ଶ୍ରମିକ ଏକତା ଜିନ୍ଦାବାଦ

0 98

ସାରା ଭାରତ ବର୍ଷ ରେ ପାଖା ପାଖି 25,କୋଟି ଶ୍ରମିକ ଭାଇ ଭଉଣୀ ନିଜ ଅଧିକାର ପାଇଁ ଆନ୍ଦୋଳନ କରି ଥିବା ବେଳେ କେନ୍ଦୁଝର ଜିଲ୍ଲା ବଡ଼ବିଲ ଖଣି ଅଞ୍ଚଳ ଲୋଇଡାପଦା ସ୍ଥିତ ଶ୍ରୀମେଟାଲିକ୍ସ ପ୍ଲାଣ୍ଟ ର ମଜଦୁର ସଭା ଟାଇଫରୁ ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ ସମାପ୍ତ ହୋଇ ଅଛି ଏଥିରେ ହିନ୍ଦ ମଜଦୁର ସଭା ରାଜ୍ୟ ସମ୍ପାଦକ ତଥା ତିନୋଟି ଖଣି ର ଶ୍ରମିକ ନେତା ଶ୍ରୀଯୁକ୍ତ ସଂଜୀବ କୁମାର ପଲେଈ ଙ୍କ ପ୍ରତେକ୍ଷ ତତ୍ଵା ବଧାନ ରେ ଶାନ୍ତିପୂର୍ଣ ଧାରଣା ସଫଳ ରୂପାନ୍ତର ହେଇ ପାରିଚ୍ଛି, ଏଥିରେ କେଶବ ଖିଲାର, ବିପିନ ଖିଲାର, ବଂଶୀଧର ବାରିକ, ଚିତ୍ର ନାଏକ, ଶ୍ରୀଯୁକ୍ତ ପାତ୍ର ବାବୁ, ମିଥୁନ ଆପଟ, ରାମ ଚନ୍ଦ୍ର ବାରିକ, ରଞ୍ଜିତ ବାରିକ ପ୍ରମୁଖ ଭୂମିକା ନେଇଥିଲେ

Leave A Reply

Your email address will not be published.