102 ଆମ୍ବୁଲାନ୍ସ ଗାଡିରେ ହଠାତ୍ ନିଆଁ

0 206

ଚନ୍ଦ୍ରପୁରୁ : ରାୟଗଡା ଜିଲ୍ଲା ଚନ୍ଦ୍ରପୁରୁ ସଦର ମହକୁମା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଥିବା 102 ଆମ୍ବୁଲାନ୍ସ ଆଜି ସକାଳୁ ଏକ ରୋଗୀ ଆଣିବାପାଇ ଵାହାରିଥିଲା। ଡ୍ରାଇଭର ଗାଡିକୁ ଷ୍ଟାଟ୍ କରିବା ମାତ୍ରେ ଗାଡିରୁ ହଠାତ ନିଆ ଲାଗିଯାଇଥିଲା। ଏହା ଦେଖି ଡ୍ରାଇଭର ଭୟରେ ଗାଡି ଷ୍ଟାଟ ବନ୍ଦ କରି ଦେଇଥିଲେ। ସ୍ଥାନୀୟ ଲୋକମାନେ ଦୌଡିଯାଇ ଘେରି ପଡି ପାଣି ଓ ବାଲି ପକାଇ ନିଆ ଲିଭାଇ ଥିଲେ।ବଡ ଵିପଦରୁ ରକ୍ଷା ପାଇପାରିଛନ୍ତି।

Leave A Reply

Your email address will not be published.