Browsing Category
Main Stories
ବିଧାୟକ ଅନନ୍ତ ଜେନାଙ୍କୁ କରୋନା
ଭୁବନେଶ୍ୱର : ବିଧାୟକ ଅନନ୍ତ ଜେନାଙ୍କୁ କରୋନା । ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା। ଟ୍ୱିଟ୍ କରି ନିଜେ ସୂଚନା ଦେଲେ ବିଧାୟକ ଅନନ୍ତ ଜେନା ।
!-->!-->!-->!-->!-->…
Read More...
Read More...
ଲଗାଣ ବର୍ଷାରେ ବେହାଲ ଢେଙ୍କାନାଳ
୨ ଶହ ପରିବାର ଜଳବନ୍ଦୀ
ଢେଙ୍କାନାଳ : ଲଗାଣ ବର୍ଷାରେ ବେହାଲ ହୋଇପଡିଛି ଢେଙ୍କାନାଳ ସହର। ଲଗାଣ ବର୍ଷା ଜାରି ରହିଥିବା ହେତୁ ସହରର ୧୬ ନଂ ଓ ୨୦ ନଂ ୱାର୍ଡରେ!-->!-->!-->…
Read More...
Read More...
ଇନ୍ଦୋର କ୍ରମାଗତ ଚତୁର୍ଥ ଥର ପାଇଁ ଦେଶର ୧ନଂ ସ୍ୱଚ୍ଛ ସହର
ଇନ୍ଦୋର : କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରଣାଳୟ ସ୍ୱଚ୍ଛତା ସହର ସର୍ଭେ ରିପୋର୍ଟ ପ୍ରକାଶ କରିଛି । କ୍ରମାଗତ ଚତୁର୍ଥ ବର୍ଷ ପାଇଁ ଇନ୍ଦୋର ଦେଶର ସବୁଠାରୁ ପରିଷ୍କାର ସହର!-->…
Read More...
Read More...
ଧାରା ୩୭୦ ଉଚ୍ଛେଦର ବର୍ଷେ ପରେ ଜମ୍ମୁ-କଶ୍ମୀରରୁ ୧୦ ହଜାର ସୁରକ୍ଷା କର୍ମୀଙ୍କୁ ପ୍ରତ୍ୟାହାର ନିଷ୍ପତ୍ତି
ଶ୍ରୀନଗର: କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜମ୍ମୁ-କଶ୍ମୀରରୁ ୧୦ ହଜାରରୁ ଊର୍ଧ୍ବ ସୁରକ୍ଷା ବଳ କର୍ମୀଙ୍କୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ହୋଇଛି। ଏହି ସୁରକ୍ଷା!-->…
Read More...
Read More...
ଜଳକା ନଦୀରେ ବନ୍ୟା ପରିସ୍ଥିତି
ବିପଦ ସଂକେତ ଉର୍ଦ୍ଧ୍ବରେ ଜଳସ୍ତର
ବସ୍ତା: ଉପର ମୁଣ୍ତରେ ପ୍ରବଳ ବର୍ଷା ଯୋଗୁଁ ଜଳକା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି | ଫଳରେ ନଦୀର ଜଳସ୍ତର ବିପଦ ସଂକେତ!-->!-->!-->…
Read More...
Read More...
ସୁଶାନ୍ତ କେସ୍ର ଯାଞ୍ଚ ପାଇଁ ମୁମ୍ବାଇ ଯିବାକୁ ଥିବା ସିବିଆଇ ଟିମ୍କୁ ମଧ୍ୟ କରାଯିବ କ୍ଵାରେଣ୍ଟାଇନ୍ ?
ବିଏମସି ରଖିଲା ନିୟମ
ମୁମ୍ବାଇ : ସୁପ୍ରିମକୋର୍ଟ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ କେସର ତଦନ୍ତ ଦାୟିତ୍ଵ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)କୁ ପ୍ରଦାନ!-->!-->!-->…
Read More...
Read More...
କରୋନାରୁ ସୁସ୍ଥ ବ୍ୟକ୍ତିଙ୍କ ପାଇଁ ନୂଆ ବ୍ୟବସ୍ଥା
ଗଞ୍ଜାମ: କରୋନାରୁ ଆରୋଗ୍ୟ ହେଉଥିବା ଲୋକଙ୍କ ପୁଣି ଥରେ ହେବ ସ୍ୱାସ୍ଥ୍ୟ ପରୀକ୍ଷା। କରୋନା ମୁକାବିଲା ନେଇ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ଏକ ପଦକ୍ଷେପ!-->…
Read More...
Read More...
୧୧ ମାସର ଶିଶୁକନ୍ୟା କରୋନା ପଜିଟିଭ୍
ଗଂଜାମ: ଗଂଜାମ ଜିଲ୍ଲା କରୋନା ଭାଇରସ୍ ମହାମାରୀରେ କଲବଲ ହେଉଥିବା ବେଳେ ଆଜି ବ୍ରହ୍ମପୁରରେ ଜଣେ ୧୧ ମାସର ଶିଶୁକନ୍ୟା ପଜିଟିଭ୍ ଚିହ୍ନଟ ହୋଇଛି। ଶିଶୁକନ୍ୟା ଜଣକ!-->…
Read More...
Read More...
ମରିସସ୍ ଜାହାଜ ତେଲ୍ ଲିକ୍ ଘଟଣାରେ ଭାରତୀୟ କ୍ୟାପଟେନ୍ ଗିରଫ
ନୂଆଦିଲ୍ଲୀ : ମରିସସ୍ ଉପକୂଳରୁ ୧୦୦୦ ଟନ୍ ତେଲ ଲିକ୍ ହୋଇଥିବା ଜାପାନ ଜାହାଜର ଦୁଇଟି ବଡ଼ ଅଂଶ ଭାଙ୍ଗିଯାଇଛି । ଏହା ପରେ ମରିସସ୍ କର୍ତ୍ତୃପକ୍ଷ ଜାପାନ ଜାହାଜର ଭାରତୀୟ!-->…
Read More...
Read More...
ବିବାହ ବେଳେ ୧୨ବର୍ଷର ନାବାଳିକାକୁ ଉଦ୍ଧାର କଲା ପୋଲିସ
ଆଠଗଡ: କଟକ ଜିଲ୍ଲା ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ଦଣ୍ଡାପଡିଆ ଗାଁରେ ଜଣେ ଝିଅର ଅନିଚ୍ଛା ସ୍ୱତ୍ତ୍ୱେ ବିବାହ କରିବା ମହଙ୍ଗା ପଡ଼ିଲା। ଝିଅର ବୟସ ୧୨କୁ ପୁଅର ବୟସ!-->…
Read More...
Read More...