ଅବକାରୀ ବିଭାଗ ର ଚଢ଼ାଉ ! ଚୋରା ମଦ ସହିତ ବ୍ୟବସାୟୀ ଗିରଫ

0 221

ଜଗତସିଂହପୁର: ଜଗତସିଂହପୁର ଜ଼ିଲ୍ଲା ଏରସମା ବ୍ଲକ ଆମ୍ବିକି ପଞ୍ଚାୟତ ର ଚୋରା ମଦ ବ୍ୟବସାୟୀ ଗୌରାଙ୍ଗ ସାହୁ ଙ୍କ ପୁଅ ଦିଲ୍ଲୀପ ସାହୁ ଏକ ସ୍କୁଟି ରେ ବ୍ୟାପକ ପରିମାଣରେ  ଚୋରା ମଦ ନେଉଥିବା ବେଳେ ବାଲିକୁଦା ଅବକାରୀ ବିଭାଗର ଚିତ୍ତ ରଞ୍ଜନ ଦାସ, ହିମାଂଶୁ ନାୟକ, ନବଘନ ମାରାଣ୍ଡି, ନିର୍ମଳା ଜୟନ୍ତୀ ସ୍ୱାଇଁ ପ୍ରମୁଖ ଯୋଜନା ମୁତାବକ ଚୋରା ମଦ ବ୍ୟବସାୟୀ କୁ କାବୁକରି  25 ରୁ ଉର୍ଦ୍ଧ ବୋତଲ ବିୟର  !    60 ରୁ ଉର୍ଦ୍ଧ  ଲିକର ଜବତ କରିବା ସହିତ ଚୋରା ମଦ ବ୍ୟବସାୟୀ ଦିଲୀପ ସାହୁ କୁ ଗିରଫ କରି କୋଟ ଚାଲାଣ କରାଯାଇଛି  !

Leave A Reply

Your email address will not be published.