Browsing Category

ସିଟି ମିରର

୩୦ରେ ଲଞ୍ଚ୍ ହେବ ପୃଥିବୀ ରକ୍ଷକ \”ନିସାର\’

ନୂଆଦିଲ୍ଲୀ, : ଆସନ୍ତା ୩୦ ତାରିଖରେ ଲଞ୍ଚ ହେବ ମାନବ ଇତିହାସର ସବୁଠୁ ଶକ୍ତିଶାଳୀ ସାଟେଲାଇଟ୍ ‘ନିସାର’ । ୩୦ ତାରିଖ ସନ୍ଧ୍ୟା ୫.୪୦ରେ ଶ୍ରୀହରିକୋଟାର ସତୀଶ ଧୱନ…
Read More...

ଆସୁଛି ଆଉ ଏକ ଲଘୁଚାପ, ବର୍ଷା ନେଇ ୟେଲୋ ଓ ଅରେଞ୍ଜ ୱାର୍ଣ୍ଣିଂ ଜାର

ଭୁବନେଶ୍ୱର, : ଆଗାମୀ ୨୪ ଘଣ୍ଟାରେ ଉତ୍ତର ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ (ବାତ୍ୟା ୱିଫାର ଅବଶିଷ୍ଟାଂଶ ଘୂର୍ଣ୍ଣିବଳୟ ରୂପରେ ପ୍ରବେଶ କରିବାର ସମ୍ଭାବନା ରହିଛି)…
Read More...

ସୁଭଦ୍ରା ସମୀକ୍ଷାର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, : ସୁଭଦ୍ରା ଆଜି ଓଡ଼ିଶାର କୋଣେ ଅନୁକୋଣରେ ପହଂଚି ମା ଓ ଭଉଣୀମାନଙ୍କର ଆର୍ôଥକ ଆବଶ୍ୟକତାକୁ ପୂରଣ କରୁଛି ଏବଂ ସେମାନଙ୍କ ଇଛା ତଥା ସ୍ୱପ୍ନକୁ ନୂଆ ରୂପ…
Read More...

ସୋସିଆଲ ମିଡିଆ ରେ ଜାତିଆଣ ଆକ୍ଷେପ,ୟୁଟୁବର ବିରୋଧ ରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କଲେ ଏସଟି,ଏସସି…

ଧର୍ମଗଡ : ୟୁଟୁବ କ୍ରେଜି ବୟ ଦେବ ଅଫିସିଆଲ ନାମରେ ଚେନାଲ ଖୋଲି କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଖଇର ପଦର ଅଞ୍ଚଳ ର ଜଣେ ୟୁଟୁବର ଦେବ କୁମାର ଆଚାର୍ଯ୍ୟ …
Read More...

ଅଭିନେତ୍ରୀ ଶ୍ରୁତି ଚୌହାନଙ୍କୁ ଡେଟ୍ କରୁଛନ୍ତି ଆହାନ

ମୁମ୍ବାଇ, : ମୋହିତ ସୁରିଙ୍କ ନିର୍ଦ୍ଦେଶିତ \"ସାୟାରା\' ବକ୍ସ ଅଫିସରେ ଧମାକା କରୁଛି । ଫିଲ୍ମରେ ଆହାନ ପାଣ୍ଡେ ଏବଂ ଅନୀତ ପଡ୍ଡା ମୁଖ୍ୟ ଭୂମିକାରେ ଅଛନ୍ତି ।…
Read More...

ନାବାଳିକା ପିଡିତା ପରିବାର କୁ ଭେଟିଲେ ଭାଜପା ପ୍ରତିନିଧି ଦଳ

ଧର୍ମଗଡ, : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ଅନ୍ତର୍ଗତ ବଣ ପାହାଡ଼ ଘେରା ଦୁର୍ଗମ କୁଟ୍ରୁ ଗ୍ରାମ ର ଜଣେ ଆଦିବାସୀ ନାବାଳିକା କୁ ଦୁଷ୍କର୍ମ ହୋଇଥିବା…
Read More...

ଆଧାର ନାହିଁ, କୌଣସି ସରକାରୀ ସୁବିଧା ମିଳିବ ନାହିଁ

ଉମରକୋଟ,: ଆଧାର କାର୍ଡ ନ ଥିଲେ ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ରହିବେ । ସରକାରଙ୍କ ଅଜୀବ ନିୟମ! ଜଣେ ଦିବ୍ୟାଙ୍ଗ ବାଳକର ଆଧାର କାର୍ଡ ବନି ପାରୁନଥିବାରୁ ତାକୁ…
Read More...

ଇପିଏଫ୍‌ଓରେ ଆସିଲା ନୂଆ ନିୟମ, ଆକାଉଣ୍ଟ ଥିଲେ ପରିବାରକୁ ମିଳିବ ୫୦ ହଜାର ଟଙ୍କା

ନୂଆଦିଲ୍ଲୀ, :\ ଇପିଏଫ୍‌ ଆକାଉଣ୍ଟଧାରୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ଇପିଏଫଓ ନିୟମରେ ଏକ ବଡ଼ ପରିବର୍ତ୍ତନ ହୋଇଛି । ଇପିଏଫ୍ ଆକାଉଣ୍ଟ ଥିବା ଜଣେ ବ୍ୟକ୍ତିଙ୍କର…
Read More...