Yearly Archives

2023

ଚଳିତ ମାସରେ ବିବାହ କରିବେ ରଣଦୀପ୍ ହୁ‡ା!

ମୁମ୍ବାଇ, ୫ା୧୧: ଚଳିତ ମାସରେବିବାହ କରିବେ ଲୋକପ୍ରିୟ ଅଭିନେତା ରଣଦୀପ ହୁ‡ା । ସେ ତାଙ୍କର ଦୀର୍ଘ ଦିନର ପ୍ରେମିକା ଲିନ୍ ଲାଇଶ୍ରମଙ୍କୁ ବିବାହ କରିବେ ବୋଲି ଜଣାପଡ଼ିଛି…
Read More...

ବିସିସିଆଇକୁ ନୋଟିସ ପଠାଇଲା କୋଲକାତା ପୋଲିସ

ନୂଆଦିଲ୍ଲୀ, ୫ା୧୧: ରବିବାରକୋଲକାତାର ଇଡେନ୍ ଗାର୍ଡେନ୍ସରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମ୍ୟାଚ ·ଲିଥିବା ବେଳେ ଏବେ ଏହାକୁ ନେଇ ଏକ ଅପଡେଟ ସାମ୍ନାକୁ ଆସିଛି ।…
Read More...

ପ୍ରତିରକ୍ଷା ମନ୍ତ୍ରଣାଳୟର ନିଷ୍ପତ୍ତି: ମହିଳା ସୈନିକଙ୍କୁ ମିଳିବ ମାତୃତ୍ୱ ଛୁଟି

ନୂଆଦିଲ୍ଲୀ : ମହିଳା ସୈନିକଙ୍କ ପାଇଁ ଖୁସି ଖବର । ବର୍ତ୍ତମାନ, ସୁରକ୍ଷା ବାହିନୀର ମହିଳା ଅଧିକାରୀଙ୍କ ପରି ମହିଳା ସୈନିକମାନେ ମଧ୍ୟ ମାତୃତ୍ୱ, ଶିଶୁ ଯତ୍ନ ଏବଂ…
Read More...

୭ରୁ ଶସ୍ତାରେ ଅଟା ବିକିବେ ସରକାର!

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ପକ୍ଷରୁ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ କେନ୍ଦ୍ର ୮୧.୩୫ କୋଟି ଲୋକଙ୍କୁ ମାଗଣା ରାସନ ଯୋଗାଇ ଦେଉଛନ୍ତି । ଗତ ବର୍ଷ ସରକାର…
Read More...

ଦେଶରେ ୯.୪% ବିଜୁଳି ବ୍ୟବହାର ବୃଦ୍ଧ

ନୂଆଦିଲ୍ଲୀ: ଦେଶରେ ବଢ଼ିଛି ବିଜୁଳି ବ୍ୟବହାର । ଚଳିତ ଆର୍ଥିକ ବର୍ଷର ବର୍ତ୍ତମାନ ସୁଦ୍ଧା, ଅର୍ଥାତ୍ ଏପ୍ରିଲ୍- ଅକ୍ଟୋବର ମଧ୍ୟରେ ଦେଶରେ ବିଜୁଳି ବ୍ୟବହାର ୯.୪ ପ୍ରତିଶତ…
Read More...

ତାପମାତ୍ରା ବୃଦ୍ଧି ନେଇ ବୈଜ୍ଞାନିକଙ୍କ ଉଦ୍ବେଗ ଆଗକୁ ଉଭାନ ହେବ ଶୀତ, ବଢ଼ିବ ତାତ

ନୂଆଦିଲ୍ଲୀ,୫ା୧୧ : କ୍ରମାଗତ ପୃଥିବୀର ତାପମାତ୍ରା ବୃଦ୍ଧି ପାଇଁ ବୈଜ୍ଞାନିକମାନେ ଉଦ୍ବେଗ ପ୍ରକାଶ କରିଛନ୍ତି । କାରଣ ବିଶ୍ୱ ତାପମାତ୍ରାର କ୍ରମାଗତ ବୃଦ୍ଧି ବିଶ୍ୱ…
Read More...

ଗୋଟିଏ କାବୁ ଆଉ ଗୋଟିଏ ବୁଲୁଛି ନୂଆପଡ଼ରେ ଥମୁନି ବାଘ ଆତଙ୍କ

୫ା୧୧(ଡିକେ ନୁ୍ୟଜ): ଗାଁମୁହାଁ ଆଉ ଏକ ବାଘ । ନୂଆପଡ଼ାରେ ସରୁନି ବାଘ ଆତଙ୍କ । ସଦର ରେଞ୍ଜ ଧରମବନ୍ଧା ସେକ୍ସନ କୋଦପାଲି ଗାଁରେ ବାଘ ଆତଙ୍କ ଦେଖାଦେଇଛି । ଗତକାଲିଏକ…
Read More...

ବାହାନଗା ରେଳ ଦୁର୍ଘଟଣା: ମୃତକଙ୍କ ପରିବାର ସଦସ୍ୟଙ୍କୁ କିଟ୍ରେ ମିଳିଲା ନିଯୁକ୍ତି

ଭୁବନେଶ୍ୱର,(ଡିକେ ନୁ୍ୟଜ୍): ବାଲେଶ୍ୱର ବାହାନଗାଠାରେ ଘଟିଥିବା ଦୁଃଖଦ ରେଳ ଦୁର୍ଘଟଣାରେ ଓଡ଼ିଶାର ମୃତକଙ୍କ ପରିବାରର ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ନିଯୁକ୍ତି ଓ ତାଙ୍କ…
Read More...

ଦିଲ୍ଲୀ ପବନରେ ବିଷ ୧୦ ଯାଏ ପ୍ରାଥମିକ ସ୍କୁଲ ବନ୍ଦ

ବିଷ ବଳୟରେ ରହିଛି । ଏଠାକାର ବାୟୁକ୍ରମାଗତ ଭାବେ ବିଷାକ୍ତ ହେବାରେଲାଗିଛି । ଶନିବାର ବାୟୁ ମାନକ ସୂଚକାଙ୍କ (ଏକ୍ୟୁଆଇ) ଗୁରୁତର ଶ୍ରେଣୀରେ ରହିଛି । ଦିଲ୍ଲୀର ଏକ୍ୟୁଆଇ…
Read More...