Browsing Category
ରାଜ୍ୟ
ରାଜ୍ୟ ସରକାରଙ୍କ ଅନଲକ୍-୬ର ଗାଇଡଲାଇନ୍
ନଭେମ୍ବର ୧୬ରୁ ଖୋଲିବ ସ୍କୁଲ୍
ଭୁବନେଶ୍ବର: ରାଜ୍ୟ ସରକାର ନଭେମ୍ବର ମାସ ଲାଗି ଆଜି ଗାଇଡଲାଇନ୍ ବା ମାର୍ଗଦର୍ଶିକା ଜାରି କରିଛନ୍ତି। ଅନଲକ୍ ୬ର ଗାଇଡଲାଇନ୍!-->!-->!-->…
Read More...
Read More...
ଚଳିତ ବର୍ଷ କଟକରେ ପ୍ରସିଦ୍ଧ ବାଲିଯାତ୍ରା ବନ୍ଦ
କଟକ : ଚଳିତ ବର୍ଷ କଟକରେ ପ୍ରସିଦ୍ଧ ବାଲିଯାତ୍ରା ହେବ ନାହିଁ। କୋଭିଡ୍ ସମୟରେ ଏଭଳି ବିରାଟ ଆୟୋଜନ ଅସମ୍ଭବ ବୋଲି ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ସୂଚନା ଦେଇ ଏକଥା!-->…
Read More...
Read More...
୧୫୪୭ ନୂଆ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ବର: ଆଜି ରାଜ୍ୟରେ ୧୫୪୭ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୮୯୧ ଓ ସ୍ଥାନୀୟ ଅଞ୍ଚଳରୁ ୬୫୬ ଆକ୍ରାନ୍ତ ଅଛନ୍ତି।!-->…
Read More...
Read More...
ହବିଷ୍ୟାଳୀଙ୍କ ପାଇଁ କଟକଣା
ପୁରୀ : ପ୍ରତିବର୍ଷ କାର୍ତ୍ତିକ ମାସ ଆସିଲେ ପୁରୀରେ ହବିଷ୍ୟାଳୀଙ୍କ ଭିଡ ଲାଗିଥାଏ ।କିନ୍ତୁ ଚଳିତ ବର୍ଷ କରୋନା କଟକଣା ପାଇଁ ପୁରୀରେ ହବିଷ୍ୟାଳୀଙ୍କ ଭିଡ!-->!-->!-->…
Read More...
Read More...
ରାଜ୍ୟରେ ଆଉ ୧୬୧୭ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ବର : ରାଜ୍ୟରୁ ଗୁରୁବାର ଆଉ ୧୬୧୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୮୭ହଜାର ୯୯ରେ!-->…
Read More...
Read More...
ରାଜ୍ୟରେ କରୋନାରେ ଆଉ୧୩ ଜଣଙ୍କ ମୃତ୍ୟୁ
ଭୁବନେଶ୍ଵର : ରାଜ୍ୟରେ ଗୁରୁବାର କରୋନାରେ ଆଉ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨୯୭କୁ ବୃଦ୍ଧି ପାଇଛି। ଆଜି!-->!-->!-->…
Read More...
Read More...
ରାଜା ନିଖୋଜ ମାମଲାର ପର୍ଦ୍ଦାଫାସ
ମାଉଜର ଦେବା ପାଇଁ ଟଙ୍କା ଆଣି ନଦେଇ ପାରି ମୃତ୍ୟୁର ଶିକାର ହୋଇଛି ରାଜା, ଅଭିଯୁକ୍ତ ଦୁଇ ବନ୍ଧୁ ଗିରଫ
ବୌଦ୍ଧ : ଚଳିତ ମାସ ୧୧ତାରିଖରୁ ବୌଦ୍ଧ ସହରର ଜଣେ ଯୁବ!-->!-->!-->…
Read More...
Read More...
ଜନ୍ସନ୍ସ ବେବି ପକ୍ଷରୁ ଭାରତକୁ ଆସିଲା ନୂଆ କଟନଟଚ୍
ଭୁବନେଶ୍ୱର: ସାରା ଦୁନିଆର ମା'ମାନଙ୍କୁ ଶିଶୁ ଯତ୍ନ ପାଇଁ ଶ୍ରେଷ୍ଠ ଉତ୍ପାଦ ପ୍ରଦାନ କରୁଥିବା ଜନ୍ସନ୍ସ ବେବି ପକ୍ଷରୁ ଭାରତକୁ ଅଣାଯାଇଛି ନୂଆ କଟନଟଚ୍ । ଏହାକୁ ନେଇ!-->…
Read More...
Read More...
କଳାମୁଖାଧାରୀ ଲୁଟେରାଙ୍କ ଆତଙ୍କ
ଗଜପତିରେ ଗୋଟିଏ ରାତିରେ ୨ଟି ସ୍ଥାନରୁ ଲୁଟ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଶିକୁଳିପଦର ପଞ୍ଚାୟତର ତଲାସିଂ ଗ୍ରାମର ତୁଳସୀ ନାୟକଙ୍କ ଘରେ!-->!-->!-->…
Read More...
Read More...
କୋଭିଡ-୧୯ କଟକଣା, ବିନାଭକ୍ତରେ ଦୁର୍ଗାପୂଜା ଓ କୁତ୍ରିମ ପଖୋରୀରେ ବିସର୍ଜନ
ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ସହରରେ ଶାରଦୀୟ ଦୁର୍ଗା ପୂଜା ତଥା ଦଶହରା କୋଭିଡ-୧୯ କଟକଣା ନିୟମ ମଧ୍ୟରେ ତାଲାବନ୍ଦ ଓ ପରଦା ପକାଇ ଆଗରେ ଭକ୍ତ ଶୁନ୍ୟ ଭାବେ ପାଳିତ!-->…
Read More...
Read More...