Browsing Category
Main Stories
ଆଜି +୨ ବାଣିଜ୍ୟ ଫଳ ଘୋଷଣା
ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। ସିଏଚ୍ଏସ୍ଇ!-->!-->!-->…
Read More...
Read More...
୩ କୋଭିଡ୍ ଯୋଦ୍ଧାଙ୍କ ପରିବାରକୁ ପୁରା ଦରମା ଦେଲେ ରାଜସ୍ୱ ବିଭାଗ
ଭୁବନେଶ୍ୱର, ୧୮|୦୮: କରୋନା ଲଢେଇରେ ପ୍ରାଣତ୍ୟାଗ କରିଥିବା କୋଭିଡ୍ ଯୋଦ୍ଧାଙ୍କ ପରିବାର ଲୋକ ପାଇବେ ଦରମା । ରାଜସ୍ୱ ବିଭାଗର ୩ ଜଣ କୋଭିଡ ଯୋଦ୍ଧାଙ୍କ ପରିବାର!-->…
Read More...
Read More...
ଭାରତରେ ଆଜିଠାରୁ ଆରମ୍ଭ ହେବ ଅନ୍ତିମ ପର୍ଯ୍ୟାୟ ଟ୍ରାଏଲ୍
ନୂଆଦିଲ୍ଲୀ ୧୯।୦୮: କରୋନା ଭାକ୍ସିନ୍ ରୁଷ ବାହାର କରିବା ପରେ ଏବେ ବିଭିନ୍ନ ଦେଶ ମଧ୍ୟରେ ପ୍ରତିଯୋଗିତା ଜୋରଦାର ହେବାରେ ଲାଗିଛି । ଭାରତରେ ୩ଟି ଟିକାର!-->…
Read More...
Read More...
ମହାନଦୀ ବନ୍ଧରୁ ଖସିଛି ୨୫୦ ଫୁଟ୍ ବାଲି ଅତଡ଼ା:
ଭୟରେ ଅଞ୍ଚଳବାସିନ୍ଦା
ସାଲେପୁର୧୮/୮: ଚଳିତବର୍ଷ ବନ୍ୟାଜଳ ଯୋଗୁଁ କିଶନନଗର ତହସିଲ ଅଧିନ ବାବୁଜଙ୍ଗ ପିଁ ପୁର ମହାନଦୀ ବନ୍ଧ ବିପଦ ସଙ୍କୁଳ ଅବସ୍ଥାରେ ରହିଛି।!-->!-->!-->…
Read More...
Read More...
କରୋନା ସଂକ୍ରମଣକୁ ରୋକିବ କମଳଙ୍କ ମନିପର୍ସ
ଭଦ୍ରକ: ପ୍ରଥମେ ହାଇବ୍ରିଡ୍ କାର୍, ମିନି ଭେକ୍ୟୁମ କ୍ଲିନର, ଫୁଟ୍ ଅପରେଟିଂ ସାନିଟାଇଜର ତିଆରି କରିଥିବା କମଳ ଏବେ ପୁଣି ଚର୍ଚ୍ଚାରେ। ବର୍ତ୍ତମାନ ମନି ପର୍ସ!-->…
Read More...
Read More...
ପାକିସ୍ତାନ ସୀମାରେ ତେଜସ୍ ଲଢୁଆ ବିମାନ ମୁତୟନ
ନୂଆଦିଲ୍ଲୀ : ଚୀନକୁ ଲାଗିଥିବା ସୀମାରେ ବିପଦ ଆଶଙ୍କା ବଢିଚାଲିଥିବାବେଳେ ପାକିସ୍ତାନ ପଟୁ ମଧ୍ୟ ବରାବର ବିପଦ ଲାଗିରହିଛି । ଏହାକୁ ଦୃଷ୍ଟିରେ ରଖି ଭାରତ ଉଭୟ ଉତ୍ତର ଓ!-->…
Read More...
Read More...
ଆସନ୍ତା ସପ୍ତାହରେ କୋରାପୁଟରେ ପ୍ଲାଜମା ବ୍ୟାଙ୍କ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆସନ୍ତା ସପ୍ତାହରେ କେରାପୁଟରେ ପ୍ଲାଜମା ବ୍ୟାଙ୍କ କାମ କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ କୋଭିଡ ପରିସ୍ଥିତି ଓ ରଣନୀତି ସଂପର୍କରେ!-->…
Read More...
Read More...
ନିର୍ବାଚନ କମିଶନ ପଦରୁ ଇସ୍ତଫା ଦେଲେ ଅଶୋକ ଲାଭାସା
ନୂଆଦିଲ୍ଲୀ : ବରିଷ୍ଠ ଆଇଏଏସ ଅଧିକାରୀ ଅଶୋକ ଲାଭାସା ନିର୍ବାଚନ କମିଶନ ପଦରୁ ଇସ୍ତଫା ଦେଇଛନ୍ତି । ସେ ଆସନ୍ତା ମାସରେ ଏସୀୟ ବିକାଶ ବ୍ୟାଙ୍କ (ଏଡିବି)ର ଉପ-ସଭାପତି!-->…
Read More...
Read More...
ନୟାଗଡ଼ ଜିଲ୍ଲାରେ ଚିନ୍ତା ବଢ଼ାଇଲାଣି କରୋନା : ସଂକ୍ରମଣ ସହ ବଢ଼ୁଛି ମୃତ୍ୟୁ
ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ଚିନ୍ତା ବଢାଇଲାଣି କୋଭିଡ୍-୧୯ ଭୂତାଣୁ। ଜୁନ୍ ,!-->!-->!-->…
Read More...
Read More...
ରକେଟ୍ ଉଦ୍ଧାର କଲେ ମତ୍ସ୍ୟଜୀବୀ
ସୋର : ମାଛ ଧରିବାକୁ ଯାଇଥିବା ବେଳେ ସମୁଦ୍ରରୁ ରକେଟ୍ ଉଦ୍ଧାର । ୭ ଫୁଟ ଲମ୍ବର ଏକ ରକେଟ୍ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ୍!-->…
Read More...
Read More...