ପାରାଦୀପ ସହର ମୁଖ୍ୟ ଜଳ ନିଷ୍କାସନ ପଥ ଏନଆରଏଲ୍ ଦ୍ୱାରା ଅବରୋଧ

ପାରାଦୀପ,: ପାରାଦୀପ ବନ୍ଦର ସହରର ଏକମାତ୍ର ବର୍ଜ୍ୟ ଜଳ ନିଷ୍କାସନ ମୁଖ୍ୟ ପଥ ହେଉଛି ମଧୁବନର କପିଳ ଜୋର । ଏହି ଜୋରଟି ବଡ଼ପଡ଼ିଆ ଠାରୁ ଆରମ୍ଭ ହୋଇ ମଧୁବନ ଅଫିସର୍ସ କ୍ଲବ…
Read More...

ବେଦାନ୍ତର ଭାଇଜାଗ୍ ଜେନେରାଲ୍ କାର୍ଗୋ ବର୍ଥ ବିଶାଖାପାଟଣା ବନ୍ଦରରେ ଭାରତର ସବୁଠାରୁ ବଡ଼ ବକ୍ସାଇଟ୍ ପୂର୍ଣ୍ଣ ଜାହାଜ

ଭୁବନେଶ୍ୱର,: ବିଶାଖାପାଟଣାରେ ଅବସ୍ଥିତ ବନ୍ଦର ଟର୍ମିନାଲ ଏବଂ ବେଦାନ୍ତ ଆଲୁମିନିୟମର ଏକ ୟୁନିଟ୍ ଭାଇଜାଗ୍ ଜେନେରାଲ୍‌ କାର୍ଗୋ ବର୍ଥ ପ୍ରାଇଭେଟ୍ ଲିମିଟେଡ୍‌…
Read More...

ଗତ ଆର୍ôଥକ ବର୍ଷରେ ୭,୧୩୪ କୋଚ୍ ତିଆରି କରିଛି ଭାରତୀୟ ରେଳବାଇ

ଭୁବନେଶ୍ୱର,: ଭାରତୀୟ ରେଳବାଇ ୨୦୨୪-୨୫ ଆର୍ôଥକ ବର୍ଷରେ ୭,୧୩୪ଟି କୋଚ୍ନି ର୍ମାଣ କରି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି । ଏହି ସଂଖ୍ୟା ଗତ ବର୍ଷ ୬,୫୪୧…
Read More...

ନୂତନ ୩୩ କେଭି ଲାଇନ ଲଗାଇ ଗଞ୍ଜାମ ଜିଲ୍ଲାରେ ବିଦ୍ୟୁତ୍ ଭିତ୍ତିଭୂମି ସୁଦୃଢ଼ କଲା ଟିପିଏସ୍‌ଓଡିଏଲ୍ ୩୪ ହଜାର…

ବ୍ରହ୍ମପୁର,: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌) ପକ୍ଷରୁ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଅନ୍ତର୍ଗତ ହାତୀଓଟ ପ୍ରାଇମେରୀ…
Read More...

ପଣ୍ୟ ପରିଚାଳନା କ୍ଷେତ୍ରରେ ଭାରତୀୟ ବୃହତ ବନ୍ଦର ମଧ୍ୟରେ ଲଗାତାର ଦ୍ୱିତୀୟ ଥର ଏକ ନମ୍ବର ସ୍ଥାନ ବଜାୟ ରଖିଲା ପାରାଦୀପ…

ପାରାଦୀପ,: ୨୪- ୨୫ ଆର୍ଥିକ ବର୍ଷରେ ୧୫୦.୪୧ ମିଲିୟନ ମେଟ୍ରିକ ଟନ (ଏମଏମଟି) ପଣ୍ୟ ପରିଚାଳନା କରି ଲଗାତାର ଦ୍ୱିତୀୟ ବର୍ଷ ପାଇଁ ପାରାଦୀପ ବନ୍ଦର ଭାରତୀୟ ବୃହତ ବନ୍ଦର…
Read More...

ପ୍ରଥମେ ଧେଣ୍ଡୁରା ବାଜିଲା ମାଁଙ୍କ ନିମନ୍ତ୍ରଣ ଆରମ୍ଭ ହେଲା: ବାପା ଘରକୁ ଆସିବେ ଝିଅ

ବ୍ରହ୍ମପୁର,: ବ୍ରହ୍ମପୁରରେ ଗୁରୁବାର ଧେଣ୍ଡୁରା ବାଜିଲା ମାଁଙ୍କ ଆଗମନ ପାଇଁ ଗୁରୁବାର ଆସିବେ ମାଆ ସାଆନ୍ତାଣି । ଆରମ୍ଭ ହେଲା ପରମ୍ପରା, ଧେଣ୍ଡୁରା ବଜାଇ ସହରବାସୀଙ୍କୁ…
Read More...

ଟ୍ରମ୍ପଙ୍କ ପାଲଟା ଶୁଳ୍କ ଉପରେ ପ୍ରଥମଥର ପାଇଁ ମୁହଁ ଖୋଲିଲା ଭାରତ

ନୂଆଦିଲ୍ଲୀ, : ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତ ଉପରେ ଲାଗୁ କରାଯାଇଥିବା ୨୭% ପାଲଟା ଶୁଳ୍କକୁ ନେଇ ଭାରତ ଏନେଇ ପ୍ରଥମ ଥର ପାଇଁ ଆଧିକାରିକ…
Read More...

ସଲମାନ ଖାନଙ୍କ “ସିକନ୍ଦର’ ଭାଙ୍ଗିଲା ଭିକି କୌଶଳଙ୍କ “ଛାବା’ର ରେକର୍ଡ

ମୁମ୍ୱାଇ, : ଆକ୍ସନ ଥ୍ରୀଲର ଫିଲ୍ମ "ସିକନ୍ଦର' ଦ୍ୱିତୀୟ ଦିନ ବକ୍ସ ଅଫିସରେ ଭଲ ଆୟ କରିଛି । ସଲମାନ ଖାନ ଓ ରଶ୍ମିକା ମନ୍ଦାନାଙ୍କ ଫିଲ୍ମକୁ ଦର୍ଶକ ଓ କ୍ରିଟିକ୍ସ ଠାରୁ…
Read More...

୨୦୨୭ ବିଶ୍ୱକପ ଖେଳିବେ କିଙ୍ଗ୍ କୋହଲ

ବେଙ୍ଗାଲୁରୁ,: ଆଉ ଏକ ବିଶ୍ୱକପ ଜିତିବ ଭାରତ । ପଡ଼ିଆରେ କମାଲ କରିବେ କଙ୍ଗ୍ କୋହଲି । ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟର ଭାବେ ଗଣା ହେଉଥିବା ବିରାଟ କୋହଲି ଆଗାମୀ ୨୦୨୭…
Read More...

ଇତିହାସ ରଚିଲେ ଟି-ଟ୍ୱେଣ୍ଟି ସ୍ପେଶାଲିଷ୍ଟ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ, : ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର୍ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ପଞ୍ଚମ ଭାରତୀୟ ଭାବେ ଟିଟ୍ୱେଣ୍ଟି ଫର୍ମାଟ କ୍ରିକେଟରେ ୮,୦୦୦ ରନ୍ ପୂରଣ କରିଛନ୍ତି । ଗତ…
Read More...