Browsing Category
ରାଜ୍ୟ
ନୂଆ ଓଡ଼ିଶାର ବିନ୍ଧାଣୀ
ନବୀନ ବାବୁ
ପ୍ରବାଦ ପୁରୁଷ ବିଜୁ ବାବୁ ଓ ମା ଜ୍ଞାନ ପଟ୍ଟନାୟକଙ୍କ କନିଷ୍ଠ ସନ୍ତାନ ରୂପେ ନବୀନବାବୁ ଜନ୍ମଗ୍ରହଣ କରନ୍ତି 1946 ମସିହା ଅକ୍ଟୋବର 16 ତାରିଖରେ।!-->!-->!-->…
Read More...
Read More...
ଏଟିମ ନିକଟରେ ଅଜଣା ବୃଦ୍ଧାଙ୍କ ମୁର୍ତ୍ୟୁ
ରାୟଗଡା : ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଜେ କେ ପୁର ଆଇ ଓ ବି ବ୍ୟଙ୍କ ନିକଟ ଏସ ବି ଆଇ ଏଟିମ ନିକଟରେ ଜଣେ ଅଜଣା ବୃଦ୍ଧାର ମୁର୍ତ୍ୟୁ ଘଟିଥିବା ଜଣା!-->…
Read More...
Read More...
ବିଷାକ୍ତ ଖାଦ୍ୟ ଖାଇ ୩ମୃତ ୨ଗୁରୁତର
ମାଲକାନଗିରି : ମାଲକାନଗିରି ଜିଲ୍ଲାର କଚେଲି ଗାଁ ରେ ଅଭାବନିୟ ଘଟଣା । ବିଷାକ୍ତ ଖାଦ୍ୟ ଖାଇ 3 ଭାଇ ଭଉଣୀ ମୃତ , 2 ଗୁରୁତର ହୋଇଛନ୍ତି । ଗୁରୁତର ମା ଓ ଝିଅ କୁ!-->!-->!-->…
Read More...
Read More...
ରାଜ୍ୟରେ ଆଉ ୧୭ କରୋନା ସଂକ୍ରମିତଙ୍କ ମୃତ୍ୟୁ
ଭୁବନେଶ୍ବର : ଦିନକୁ ଦିନ ରାଜ୍ୟରେ ବିଗିଡିବାରେ ଲାଗିଛି କରୋନା ସ୍ଥିତି । ୨୪ ଘଣ୍ଟାରେ ୧୭ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ!-->!-->!-->…
Read More...
Read More...
ମରଣଯନ୍ତା ପାଲଟିଛି ପୁରୁଣା ବାଲିମେଳା ରାସ୍ତା
ମାଲକାନଗିରି : ମରଣଯନ୍ତା ପାଲଟିଛି ରାସ୍ତା । ଯେତେ ନେହୁରା କଲେ ବି ଗୁହାରି ଶୁଣୁନି ପ୍ରଶାସନ । ମିଳିତ ଭାବେ ଏପରି ଦୃଢ଼ ଅଭିଯୋଗ କରିଛନ୍ତି ୩ ଟି ଗ୍ରାମର ଗ୍ରାମବାସୀ!-->…
Read More...
Read More...
ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍
ବାଲେଶ୍ୱର: ଧାନ ବିଲକୁ ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ୍ ଓଲଟିଲା ପଡ଼ିବା ଫଳରେ ୫ଜଣ ଯାତ୍ରୀ ଆହତ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ଡିଗିରିବାହୀ ଛକ ନିକଟରେ ଆଜି!-->…
Read More...
Read More...
ଗଜପତିରେ ବର୍ଷା କମିଲା,ତଥାପି ସ୍ଥିତି ବେହାଲ
ମୋହନା ବ୍ଲକରେ ୫ ପଞ୍ଚାୟତ, ରାୟଗଡରେ ୨୦ରୁ ଉର୍ଦ୍ଧ ବାହ୍ୟ ଜଗତରୁ ବିଚ୍ଛିନ୍ନ
ପାରଳାଖେମୁଣ୍ଡି, (ଡି କେ ନ୍ୟୁଜ) : ଗଜପତି ଜିଲ୍ଲାରେ ଗତ ୨ଦିନ ତୁଳନାରେ ଆଜି!-->!-->!-->…
Read More...
Read More...
ଏକ ନୂଆ ଅବତାରରେ ବିଏମଡ଼ବ୍ଲ୍ୟୁ
ଜି୩୧୦ଆର ଏବଂ ବିଏମଡ଼ବ୍ଲ୍ୟୁ ଜି୩୧୦ଜିଏସର ଶୁଭାରମ୍ଭ
ଭୁବନେଶ୍ୱର: ବିଏମଡ଼ବ୍ଲ୍ୟୁ ମୋଟୋରାଡ୍ ଇଣ୍ଡିଆ ପକ୍ଷରୁ ଆଜି ଭାରତରେ ଏହାର ନୂଆ ବିଏମଡ଼ବ୍ଲ୍ୟୁ ଜି୩୧୦ଆର ଓ!-->!-->!-->!-->!-->…
Read More...
Read More...
ବସକୁ ସାଢେ ୫ ଲକ୍ଷ ଟଙ୍କାର ଜରିମାନା
ଭୁବନେଶ୍ବର: ଭୁବନେଶ୍ବର ଆଞ୍ଚଳିକ ପରିବହନ ବା ଆରଟିଓ ଭୁବନେଶ୍ବର -୨ ପକ୍ଷରୁ ବୁଧବାର ଏକ ଯାତ୍ରୀବାହୀ ବସକୁ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜରିମାନା କରାଯାଇଥିବା!-->!-->!-->…
Read More...
Read More...
ରାଜ୍ୟରେ ପୁଣି ୨୬୦୪ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ବର: ରାଜ୍ୟରେ ଆଜି ନୂଆ ୨୬୦୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧୫୧୧ ଓ ସ୍ଥାନୀୟ ଅଞ୍ଚଳରୁ ୧୦୯୩ ଆକ୍ରାନ୍ତ ଅଛନ୍ତି। ଏହା!-->!-->!-->…
Read More...
Read More...