Browsing Tag

#news

ବିଷ୍ଣୁଦେବ ସାଏ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୦ା୧୨ : ଦୀର୍ଘ ଦିନର କଳ୍ପନାଜଳ୍ପନାର ଅନ୍ତ । ସରପଞ୍ଚରୁ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଚୌକିରେ ବସିବେ ଚାଷୀ ପରିବାରର ପୁଅ । ଆଦିବାସୀ ନେତା…
Read More...

ଧାରା ୩୭୦ : ୪ ବର୍ଷ ପରେ ଆଜି ଆସିବ ରାୟ

ନୂଆଦିଲ୍ଲୀ,୧୦ା୧୨ : ଧାରା ୩୭୦ ମାମଲାର ଆସନ୍ତା କାଲି ଆସିବ ସୁପ୍ରିମ ରାୟ । ଜମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଉଥିବା ସମ୍ବିଧାନର ଧାରା ୩୭୦କୁ କେନ୍ଦ୍ର…
Read More...

୬୦ ହଜାର ଦୀପରେ ବିଜୁବାବୁଙ୍କ ଫଟୋ ଚିତ୍ର

ରାଉରକେଲା,୧୦ା୧୨ : ରେକର୍ଡ ବୁକରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଫଟୋଚିତ୍ର । ଏସିଆ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଛି ୬୦ ହଜାର ରଙ୍ଗୀନ ଦୀପରେ ନିର୍ମିତ ହୋଇଛି…
Read More...

ଗଠନ ହେଲା ଘୁମୁସର ଉନ୍ନୟନ ମଞ୍ଚ

ଭୁବନେଶ୍ୱର,୯ା୧୨(ଡିକେ ନ୍ୟୁଜ): ଗଠନ ହେଲା ଘୁମୁସର ଉନ୍ନୟନ ମଞ୍ଚ । ଭୁବନେଶ୍ୱରରେ ବାସ କରୁଥିବା ଘୁମୁସରବାସୀଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି…
Read More...

“ଏନ୍‌ଆଇଏ’ର ବ୍ୟାପକ ଚଢ଼ଉ; “ଆଇଏସ୍‌ଆଇଏସ୍‌’ ମାମଲାରେ ୧୫ ଗିରଫ

ନୂଆଦିଲ୍ଲୀ: ଇସ୍ଲାମିକ୍‌ ଷ୍ଟେଟ୍‌ ଆତଙ୍କବାଦୀ ଷଡ଼ଯନ୍ତ୍ର ମାମଲାରେ ଜାତୀୟ ତଦନ୍ତକାରୀ ଏଜେନ୍‌ସି (ଏନଆଇଏ)ର ଟିମ୍‌ ଶନିବାର ମହାରାଷ୍ଟ୍ର ଓ କର୍ଣ୍ଣାଟକର ୪୧ଟି…
Read More...

ସମସ୍ତଙ୍କ ପ୍ରୟାସରେ ଭାରତ ହେବ ବିକଶିତ: ଦେଶବାସୀଙ୍କୁ ମୋଦିଙ୍କ ବାର୍ତ୍ତା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କର ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅଧିନରେ ବର୍ତ୍ତମାନ ସମଗ୍ର ଦେଶରେ ଲୋକମାନଙ୍କୁ ସରକାରଙ୍କର ବିଭିନ୍ନ ଜନ କଲ୍ୟାଣକାରୀ…
Read More...

ଜଳବାୟୁ ପରିବର୍ତ୍ତନ ସବୁଠାରୁ ବଡ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୯ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଇନଫିନିଟି ଫୋରମ ୨.୦ର ଦ୍ୱିତୀୟ ସଂସ୍କରଣକୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ସେ ଇନଫିନିଟି ଫୋରମର…
Read More...

ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ ,

ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା କଣ୍ଟେଇକୁଳିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଇଚ୍ଛାପୁର ପଦ୍ମପୁର ସାହିରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି!ଘଟଣା…
Read More...

୩ରୁ ୫ ଡିଗ୍ରୀ ଖସିବ ରାତିର ତାପମାତ୍ରା

ଭୁବନେଶ୍ୱର,  : ଡିସେମ୍ବର •ଲିଲାଣି, ମାତ୍ର ଶୀତର ଦେଖା ନଥିଲା । ତାପମାତ୍ରା ସ୍ୱାଭାବିକ ଠାରୁ ଉପରେ ଥିଲା । କେବେ ଶୀତ ଆସିବ ସମସ୍ତେ •ହିଁରହିଥିବା ବେଳେ ଗତକାଲି…
Read More...