ବାଇଓଫ୍ଳେକ ପଦ୍ଧତିରେ ମାଛଚାଷ କରୁଥିବା ମହିଳା ଚାଷୀଙ୍କୁ ଉତ୍ସାହିତ କରିବାକୁ ଦାବି

240

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଳକର ପିତ୍ତଳ ଧର୍ମାନନ୍ଦ ମହିଳା ସମିତି ପକ୍ଷରୁ ବାଇଓଫ୍ଳେକ ପଦ୍ଧତିରେ ମାଛ ଚାଷ କରାଯାଇଛି । ତେବେ ବ୍ଲକ ମତ୍ସ୍ୟ ଅଧିକାରୀ ଏଥିରେ ସହଯୋଗ କରୁନଥିବାରୁ ମହିଳା ଚାଷୀଙ୍କ ମନରେ ହତାଶା ଦେଖାଦେଇଛି। ତୁରନ୍ତ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ସହାୟତା ଯୋଗାଇ ଦେବା ପାଇଁ ସମିତିର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ଡାକ୍ତର ହୃଷୀକେଶ ମହାନ୍ତି ଶେରଗଡ ବିଡିଓ ଶମ୍ଭୁ ନାଥ ନନ୍ଦୀଙ୍କୁ ସାକ୍ଷାତ କରି ଦାବି ଜଣାଇଛନ୍ତି ।

Comments are closed.