Browsing Category
Main Stories
କରୋନାରେ ରାଜ୍ୟରେ ପୁଣି 9 ମୁଣ୍ଡ ଗଡ଼ିଲା
ଭୁବନେଶ୍ବର : ଶନିବାର ରାଜ୍ୟରେ ରେକର୍ଡ ସଂଖ୍ୟକ 2496 ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଣେ କରୋନାରେ 9ଜଣଙ୍କର ପ୍ରାଣହାନି ଘଟିଛି। ଏମାନଙ୍କ ଭିତରୁ!-->…
Read More...
Read More...
IPL-13 ଟାଇଟଲ୍ ପ୍ରାୟୋଜକ : ବିଡ୍ ଦାଖଲ କଲା ଅନ୍ଏକାଡେମୀ
ନୂଆଦିଲ୍ଲୀ : ଆଇପିଏଲ୍-୧୩ର ଟାଇଟଲ ପ୍ରାୟୋଜକ ହେବା ଦୌଡ଼ରେ ସାମିଲ ହୋଇଛି ‘ଅନ୍ଏକାଡେମୀ’ । କମ୍ପାନୀ ପକ୍ଷରୁ ବିଧିବଦ୍ଧ ଭାବରେ ବିଡ୍ ଦାଖଲ କରାଯାଇଛି । କେବଳ!-->…
Read More...
Read More...
ତିନିଦିନ ଯାଏଁ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଗତକାଲି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଓଡ଼ିଶା ସଂଲଗ୍ନ!-->!-->!-->…
Read More...
Read More...
ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ
ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟରେ ମଧ୍ୟ ୭୪ ତମ ଦିବସ ପାଳିତ ହେଉଛି। ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟ ସ୍ତରୀୟ ସ୍ବାଧୀନତା ଦିବସ!-->!-->!-->…
Read More...
Read More...
ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ: ୭୪ତମ ସ୍ବାଧୀନତା ଦିବସ ଅବସରରେ ଜାତୀୟ ରାଜଧାନୀ ନୂଆଦିଲ୍ଲୀର ଲାଲକିଲ୍ଲାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।!-->…
Read More...
Read More...
ବିଦ୍ୟୁତ ଆଘାତରେ ୩ ମୃତ
ଭୁବନେଶ୍ୱର : ରାଜଧାନୀରେ ଆଜି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ୩ ଜଣଙ୍କ ଜୀବନ ଯାଇଛି । ରାଜଧାନୀ ଉପକଣ୍ଠ ଖଣ୍ଡଗିରୀ!-->…
Read More...
Read More...
ନବୀନଙ୍କ ପ୍ରିୟ ଖାଦ୍ୟ ପଖାଳ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡିଆଙ୍କର ପ୍ରିୟ ଖାଦ୍ୟ ପଖାଳ। ନବୀନ ନିବାସ ଆସୁଥିବା ଅତିଥିଙ୍କୁ ସେ ପରସି ଦିଅନ୍ତି ଓଡ଼ିଆ ଘରର ଏହି ପ୍ରିୟ ଖାଦ୍ୟ!-->…
Read More...
Read More...
ସ୍ୱାଧୀନତା ଦିବସ: ସନ୍ଧ୍ୟା ୭ରେ ରାଷ୍ଟ୍ରପତିଙ୍କ ଉଦବୋଧନ
ନୂଆଦିଲ୍ଲୀ : ୭୪ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ରାଷ୍ଟ୍ରକୁ ସମ୍ବୋଧନ କରିବେ। ରାଷ୍ଟ୍ରପତିଙ୍କ ଏହି ଉଦବୋଧନ ଆଜି!-->…
Read More...
Read More...
ଅମିତ୍ ଶାହାଙ୍କ କରୋନା ରିପୋର୍ଟ ନେଗେଟିଭ୍
ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି । ଶାହା ଏ ବିଷୟରେ ନିଜେ ସୂଚନା ଦେବା ସହ ଏଥିପାଇଁ ଭଗବାନଙ୍କୁ ଧନ୍ୟବାଦ!-->…
Read More...
Read More...
ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍ ଟୁର୍
ଭୁ ବନେଶ ୍ୱର : ସ୍ଥାନୀୟ ସିଆର୍ ପି ଛକସ୍ଥିତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗେ ବଷଣା ଏ ବଂ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଭୁ ବନେଶ ୍ୱର ପରିସରରେ ଥିବା ରାଜ୍ୟ!-->…
Read More...
Read More...