Browsing Category
Main Stories
ଅଗଷ୍ଟ ୧୯ରେ ପ୍ରକାଶ ପାଇବ +୨ ବାଣିଜ୍ୟ ପରୀକ୍ଷାଫଳ
ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ବାଣିଜ୍ୟ ପରୀକ୍ଷାଫଳ ଆସନ୍ତା ଅଗଷ୍ଟ ୧୯ ତାରିଖ ପୂର୍ବାହ୍ନ ୧୧.୩୦ରେ ପ୍ରକାଶ ପାଇବ ବୋଲି!-->…
Read More...
Read More...
ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ସୋମବାର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି।
!-->!-->!-->!-->!-->…
Read More...
Read More...
ହୋଟେଲରେ ଆତଙ୍କବାଦୀ ଆକ୍ରମଣ !
୭ ମୃତ, ୨୦ରୁ ଅଧିକ ଆହତ
ସୋମାଲିଆ ୧୭।୦୮: ହୋଟେଲରେ ଆତଙ୍କବାଦୀ ଆକ୍ରମଣ । ସୋମାଲିଆ ରାଜଧାନୀ ମୋଗାଡିସୁରେ ଥିବା ଏକ ହୋଟେଲ ଉପରେ ଆତଙ୍କବାଦୀଙ୍କ ପକ୍ଷରୁ!-->!-->!-->!-->!-->…
Read More...
Read More...
ଏଣିକି ଗାଁକୁ ଗାଁ ଯାଇ ପାଠ ପଢ଼ାଇବେ ଶିକ୍ଷକ
ଭୁବନେଶ୍ୱର : ମହାମାରୀ କରୋନା ପାଇଁ ଏବେ ରାଜ୍ୟରେ ସ୍କୁଲ ଖୋଲିବାର ସମ୍ଭାବନା ନାହିଁ। ଏ ନେଇ ସରକାର ନୂଆ ଯୋଜନା ଆରମ୍ଭ କରିବେ। ନୂଆ ଯୋଜନାର ନାଁ ରହିବ ‘ଶିକ୍ଷା!-->!-->!-->…
Read More...
Read More...
୧୯ରେ ଆଉ ଏକ ଲଘୁଚାପ
୧୮ରୁ ରାଜ୍ୟରେ ପ୍ରବଳ ବର୍ଷା
ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ। ଉତ୍ତର ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଏହି ଲଘୁଚାପ ପ୍ରଭାବରେ ଆସନ୍ତା ୧୮ ଓ ୧୯ ତାରିଖ!-->!-->!-->…
Read More...
Read More...
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ
୮ ବଖରା ସଂପୂର୍ଣ୍ଣ ଭାବେ ଧ୍ୱଂସ
ଖୋର୍ଦ୍ଧା: ରୋଷେଇ ଗ୍ୟାସ ସିଲିଣ୍ଡର ଫାଟି ଯାଇ ବିସ୍ଫୋରଣ ହେବାରୁ ଆଜି ରାତି ପ୍ରାୟ ୯ଟାରେ ୮ ବଖରା ଘର ଜଳି ଯାଇଛି। ଏଥିରେ!-->!-->!-->…
Read More...
Read More...
ବଜ୍ରାଘାତରେ ଯୁବକଙ୍କ ଜୀବନ ଚାଲିଗଲା
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଛି । ବର୍ଷା ସାଙ୍ଗକୁ ବିଭିନ୍ନ ସ୍ଥାନରେ ବଜ୍ରପାତ ମଧ୍ୟ ହେଉଛି । ଜିଲ୍ଲାରେ ଜଣଙ୍କ ଜୀବନ ନେଇଛି!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ଚାଳକ ସାଜିଲେ ୫ଟି ସଚିବ
ଭୁବନେଶ୍ୱର: କୋଭିଡ଼ କଟକଣା ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଛି । ତେବେ ଚଳିତ ସ୍ୱାଧୀନତା ଦିବସ ସମାରୋହରେ କିଛି କିଛି ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା!-->…
Read More...
Read More...
ମହୁମାଛି ଆକ୍ରମଣରେ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର
ବୌଦ୍ଧ : ମହୁମାଛି ଆକ୍ରମଣରେ ସ୍ବାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଥିବା ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ!-->…
Read More...
Read More...
ପୁଣି ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ
ବ୍ରହ୍ମପୁର: ରବିବାର ପୁଣି ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ ହୋଇଛି। ଗଞ୍ଜାମ ଜିଲା ଭାଟକୁମରଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ବି. କ୍ରିଷ୍ଣାଙ୍କ ଆଜି!-->…
Read More...
Read More...