Yearly Archives

2023

ନେସ୍କୋ ପାୱାର ଏମ୍ପ୍ଲଇଜ ୟୁନିୟନର ବୈଠକ ବିଭିନ୍ନ ସମାସ୍ୟାର ସମାଧାନ ଦିଗରେ ଆଲୋଚନା

କେନ୍ଦୁଝର, : କେନ୍ଦୁଝର ଜିଲ୍ଲାର ଯୋଡ଼ା ଇଲେକ୍ଟ୍ରିକାଲ ଡିଭିଜନ ଅନ୍ତର୍ଗତ ପଳାଶପଙ୍ଗା ଠାରେ ନେସ୍କୋ ପାୱାର ଏମ୍ପ୍ଲଇଜ ୟୁନିୟନର ଏକ ବୈଠକ ପଳାଶପଙ୍ଗା କଲ୍ୟାଣ ମଣ୍ଡପ…
Read More...

ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ଉଦ୍‌ଯାପନ

ଭଦ୍ରକ, : କ୍ଷମତା, ପଦବୀର ଅପବ୍ୟବହାର କରି ସାର୍ବଜନୀନ ସମ୍ବଳର ଆତ୍ମସାତ୍ କରିବା, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା, ଲାଞ୍ଚ ନେବା, ସରକାରୀ ଅର୍ଥର ଅପଚୟ କି…
Read More...

ଅବକାରୀ ପୋଲିସ ଓ ରାଜସ୍ୱ ବିଭାଗର ମିଳିତ ଚଢ଼ାଉ ୫୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛ ପୋଡାଗଲା

ପାରଳାଖେମୁଣ୍ଡି, : ଗଜପତି ଜିଲ୍ଲାର ଦୁର୍ଗମ ବନାଞ୍ଚଳର ଥଣ୍ଡା ଜଳବାୟୁ ଓ ଜଙ୍ଗଲ ଜମିର ମାଟି ଗଞ୍ଜେଇ ଚାଷ ପାଇଁ ଉପଯୁକ୍ତ ହୋଇଥିବାରୁ ଜିଲ୍ଲାର କେତେକ ବନାଞ୍ଚଳରେ…
Read More...

ବିଜେଡ଼ି ତରଫରୁ ନୂଆଖାଇ ଭେଟ୍ ଘାଟ ଏବଂ କର୍ମୀ ସମ୍ମିଳନୀ

ବଲାଂଗୀର, : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ରେ ବିଜେଡ଼ି ତରଫରୁ ଯୁବ ନେତା ଗିରିରାଜ ସିଂ ମାଝୀଙ୍କ ନେତୃତ୍ୱରେ ନୂଆଖାଇ ଭେଟ୍ ଘାଟ ଏବଂ ବିଜେଡ଼ି କର୍ମୀ ସମ୍ମିଳନୀ…
Read More...

ଦୂଷିତ ନଳକୂପ ପାଣି ପିଉଛନ୍ତି ଲୋକେ

ନାଉଗାଁ, : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ପାଶ୍ୱର୍ରେ ରହିଛି ଏକ ନଳକୂପ । ଏହି ନଳକୂପର ଚତୁଃପାଶ୍ୱର୍ର ପ୍ଳାଷ୍ଟର ଛାଡି ଯାଇଥିବା…
Read More...

ଟଙ୍କା ବଦଳ ରାକେଟରେ ଏକାଧିକ ନାବାଳକ

ଭୁବନେଶ୍ୱର: ପ୍ରଭାବଶାଳୀ ବ୍ୟକ୍ତି, ରାଜନେତା, ବ୍ୟବସାୟୀ, ବିଲ୍ଡର, ଠିକାଦାରଙ୍କର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଭୁବନେଶ୍ୱର ଶାଖାରେ ୨ ହଜାର ଟଙ୍କା ବଦଳ…
Read More...

ଉତ୍କଳ ଆଲୁମିନା ଓ ରାୟଗଡ଼ା ଜିଲ୍ଲା ପ୍ରଶାସନର “ସିକଲ୍ ସେଲ୍ ସଚେତନତା କାର୍ଯ୍ୟକ୍ରମ’

ଭୁବନେଶ୍ୱର/ରାୟଗଡ଼ା, : ରାୟଗଡ଼ା ଜିଲ୍ଲାରେ ସିକଲ୍ ସେଲ୍ ରୋଗ ଜନିତ ଆହ୍ୱାନର ମୁକାବିଲା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଜିଲ୍ଲା ପ୍ରଶାସନ ଓ ଆଦିତ୍ୟ…
Read More...

ଗଜଲକ୍ଷ୍ମୀ ଭଷାଣୀ ଉସôବ: ସିଂହ ବାଜାରେ ଦୁଲୁକିଲା କେନ୍ଦ୍ରାପଡ଼ା

ଦୂଷିତ ନଳକୂପ ପାଣି ପିଉଛନ୍ତି ଲୋକେନାଉଗାଁ, (ଡି କେ ନୁ୍ୟଜ) :ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକକାର୍ଯ୍ୟାଳୟ ସମ୍ମୁଖ ରାସ୍ତା ପାଶ୍ୱର୍ରେରହିଛି ଏକ ନଳକୂପ । ଏହି…
Read More...

“ସାଥ୍ ନିଭାନା ସାଥିଆ’ ଫେମ୍ ଅପର୍ଣ୍ଣାଙ୍କ ଦେହାନ୍ତ

ମୁମ୍ବାଇ, ୫ା୧୧: ଟିଭି ଇଣ୍ଡଷ୍ଟ୍ରିରୁ ବର୍ତ୍ତମାନ ଦୁଃଖଦ ଖବର ସାମ୍ନାକୁ ଆସିଛି । ଷ୍ଟାର୍ ପ୍ଲସ୍ର ପ୍ରସିଦ୍ଧ ଶୋ "ସାଥ୍ ନିଭାନା ସାଥିଆ' ଫେମ୍ଅ ପର୍ଣ୍ଣା କାନେକରଙ୍କ…
Read More...