୨୦୨୧ରେ ଭାରତର ଇଂଲଣ୍ଡ ଗସ୍ତ
ଖେଳାଯିବ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା
ନୂଆଦିଲ୍ଲୀ ୧୮ ।୧୧: କରୋନା କାରଣରୁ ୨୦୨୦ରେ କ୍ରିକେଟ୍ ସିଜିନ ସଂପୂର୍ଣ୍ଣ ବରବାଦ ହୋଇ ଯାଇଛି । ଅନେକ!-->!-->!-->…
Read More...
Read More...
ରୋଗୀଙ୍କ ଚିକିତ୍ସା ଚାଲିଥିବା ବେଳେ ହସ୍ପିଟାଲରେ ଲାଗିଲା ନିଆଁ
ସୁରତ, ୧୮ ।୧୧: ଗୁଜରାଟର ସୁରତ ଅନ୍ତର୍ଗତ ଅଥୱାଲିନେସ ଅଞ୍ଚଳରେ ଥିବା ଗୋଟିଏ ହସ୍ପିଟାଲରେ ଆଜି ଅଗ୍ନିକାଣ୍ଡ ଘଟିଛି । ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିବା ବେଳେ ସେଠାରେ!-->…
Read More...
Read More...
ଡ୍ରାଗନକୁ ଚକମା ଦେଲା ଆମେରିକା ବୋମାବର୍ଷୀ ଜେଟ୍
ବେଜିଂ ୧୮ ।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜିତ ହାସଲ କରିଥିବା ଜୋ ବାଇଡେନ୍ ଓ ଡୋନଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଚାଲିଥିବା ତୁ ତୁ ମେଁ ମେଁ ମଧ୍ୟରେ ୟୁଏସ୍!-->…
Read More...
Read More...
ଗୋଆର ପ୍ରଥମ ମହିଳା ରାଜ୍ୟପାଳ ମୃଦୁଳା ସିହ୍ନାଙ୍କ ପରଲୋକ
ପାନାଜୀ, ୧୮/୧୧: ଗୋଆର ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ବିଜେପି ନେତା ମୃଦୁଳା ସିହ୍ନାଙ୍କ ବୁଧବାର ପରଲୋକ ଘଟିଛି । ମୃତ୍ୟୂ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା ।!-->…
Read More...
Read More...
ଫଟୋ ଉଠାଇବାର କିଛି ଘଣ୍ଟା ପରେ ଜୀବନ୍ତ ଦଗ୍ଧ ହୋଇଗଲେ ୫ବନ୍ଧୁ
ସଂଗୁର, ୧୮ ।୧୧: ପଞ୍ଜାବ ସଂଗୁରରେ ମଙ୍ଗଳବାର ରାତିରେ ଏକ ଭୟାବହ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଏକ କାରରେ ୫ଜଣ ସାଙ୍ଗ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।!-->…
Read More...
Read More...
ଏସ୍.ଜୟଶଙ୍କରଙ୍କ ରାଜ୍ୟସଭା ନିର୍ବାଚନ ମାମଲା
ବିଭିନ୍ନ ପକ୍ଷଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ନୂଆଦିଲ୍ଲୀ ୧୮ ।୧୧: କେନ୍ଦ୍ର ବୈଦେଶିକ ବ୍ୟାପାରମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ରାଜ୍ୟସଭା ନିର୍ବାଚନକୁ ଚାଲେଞ୍ଜ କରି!-->!-->!-->…
Read More...
Read More...
ମାଇନସ୍ ୪୦ ଡିଗ୍ରୀରେ ସେନା ଲାଗି ଆଧୁନିକ ଶଯ୍ୟା, ହିଟରଯୁକ୍ତ ଘର ପ୍ରସ୍ତୁତ
ନୂଆଦିଲ୍ଲୀ, ୧୮ ।୧୧: ଭୀଷଣ ଥଣ୍ଡାରେ ଲଦାଖ ସେକ୍ଟରରେ ପାରଦ କ୍ରମାଗତ ଖସିବାରେ ଲାଗିଛି । ଅନ୍ୟପଟେ ଚୀନ ସହ ସୀମା ବିବାଦର ସମାଧାନ ହୋଇନଥିବାରୁ ଭାରତୀୟ ସେନା ଚୀନ!-->…
Read More...
Read More...
୬ ମାସ ପରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ
ଏବେଠୁ ରାଜନୀତି ମଇଦାନ ସରଗରମ
କୋଲକତା, ୧୮ ।୧୧: ଆଉ ୬ ମାସ ପରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । କିନ୍ତୁ ଏବେଠୁ ରାଜନୀତି ମଇଦାନ ସରଗରମ!-->!-->!-->…
Read More...
Read More...
ବିଳମ୍ବରେ ହେବ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା
ଭୁବନେଶ୍ବର : ବିଳମ୍ବ ହେବ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା । ଏଥିପାଇଁ ସର୍ବନିମ୍ନ ୩ ମାସ ପାଠ ପଢ଼ା ହେବ, ପରେ ପରୀକ୍ଷା ବ୍ୟବସ୍ଥା କରାଯିବ । ଏନେଇ!-->!-->!-->…
Read More...
Read More...
ରାଜ୍ୟରେ ୮୬୮ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ବର : ରାଜ୍ୟରେ ଏବେ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟାରେ ୮୬୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା!-->…
Read More...
Read More...