ଗାଡି ଚାଳକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଟଙ୍କା ଲୁଟୁଛି ଜାତୀୟ ରାଜପଥ ପ୍ରାଧିକରଣ
ବେଆଇନ ଭାବେ ପ୍ରତିଦିନ ଆଦାୟ ହେଉଛି ଲକ୍ଷାଧିକ ଟଙ୍କା
ପୁରୀ : ଏହା ହେଉଛି ପୁରୀ ଭୁବନେଶ୍ୱରର ୩୧୬ ନଂ ଜାତୀୟ ରାଜପଥର ପିପିଲି ନିକଟରେ ଥିବା ଟୋଲଗେଟ୍ । ଗତ ୨୦୧୫!-->!-->!-->…
Read More...
Read More...
୩ ଦଶନ୍ଧି ପରେ ଭାରତ ଠାରୁ ଚାଉଳ କିଣିଲା ଚାଇନା
ମୁମ୍ବାଇ, ୨ ।୧୨ : ଦୀର୍ଘ ୩ ଦଶନ୍ଧି ପରେ ଭାରତ ଠାରୁ ଚାଉଳ ଆମଦାନୀ କରିଛି ଚାଇନା । ଭାରତ ସହ ଲଦାଖରେ ସୀମା ବିବାଦ ଚାଲିଥିବା ବେଳେ ଚାଇନାର ଏଭଳି ଚାଉଳ ଆମଦାନୀ ଦୁଇ!-->…
Read More...
Read More...
ଶୌଭିକ ଚକ୍ରବର୍ତ୍ତୀଙ୍କୁ ମିଳିଲା ଜାମିନ୍
ମୁମ୍ୱାଇ, ୨ ।୧୨ : ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତୀଙ୍କୁ ମିଳିଲା ଜାମିନ୍ । ବୁଧବାର ମୁମ୍ୱାଇର ଏନଡିପିଏସ କୋର୍ଟ ଜାମିନ୍ ପ୍ରଦାନ!-->…
Read More...
Read More...
୧୬ ବର୍ଷର ରେକର୍ଡ ଭାଙ୍ଗିଲା ତୁଷାରପାତ
ଶିମଲା, ୨ ।୧୨ : ହିମାଚଳ ପ୍ରଦେଶର ଅନେକ ସ୍ଥାନରେ ତୁଷାରପାତ ହୋଇଛି । ତୁଷାରପାତ ଗତ କିଛି ବର୍ଷର ରେକର୍ଡ ଭାଙ୍ଗି ଦେଇଛି । ନଭେମ୍ୱର ମାସରେ ହୋଇଥିବା ତୁଷାରପାତ ଗତ!-->…
Read More...
Read More...
ପୂର୍ବତନ ବିଚାରପତି ଜଷ୍ଟିସ କର୍ଣ୍ଣନ ଗିରଫ
ଚେନ୍ନାଇ, ୨ ।୧୨ : ମାଡ୍ରାସ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ସିଏସ କର୍ଣ୍ଣନ ଗିରଫ ହୋଇଛନ୍ତି । ସେ ଗୋଟିଏ ଭିଡିଓ ଜାରି କରି ଦେଶର ବିଚାରପତି ଓ କୋର୍ଟର!-->…
Read More...
Read More...
ଚୀନ୍ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍
ଗଲୱାନ ଘାଟି ଆକ୍ରମଣ ପାଇଁ ଚୀନ୍ ରଚିଥିଲା ବହୁ ପୂର୍ବରୁ ଯୋଜନା
ୱାଶିଂଟନ, ୨ ।୧୨ :ଜୁନ୍ ୧୫-୧୬ରେ ଗାଲୱାନ ଉପତ୍ୟକାରେ ଚାଇନା ରଚିଥିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍!-->!-->!-->…
Read More...
Read More...
ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସୁଶୀଲ ମୋଦି
ପାଟନା, ୨ ।୧୨ : ବିହାର ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଭରିଛନ୍ତି ବିଜେପି ନେତା ତଥା ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି । ଦିବଂଗତ!-->…
Read More...
Read More...
ବସ୍ ଭିତରକୁ ପଶିଗଲା ପାଇପ୍
୨ ମୃତ, ୧୨ରୁ ଅଧିକ ଆହତ
ପାଲି ୨ ।୧୨ : ଏକ ଘରୋଇ ବସ୍ ଭିତରେ ପାଇପ ପଶିଯିବାରୁ ୨ଜଣଙ୍କ ମୃତ୍ୟୁ ହୋଇଯାଇଛି ଏବଂ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି । ରାସ୍ତା କଡ଼ରେ!-->!-->!-->…
Read More...
Read More...
ଯୋଗୀଙ୍କ ମୁମ୍ବାଇ ଗସ୍ତକୁ ନେଇ ରାଜନୀତି ଜୋର୍ ଧରିଲା
ଫିଲ୍ମ ସିଟି ସ୍ଥାନାନ୍ତରକୁ ନେଇ ବିରୋଧାଭାଷ
ମୁମ୍ବାଇ, ୨ ।୧୨ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁମ୍ବାଇରେ ଫିଲ୍ମ କଳାକାରଙ୍କୁ ସାକ୍ଷାତ!-->!-->!-->…
Read More...
Read More...
ଆନ୍ଧ୍ରକୁ ଚାଲାଣ ବେଳେ ବିପୁଳ ପରିମାଣର କାଠ ଜବତ
ପାରଳାଖେମୁଣ୍ଡି : ଆନ୍ଧ୍ରକୁ ଚାଲାଣ ବେଳେ ଗଜପତି ଜିଲ୍ଲା କାଶୀନଗର ପୋଲିସ ପକ୍ଷରୁ ବିପୁଳ ପରିମାଣର କାଠ ଜବତ ହୋଇଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ କାଶୀନଗର!-->…
Read More...
Read More...