ମୁମ୍ବାଇ କୋଠା ଭୁଶୁଡ଼ିବା ଘଟଣା, ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି

୧୯ ଘଣ୍ଟା ପରେ ଭଗ୍ନସ୍ତୁପ ମଧ୍ୟରୁ ଜୀବନ୍ତ ଉଦ୍ଧାର ହେଲା ୫ ବର୍ଷର ବାଳକ, ଏବେବି ୧୯ ନିଖୋଜ ମୁମ୍ବାଇ: ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲାରେ ଏକ ୫ମହଲା କୋଠା
Read More...

ପିଏନବି ଠକେଇ. ନୀରବ ମୋଦିଙ୍କ ପତ୍ନୀ ଆମି ମୋଦିଙ୍କ ବିରୋଧରେ ବୈଶ୍ୱିକ ଗିରଫ ୱାରେଣ୍ଟ ଜାରି

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିଙ୍କ ପତ୍ନୀ ଆମି ମୋଦିଙ୍କ ବିରୋଧରେ ଅର୍ଥ ହେରଫେର ଅଭିଯୋଗ ବିରୋଧରେ
Read More...

ପୁଲୱାମା ଆକ୍ରମଣ ଘଟଣାରେ ଏନ୍ଆଇଏର ୧୩ହଜାର ୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ

ତାଲିକାରେ ମାସୁଦ୍ ଅଜହର ସମେତ ଅନେକ ପାକ୍ ଆତଙ୍କବାଦୀ ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ମାମଲାରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ୧୩୫୦୦ ପୃଷ୍ଠାର
Read More...

ପଦ୍ମନାଭ ମନ୍ଦିରକୁ ନେଇ ସୁପ୍ରିମକୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ

ଯଦି ଜିଲ୍ଲା ଜଜ୍ ଅଣ-ହିନ୍ଦୁ ତେବେ ହିନ୍ଦୁ ସଦସ୍ୟ ପରି·ଳନାରେ ସାମିଲ ହେବେ ତିରୁବନ୍ତପୁରମ୍ : କେରଳର ପଦ୍ମନାଭ ସ୍ୱାମୀ ମନ୍ଦିରର ପରି·ଳନା ସମ୍ପର୍କରେ
Read More...

ପୂର୍ବ ଲଦାଖରେ ଭାରତ ମୁତୟନ କଲା ଇଗଲା କ୍ଷେପଣାସ୍ତ୍ର

ଚୀନ୍ର ଯେକୌଣସି ପ୍ରକାରର ଚାଲ୍କୁ ମୁକାବିଲା କରିବାକୁ ଭାରତୀୟ ସେନାବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ । ପୂର୍ବ ଲଦାଖ ସୀମାରେ ·ଲିଥିବା ଉତ୍ତେଜନା ମଧ୍ୟରେ ଭାରତ ଇଗଲା
Read More...

ଭାରତୀୟ ନୌସେନା ହେଲା ସଶକ୍ତ, ସାମିଲ ହେବ ସ୍ୱଦେଶୀ ସବମେରାଇନ୍ ଆଇଏନ୍ଏସ୍ କରଞ୍ଜ

ନୂଆଦିଲ୍ଲୀ: ଭାରତରେ ର୍ନିମିତ କଲଭାରୀ ଶ୍ରେଣୀର ତୃତୀୟ ବୁଡ଼ାଜାହାଜ ଆଇଏନ୍ଏସ୍ କରଞ୍ଜ ୪ରୁ୫ ମାସ ମଧ୍ୟରେ ନୌସେନାରେ ଯୋଗଦେବେ ବୋଲି ଆଶା କରାଯାଉଛି । କରଞ୍ଜଙ୍କୁ ୨୦୧୮
Read More...

ଉତ୍ତରପ୍ରଦେଶରେ ୨ଦିନରେ ୧୨ରୁ ଅଧିକ ହତ୍ୟା,ଯୋଗୀ ସରକାରଙ୍କୁ ଟାର୍ଗେଟ୍ କଲେ ପ୍ରିୟଙ୍କା ଓ ଅଖିଳେଶ

ଲକ୍ଷେ୍ନø : ଉତ୍ତରପ୍ରଦେଶରେ ଅତୀତରେ କ୍ରମାଗତ ହତ୍ୟା, ଅପହରଣ ମାମଲା ସାମ୍ନାକୁ ଆସୁଛି । ରାଜ୍ୟରେ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ବିରୋଧୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ
Read More...

ଏଡିଜେଙ୍କ ଶିଶୁ ଯତ୍ନ ଅନୁଷ୍ଠାନ ପରିଦର୍ଶନ

ପଦ୍ମପୁର - ରାୟଗଡା ଜିଲା ଗୁଣପୁର ଏଡିଜେ ଶ୍ରୀ ଅଜୟ କୁମାର ପ୍ରଧାନ ପଦ୍ମପୁର ସ୍ଥିତ ସେବା ସାମାଜ ଦ୍ଵାରା ପରିଚାଳିତ ଜବରଗୁଡା ଶିଶୁ ଯତ୍ନ ଅନୁଷ୍ଠାନ ପରିଦର୍ଶନ
Read More...

୮୪ ହଜାର ଟପିଲା ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୭୫୨ ସଂକ୍ରମିତ ଭୁବନେଶ୍ୱର  : ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୨୭୫୨
Read More...