ରାଜ୍ୟରେ ଆଉ ୨୮୨ କରୋନା ସଂକ୍ରମିତ ଚିହ୍ନଟ, ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୭୫୨ ଛୁଇଁଲା

ଭୁବନେଶ୍ୱର : ରାଜ୍ୟରେ ଆଉ ୨୮୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୭୫୨ରେ ପହଞ୍ଚିଛି । ଏନେଇ
Read More...

ବସ୍-ଟ୍ରକ୍ ଧକ୍କା : ଜଣେ ମୃତ, ୨୦ ଆହତ

ସୋର : ଟ୍ରକକୁ ପଛପଟୁ ଧକ୍କା ଦେଲା ବସ୍, ଜଣେ ମୃତ ୨୦ ଆହତ । ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଜାମୁଝାଡି ନିକଟରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଜଣଙ୍କର
Read More...

ସାରା ବିଶ୍ୱ ପାଇଁ ଚୀନ୍ ଏବେ ବଡ଼ ଭାଇରସ୍

ଉଗ୍ର ଜାତୀୟତାବାଦ ଓ ସାମରିକ ବିସ୍ତାରବାଦ କମ୍ୟୁନିଷ୍ଟ ପାର୍ଟି ଅଫ ·ଇନା (ସିପିସି) ହାର୍ଡକୋର ନେତାଙ୍କ ନୀତି । ଗଲୱାନ୍ ଘଟଣା ଧମକାଇବା ଲାଗି ଚୀନ୍ର ନିଜ ନୀତି ଓ
Read More...

ବନ୍ଧୁକ ମୁୂନରେ ଆତଙ୍କିତ କରୁଥିବା ୨ ଯୁବକ ପୋଲିସ୍ ଦ୍ୱାରା ଗିରଫ

ଢେଙ୍କାନାଳ , ଡୁମାଣୀଖବର: ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ଏବେ ବନ୍ଧୁକ ମୁନରେ ଲୁଟ୍ ହେଉଥିବା ଘଟଣାର ଖବର ପ୍ରସାରିତ ହେଉଥିଲେ ମଧ୍ୟ ଅ୍ପରାଧୀମାନଙ୍କ
Read More...

କରୋନା ଯତ୍ନ ପାଇଁ ନୂଆ ଟେଲିମେଡିସିନ୍ ପ୍ଲାଟଫର୍ମ “ସ୍ୱସ୍ଥ” ଆରମ୍ଭ

ଭୁବନେଶ୍ୱର, , ଡୁମାଣୀଖବର: ଶତାଧିକ ସ୍ୱାସ୍ଥ୍ୟସେବା ବିଶେଷଜ୍ଞ ଏକତ୍ରୀତ ହୋଇ ସ୍ୱସ୍ଥ ନାମକ ଏକ ଟେଲିମେଡିସିନ୍ ପ୍ଲାଟଫର୍ମ ଆରମ୍ଭ କରିଛ"ି । ଏହା ଜରିଆରେ ଲୋକମାନେ
Read More...

୨୫ରେ ହୀରାକୁଦରୁ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର , ଡୁମାଣୀଖବର: ରାଜ୍ୟରେ ଚଳିତ ବର୍ଷ ଖରା ଦିନେ ଜଳସ୍ତର ସ୍ବାଭାବିକଠାରୁ ଅଧିକ ରହିବା, ଠିକ୍‌ ସମୟରେ ମୌସୁମି ଆସିବା ଓ ନିୟମିତ ବର୍ଷା ହେବା କାରଣରୁ
Read More...

ବଡ଼ଦାଣ୍ଡରେ ରଥଟଣା ଆରମ୍ଭ, ଗଡ଼ିଲା ଶ୍ରୀବଳଦେବଙ୍କ ତାଳଧ୍ୱଜ ରଥ

ପୁରୀ, ଡୁମାଣୀଖବର: ଛେରା ପହଁରା ପରେ ବଡ଼ଦାଣ୍ଡରେ ରଥଟଣା ଆରମ୍ଭ ହୋଇଛି। ପ୍ରଥମେ ଶ୍ରୀବଳଦେବଙ୍କ ତାଳଧ୍ୱଜ ରଥ ଟଣା ଚାଲିଛି। ଏହା ପୂର୍ବରୁ ତିନି ରଥରେ ପୁରୀର ଗଜପତି
Read More...

ସୁପ୍ରିମକୋର୍ଟଙ୍କ ଅନୁମତି, କେବଳ ପୁରୀରେ ବିନା ଭକ୍ତରେ ହେବ ରଥଯାତ୍ରା

ନୂଆଦିଲ୍ଲୀ: ସବୁ ଆଶା ଓ ଆଶଙ୍କାର ପୂର୍ଣ୍ଣଚ୍ଛେଦ ପଡ଼ିଛି । ଶେଷରେ ସୁପ୍ରିମ୍କୋର୍ଟ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଦେଇଛନ୍ତି ଅନୁମତି । ପୁରୀରେ କଡ଼ା କଟକଣା
Read More...

ଆଜି ବି ଲୋକଙ୍କ ହୃଦୟରେ ରାଜ୍ କରୁଛନ୍ତି ଅମରୀଶ ପୁରୀ

୧୯୩୨ ମସିହା ଜୁନ୍ ୨୨ ତାରିଖରେ ଅଭିନେତା ଅମରୀଶ୍ ପୁରୀଙ୍କ ଜନ୍ମ ହୋଇଥିଲା । ତେବେ ଅମରୀଶ ପୁରୀ ଦୁନିଆକୁ ଦୀର୍ଘ ୧୫ ବର୍ଷ ହେବ ଅଲ୍ବିଦା କରିସାରିଛନ୍ତି । କିନ୍ତୁ
Read More...

ରଥଯାତ୍ରା ହେବା ନେଇ ଆଶା ବଢ଼ିଲା, ଭକ୍ତଶୂନ୍ୟ ରଥଯାତ୍ରା ସପକ୍ଷରେ ରାଜ୍ୟ ସରକାରଙ୍କ ସତ୍ୟପାଠ ଦାଖଲ

ନୂଆଦିଲ୍ଲୀ : ଭକ୍ତଶୂନ୍ୟ ରଥଯାତ୍ରା ସପକ୍ଷରେ ରାଜ୍ୟ ସରକାରଙ୍କ ସତ୍ୟପାଠ ଦାଖଲ ପରେ ରଥଯାତ୍ରା ହେବା ନେଇ ଆଶା ବଢ଼ିଛି । ସୁପ୍ରିମକୋର୍ଟର ଜଣିକିଆ ବେଞ୍ଚରେ ରଥଯାତ୍ରା
Read More...