Browsing Tag

#odisha

ହକିରେ ଓଡ଼ିଶା ବାଳକ ଦଳକୁ ସ୍ୱର୍ଣ୍ଣ, ବାଳିକାଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର, ୨୮ା୧୧ : ମାଲେସିଆରେ ଅନୁଷ୍ଠିତ ୧୭ ବର୍ଷରୁ କମ୍‌ ମିର୍ନାୱାନ୍‌ କପ୍‌ ହକି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ବାଳକ ଦଳ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲରେ…
Read More...

ପ୍ରଥମ ଥର ଲିଥିୟମ ଓ ଗ୍ରାଫାଇଟ୍‌ ଭଳି ଖଣିଜର ହେବ ନିଲାମ

ନୂଆଦିଲ୍ଲୀ: ପ୍ରଥମ ଥର ଖଣି ମନ୍ତ୍ରାଳୟ, ଭାରତରେ ଲିଥିୟମ, ଗ୍ରାଫାଇଟ ଭଳି ମହତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ନିଲାମୀ କରିବାକୁ ଯାଉଛି । ନଭେମ୍ବର ୨୯ ତାରିଖରେ ଏହାର…
Read More...

ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳରେ ମାଡ଼ ହେବା ଆଶଙ୍କା

ଭୁବନେଶ୍ୱର,୨୮ା୧୧ : ଆସୁଛି ବାତ୍ୟା । ଦକ୍ଷିଣ ଆଣ୍ଡମାନ ପାଶ୍ୱର୍ବର୍ତ୍ତୀ ମଲାକା ରାଜ୍ୟରେ ଲଘୁ•ପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି…
Read More...

ଏଣିକି ଗାଁରେ ହାତ ପାହାନ୍ତାରେ ବ୍ୟାଙ୍କ ସେବା

ଭୁବନେଶ୍ୱର,୨୮ା୧୧ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ରାଜ୍ୟର ବ୍ୟାଙ୍କ ସୁବିଧା ନ ଥିବା ଅଞ୍ଚଳ ପାଇଁ ଯୁଗାନ୍ତକାରୀ ‘ଆମ ବ୍ୟାଙ୍କ’ ଯୋଜନା ଆରମ୍ଭ କରିଛନ୍ତି…
Read More...

ଚାଇନାରେ ସଙ୍କଟ: ଓଡିଶା ଆଲର୍ଟ |

ଭୁବନେଶ୍ୱର,୨୮ା୧୧(ଡିକେ ନ୍ୟୁଜ): ଚୀନ୍‌ରେ ବ୍ୟାପୁଥିବା ନିମୋନିଆକୁ ନେଇ ରାଜ୍ୟ ସରକାର ସଚେତନ ଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । କେନ୍ଦ୍ର…
Read More...

ପୁରୁଷ କନିଷ୍ଠ ହକି ବିଶ୍ୱକପ: ଓଡ଼ିଶାର ୩ ଖେଳାଳ

ରାଉରକେଲା, ୨୬ା୧୧ : ମାଲେସିଆର ରାଜଧାନୀ କୁଆଲାଲୁମ୍ପୁରରେ ଡିସେମ୍ବର ୫ରୁ ୧୬ ତାରିଖ ପର୍ଯ୍ୟନ୍ତ ପୁରୁଷ କନିଷ୍ଠ ହକି ବିଶ୍ୱ କପ୍‌ ଆରମ୍ଭ ହେବ । ପ୍ରତିଯୋଗିତା ପାଇଁ…
Read More...

ଡ଼ାଳିକିଆ ବେଶରେ ଦର୍ଶନ ଦେଲେ ମହାପ୍ରଭ

ପୁରୀ, : ପଞ୍ଚୁକର ତୃତୀୟ ଦିବସରେ ଶ୍ରୀଜିଉମାନେ ରତ୍ନସିଂହାସନ ଉପରେ ତ୍ରିବିକ୍ରମବେଶରେ ଦର୍ଶନାର୍ଥୀଙ୍କୁ ଦର୍ଶନ ଦେଇଛନ୍ତି । ମହାପ୍ରଭୁଙ୍କର ଏହି ବେଶ ଦର୍ଶନ ପାଇଁ…
Read More...

ମୁଖ୍ୟ ଶାସନ ସଚିବଙ୍କ ଓଡିଶା ପାଭିଲିୟନ ପରିଦର୍ଶନ

ଭୁବନେଶ୍ୱର, : ନୂଆଦିଲ୍ଲୀସ୍ଥିତ ପ୍ରଗତି ମଇଦାନରେ ସମ୍ପ୍ରତି •ଲିଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଓଡିଶା ପାଭିଲିୟନକୁ ଶୁକ୍ରବାର ଓଡ଼ିଶାର ମୁଖ୍ୟ ଶାସନ…
Read More...

୮୫ହଜାର କୋଟିର ନିବେଶକୁ ଅନୁମୋଦନ

ଭୁବନେଶ୍ୱର,୨୪ା୧୧ : ରାଜ୍ୟରେ ୧୨ଟି ଶିଳ୍ପ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ହାଇ ଲେବୁଲ୍‌ କ୍ଲିୟରାନ୍ସ ଅଥରିଟି ଅନୁମୋଦନ ପ୍ରଦାନ କରିଛି । ଏହି ୧୨୧ଟି ପ୍ରକଳ୍ପଗୁଡ଼ିକ…
Read More...