ପିଣ୍ଡି କାର୍ଯ୍ୟ ଶେଷ, ମା’ଙ୍କ ଯାତ୍ରା ଆରମ୍ଭ

ବ୍ରହ୍ମପୁର, : ମା'ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାକୁ ମାତ୍ର ଗୋଟିଏ ଦିନ ଥିବା ବେଳେ ବାପଘରେ ରହିବା ପାଇଁ ଅସ୍ଥାୟୀମଣ୍ଡପର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।…
Read More...

ରାମ ନବମୀରେ ଦ୍ୱିପହର ୧୨ଟାରେ ରାମଲାଲାଙ୍କ ହେବ ଜନ୍ମ : ଚମ୍ପତ ରାୟ

ଅଯୋଧ୍ୟା,: ରାମ ଜନ୍ମଭୂମିରେ ରାମ ଜନ୍ମୋତ୍ସବ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଧୂମଧାମରେ ପାଳନ କରାଯାଉଛି । ଜନ୍ମୋତ୍ସବରେ ପ୍ରତିଦିନ ଶ୍ରୀ ରାମଲାଲାଙ୍କ…
Read More...

ଦ୍ୱିତୀୟ ବିବାହ ପରେ ବି ପ୍ରଥମ ସ୍ତ୍ରୀଙ୍କୁ ଦେବାକୁ ପଡିବ ଗୁଜୁରାଣ ଭତ୍ତା

ନୂଆଦିଲ୍ଲୀ,: ଛାଡପତ୍ର ପରେ ଜଣେ ମହିଳା ପରିବାର ଅଦାଲତରେ ସ୍ଥାୟୀ ଭରଣପୋଷଣ ଦାବି କରିପାରିବେ କି? ଯଦି ମହିଳା ଜଣକ ପୁନର୍ବାର ବିବାହ କରନ୍ତି, ତେବେ କ'ଣ ଭରଣପୋଷଣ…
Read More...

ଇପିଏଫ୍‌ଓ ସଦସ୍ୟଙ୍କ ପାଇଁ ଖୁସି ଖବର ପିଏଫ୍‌ରୁ ଉଠାଇ ପାରିବେ ୫ ଲକ୍ଷ ଟଙ୍କା

ନୂଆଦିଲ୍ଲୀ,: କର୍ମ·ରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ପକ୍ଷରୁ ଏହାର ସଦସ୍ୟମାନଙ୍କ ଲାଗି ଉଠାଣ ସୀମାରେ ୫ ଗୁଣା ବୃଦ୍ଧି କରାଯାଇଛି । ସ୍ୱୟଂକ୍ରିୟ ଉଠାଣ…
Read More...

୨୫୯.୨୫ ନିୟୁତ ଟନ୍‌ର ରେକର୍ଡ ପଣ୍ୟ ବୋଝେଇ ହାସଲ କରିଛି ପୂର୍ବତଟ ରେଳପଥ

ଭୁବନେଶ୍ୱର,: ପୂର୍ବତଟ ରେଳପଥ ୨୦୨୪-୨୫ ଆର୍ôଥକ ବର୍ଷ (୧ ଏପ୍ରିଲ ୨୦୨୪ ରୁ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ) ରେ ରେକର୍ଡ ୨୫୯.୨୫୪ ନିୟୁତ ଟନ୍‌ ମୂଳ ପଣ୍ୟ ବୋଝେଇ ହାସଲ…
Read More...

ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ କଳାହାଣ୍ଡିର ରୂପାନ୍ତରିକରଣକୁ ପାଳନ କରିବା ସହିତ ଉତ୍କଳ ଦିବସରେ ଓଡ଼ିଶାର ପ୍ରଗତିକୁ…

ଭୁବନେଶ୍ୱର,: ଉତ୍କଳ ଦିବସ ଅବସରରେ, ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ବର୍ଷ ବର୍ଷର ବିଶ୍ୱସ୍ତ ସହଭାଗୀତା ପାଇଁ ଓଡ଼ିଶାବାସୀଙ୍କ ପ୍ରତି ଗଭୀର କୃତଜ୍ଞତା ପ୍ରକାଶ…
Read More...

ଆର୍ଥିକ ବର୍ଷରେ ୬୦,୯୨୮ କୋଟି ଜିଏସ୍‌ଟି ସଂଗ୍ରହ

ଭୁବନେଶ୍ୱର,: ଚଳିତ ବର୍ଷ ମାର୍ଚ୍ଚରେ ରାଜ୍ୟରେ ୫୮୦୯ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ (ଜିଏସଟି) ସଂଗ୍ରହ ହୋଇଛି । ୨୦୨୪ ମାର୍ଚ୍ଚରେ ହୋଇଥିବା ୫୧୦୯ କୋଟି ଟଙ୍କାର…
Read More...

ଏଲଓସି ପାର କରିବାକୁ ପାକ୍ ସେନାର ପ୍ରୟାସ

ଶ୍ରୀନଗର, : ବେଶ କିଛି ଦିନର ନୀରବତା ପରେ ସୀମା ଲଙ୍ଘିଛି ପାକିସ୍ତାନ ସେନା । ନିଜ ଦେଶରେ ବିଦ୍ରୋହୀଙ୍କ ଆକ୍ରମଣ ଓ ଲୋକଙ୍କ ବିକ୍ଷୋଭକୁ ପ୍ରଶମିତ କରିବାରେ ବିଫଳ…
Read More...

୧୫ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା, ଦୁଇଦିନ ପାଇଁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର, : ବୁଧବାରଠାରୁ ଅଧା ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ହେବ । ବର୍ଷା ସାଙ୍ଗକୁ ଘଡ଼ଘଡ଼ି ସହ ଜୋରରେ ପବନ ବହିବ । ୩ ଓ ୪ ତାରିଖରେ କାଳବୈଶାଖୀର ପ୍ରଭାବ…
Read More...

କୁନିକୁନି ପିଲାଙ୍କୁ ଖଡ଼ି ଛୁଆଁଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,: କୁନି କୁନି ପିଲାଙ୍କ ଆଖିରେ ଭରି ରହିଥିଲା ଅନେକ ସ୍ୱପ୍ନ । ସିଲଟ୍ ଓ ଖଡି ଧରି ସେମାନେ ବସିଥିଲେ ବଡଗଡ ଗାଁ ସ୍କୁଲର ପ୍ରାଙ୍ଗଣରେ । ସେମାନଙ୍କ ପାଖରେ ଯାଇ…
Read More...