Browsing Category
ରାଜ୍ୟ
ସ୍ୱାଭିମାନ ଅଞ୍ଚଳରେ ନିମ୍ନ ମାନର କାର୍ଯ୍ୟ ଅଭିଯୋଗ
ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ଭୁବନେଶ୍ୱର ଟିମ
ମାଲକାନଗିରି: ଗତ କିଛିଦିନ ତଳେ ସ୍ୱାଭିମାନ ଅଞ୍ଚଳକୁ ଗ୍ରସ୍ତ କରିଥିଲେ କଂଗ୍ରେସ ର ପୂର୍ବତନ ସାଂସଦ!-->!-->!-->…
Read More...
Read More...
ରାଜ୍ୟରେ ଆଉ ୩୯୩ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ବର ୧୩।୧୨: ରାଜ୍ୟରେ ଏବେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୯୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।!-->…
Read More...
Read More...
ରାଜ୍ୟରେ ଆଉ ୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
ଭୁବନେଶ୍ବର ୧୩।୧୨: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୩୯୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ!-->…
Read More...
Read More...
ଏ ବର୍ଷ ବନ୍ଦ ରହିବ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା
ବରଗଡ : ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ଏ ବର୍ଷ ହେବ ନାହିଁ । ଏନେଇ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି। କରୋନା ମହାମାରୀକୁ!-->…
Read More...
Read More...
ସ୍ୱାଭିମାନ ଅଞ୍ଚଳରେ ଗୁଳି ବିନିମୟରେ ଦୁଇ ନକ୍ସଲ ନିହତ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ପୋଲିସ ମାଓବାଦୀ ଗୁଳିବିନିମୟ । ସ୍ୱାଭିମାନ ଅଞ୍ଚଳର ଗାଜଲ ମାମୁଡ଼ି ପଞ୍ଚାୟତ ଅନ୍ତର୍ଗତ ସିଙ୍ଗାରାମ ଗ୍ରାମରେ!-->…
Read More...
Read More...
ଗଜପତିରେ ୨ ନାବାଳକ ନିଖୋଜ,ପୋଲିସର ତନାଘନା
ପାରଳାଖେମୁଣ୍ଡି,୧୨ା୧୨: ଗଜପତି ଜିଲ୍ଲା ମୋହନା ବ୍ଲକରୁ ୨ଜଣ ନାବାଳକ ନିଖୋଜ ହୋଇଥିବା ଘଟଣା ନେଇ ପୋଲିସରେ ତାଙ୍କ ପିତା ଏତଲା ଦେଇଛନ୍ତି । ୨ଜଣ ନାବାଳକଙ୍କୁ ଖୋଜି!-->…
Read More...
Read More...
ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା: ଖଟିଆରେ ବୁହାହେଲେ ରୋଗୀ
ମାଲକାନଗିରି : ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ରୋଗୀ। ଆଜି ଏଭଳି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନୀଳାକାମ୍ବେରୁ ପଞ୍ଚାୟତ!-->…
Read More...
Read More...
୫ ଅନ୍ତଃରାଜ୍ୟ ଗଞ୍ଜେଇ ଚାଲାଣକାରୀ ଗିରଫ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରୁ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ବେଳେ ପୁଣି ଆଉ ଏକ ଅନ୍ତଃରାଜ୍ୟ ରାକେଟକୁ ଧରିବାରେ ସଫଳ ହୋଇଛି ଆର୍.ଉଦୟଗିରି ପୋଲିସ । ଗୋଟିଏ!-->…
Read More...
Read More...
ଯୋଜନା ଠାରୁ ଯୋଜନ ଦୂରରେ କୁମ୍ଭୀଖାରି, ସମସ୍ୟାର ଅନ୍ତ କେବେ ?
ବୈପାରିଗୁଡା - ସରକାରଙ୍କ ପକ୍ଷରୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ନୂତନ ଯୋଜନା ମାନ ହାତକୁ ନିଆଯାଇ ବର୍ଷକୁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଛି!-->…
Read More...
Read More...
ରାଜଧାନୀରେ ଦିନ ଦ୍ୱିପ୍ରହରେ ଫୁଟିଲା ଗୁଳି
ଭୁବନେଶ୍ୱର : ପୁଣି ରାଜଧାନୀରେ ଦିନ ଦ୍ୱିପ୍ରହରେ ଫୁଟିଲା ଗୁଳି । ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱର ଉପକଣ୍ଠ କଳିଙ୍ଗବିହାର କେ-୪ ଅଞ୍ଚଳରେ ଗୁଳିକାଣ୍ଡ। ଜଣେ!-->…
Read More...
Read More...