Browsing Category

Sports

ନରୱେ ଚେସ୍ ଟୁର୍ଣ୍ଣାମେଣ୍ଟ: ୱାର୍ଲ୍ଡ ନଂ ୧ ଖେଳାଳିଙ୍କୁ ହରାଇଲେ ଡି ଗୁକେଶ

ନୂଆଦିଲ୍ଲୀ, ୨ା୬ : ବିଶ୍ୱ ଚେସ୍ ·ମ୍ପିଅନ ଡୋମାରାଜୁ ଗୁକେଶ ନରୱେ ଚେସ୍ ୨୦୨୫ ଟୁର୍ଣ୍ଣାମେଣ୍ଟର ଷଷ୍ଠ ରାଉଣ୍ଡରେ ପୂର୍ବତନ ବିଶ୍ୱ ନମ୍ବର ୱାନ୍ ମାଗନସ୍ କାର୍ଲସେନଙ୍କ…
Read More...

ପାକିସ୍ତାନରେ ହିନ୍ଦୁ କ୍ରିକେଟରଙ୍କ ୨ ଗୋଡ଼ କାଟି ଦେଲେ

ଇସଲାମାବାଦ୍, : ପାକିସ୍ତାନର ଜଣେ ହିନ୍ଦୁ କ୍ରିକେଟର ତାଙ୍କର ଦୁଇଟି ଗୋଡ ହରାଇଛନ୍ତି । ମୋହିନ୍ଦର କୁମାର ନାମକ ଏହି କ୍ରିକେଟର ପାକିସ୍ତାନ ପାଇଁ ପ୍ରଥମ ଶ୍ରେଣୀ ଏବଂ…
Read More...

ଡବ୍ଲ୍ୟୁଡବ୍ଲ୍ୟୁଏଫ୍ ଲିଜେଣ୍ଡ୍ କ୍ଲାସିକ୍‌: ଆଶୀର୍ବାଦଙ୍କୁ ଅନ୍ତର୍ଜାତୀୟ ସୁଯୋଗ

ଭୁବନେଶ୍ୱର, : ଡବ୍ଲ୍ୟୁଡବ୍ଲ୍ୟୁଏଫ୍ ଲିଜେଣ୍ଡ୍‌ କ୍ଲାସିକ୍ ପକ୍ଷରୁ ପୁରୀ ବେଳାଭୂମିରେ ଦୁଇ ଦିନିଆ ଜାତୀୟସ୍ତରର ବରମୁଡ଼ା ବିଚ୍ ମଡେଲ୍‌-୨୦୨୫ ଅନୁଷ୍ଠିତ ହୋଇଯାଇଛି ।…
Read More...

ତିନିଦିନିଆ ନୂଆ- ଓ କ୍ରୀଡା ଉତ୍ସବ କାର୍ଯ୍ୟକ୍ରମ ଉଦଯାପିତ

ରାୟଗଡ଼ା ଜିଲ୍ଲାସ୍ତରୀୟ ନୂଆ -ଓ କ୍ରୀଡା କାର୍ଯ୍ୟକ୍ରମ ଗତ ୧୯ ତାରିଖ ଗତ ୨୧ ତାରିଖ ଯାଏଁ ତିନିଦିନ ଧରି ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଉଚ୍ଚବିଦ୍ୟାଳୟ ଓ ରେଲୱେ ପଡିଆ…
Read More...

IA ଏବଂ AD ଇଷ୍ଟ ଜୋନ୍ ବ୍ୟାଡମିଣ୍ଟନ୍ ଚାମ୍ପିଅନସିପ୍ ଅନୁଷ୍ଠିତ |

ଭୁବନେଶ୍ୱର: ରେଲୱେ ଇନଡୋର ଷ୍ଟାଡିୟମରେ IA&AD ଇଷ୍ଟ ଜୋନ୍ ବ୍ୟାଡମିଣ୍ଟନ୍ ଚାମ୍ପିଅନସିପ୍ 2024 ଆୟୋଜିତ ହୋଇଥିଲା, ଯେଉଁଠାରେ ବିଭିନ୍ନ ଅଞ୍ଚଳର ଟପ୍…
Read More...

କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ National Youth Day

ଭୁବନେଶ୍ୱର, କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ୧୬୧ତମ ଜୟନ୍ତୀ ଏବଂ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । କଳିଙ୍ଗ ଷ୍ଟାଡିୟମ୍‌ ୩ ନମ୍ବର…
Read More...

ଦିନିକିଆରୁ ଡାଭିଡ୍‌ ୱାର୍ଣ୍ଣରଙ୍କ ଅବସର ଘୋଷଣା

ମେଲବୋର୍ଣ୍ଣ,୧ା୧: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଓପନର୍‌ ଡେଭିଡ ୱାର୍ଣ୍ଣର ନୂଆବର୍ଷ ଅବସରରେ ପ୍ରଶଂସକଙ୍କୁ ଦୁଃଖିତ କରିଛନ୍ତି। ଟେଷ୍ଟ ପରେ ସେ ଏକଦିବସୀୟରୁ ଅବସର ଘୋଷଣା…
Read More...

ଭାରତର ଐତିହାସିକ ବିଜୟ: ପ୍ରଥମଥର ଅଷ୍ଟ୍ରେଲିଆକୁ ହରାଇଲା

ମୁମ୍ବାଇ, ୨୪ା୧୨: ଇତିହାସ ରଚିଛି ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌। ଟେଷ୍ଟରେ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି ଦଳ। ମୁମ୍ବାଇର ୱାଙ୍ଖେଡେରେ ଖେଳା…
Read More...

ସମ୍ବଲପୁରୀ ଲୁକରେ ଓଡ଼ିଶା ଫୁଟବଲ କ୍ଲବ୍‌ ମହିଳା ଦଳ

ଭୁବନେଶ୍ୱର,୧୭ା୧୨(ଡିକେ ନ୍ୟୁଜ୍‌): ଫୁଟବଲ ଜର୍ସି ସହ ହସ୍ତତନ୍ତର ନିଆରା ସଂଯୋଗ। ଶୁଣିବାକୁ ଟ୍ରେଣ୍ଡି, ଆଉ ଟିକେ ନୂଆ ବି ଲାଗୁଥିବ। ଫୁଟବଲ ଓ ହସ୍ତତନ୍ତ କିଭଳି ସଂଯୋଗ…
Read More...

ରେଫରିଙ୍କୁ ମୁଥ ମାରି କ୍ଲବ୍‌ ସଭାପତି ଗିରଫ

ନୂଆଦିଲ୍ଲୀ, ୧୪ା୧୨: ତୁର୍କିରେ ଏକ ଘରୋଇ ଫୁଟବଲ୍‌ ଲିଗ୍‌ •ଲୁଥିବା ସମୟରେ ଜଣେ କ୍ଲବ୍‌ ସଭାପତି ମ୍ୟାଚ୍‌ ପରି•ଳନା କରୁଥିବା ରେଫରିଙ୍କୁ ମୁଥ ମାରି ଗିରଫ ହୋଇଛନ୍ତି ।…
Read More...