ ଏବଂ ପେଟ୍ରୋକେମିକାଲ୍ସ କମ୍ପେ୍ଲକ୍ସ ର୍ନିମାଣ ପାଇଁ
Read More...