Browsing Category

ରାଜ୍ୟ

ନବୀନଙ୍କ ପ୍ରିୟ ଖାଦ୍ୟ ପଖାଳ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡିଆଙ୍କର ପ୍ରିୟ ଖାଦ୍ୟ ପଖାଳ। ନବୀନ ନିବାସ ଆସୁଥିବା ଅତିଥିଙ୍କୁ ସେ ପରସି ଦିଅନ୍ତି ଓଡ଼ିଆ ଘରର ଏହି ପ୍ରିୟ ଖାଦ୍ୟ
Read More...

ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍ ଟୁର୍

ଭୁ ବନେଶ ୍ୱର : ସ୍ଥାନୀୟ ସିଆର୍ ପି ଛକସ୍ଥିତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗେ ବଷଣା ଏ ବଂ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଭୁ ବନେଶ ୍ୱର ପରିସରରେ ଥିବା ରାଜ୍ୟ
Read More...

କୋଠାବାଡି ନିର୍ମାଣ ନିୟମରେ ପରିବର୍ତ୍ତନ

ଏଣିକି ୮ଟି ଘର ଥିବା ଅଟ୍ଟାଳିକାକୁ କୁହାଯିବ ଆପାର୍ଟମେଣ୍ଟ ଭୁବନେଶ୍ବର : କୋଠାବାଡି ନିର୍ମାଣ ନିୟମରେ ହେଲା ପରିବର୍ତ୍ତନ । ବହୁତଳ ଅଟାଳିକ ନିର୍ମାଣ ପାଇଁ ସରକାର
Read More...

ଖୋର୍ଦ୍ଧାରେ ୭୭୮୪ ଛୁଇଁଲା କରୋନା ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ବର: ଆଜି ରାଜ୍ୟରେ ୧୯୭୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୨୪୧ ଓ ସ୍ଥାନୀୟ ଅଞ୍ଚଳରୁ ୭୩୬ଜଣ ଆକ୍ରାନ୍ତ ଚିହ୍ନଟ
Read More...

ସ୍ବାଧୀନତା ଦିବସ ଅବସରରେ ଓଡ଼ିଶାର ୧୪ଜଣ ପାଇବେ ପୋଲିସ ପଦକ

ଭୁବନେଶ୍ବର: ସାରା ଦେଶରେ ସ୍ବାଧୀନତା ଦିବସ ପାଳନ କରାଯିବାକୁ ଥିବା ବେଳେ ଏହାର ଅବ୍ୟବହିତ ପୂର୍ବରୁ ଦେଶର ସୁରକ୍ଷା ପାଇଁ କାମ କରୁଥିବା  ପୋଲିସ କର୍ମଚାରୀଙ୍କୁ
Read More...

ଛାତ୍ରଛାତ୍ରୀଙ୍କ ଉପସ୍ଥିତି ବିନା ପାଳନ ହେବ ସ୍ୱାଧୀନତା ଦିବସ

ଭୁବନେଶ୍ୱର: ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ କଟକଣା ଲାଗୁ କରୁଥିବା ବେଳେ ଆଗକୁ ଆସୁଛି ସ୍ୱାଧୀନତା ଦିବସ। ଚଳିତ ଥର
Read More...