Browsing Category

LocalNewse

ବନ୍ୟା ପରିସ୍ଥିତି ନେଇ ସରକାର ସତର୍କ ଅଛନ୍ତି : ସୁରେଶ ପୂଜାରୀ

ଭୁବନେଶ୍ୱର, : ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ଆଶ୍ୱାସନା ଦେଇଛନ୍ତି ଯେ, ରାଜ୍ୟର ଉତ୍ତର ଭାଗରେ, ବିଶେଷକରି ବାଲେଶ୍ୱର ଏବଂ…
Read More...

ପୋଲିସ ଗୁଳିରେ ୨ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ

ଭୁବନେଶ୍ୱର, : ମାଓବାଦୀ ଦମନ ଅଭିଯାନ କ୍ଷେତ୍ରରେ କନ୍ଧମାଳ ଜିଲ୍ଲା ପୋଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି । ଏହି ଅଭିଯାନରେ ୨ ଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ମୃତ୍ୟୁ…
Read More...

କୋଶଲା ମାଳୀ ପଟେଲ ସମାଜ ପକ୍ଷରୁ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା ସମାରୋହ ଉତ୍ସଵ

ଧର୍ମଗଡ : କଳାହାଣ୍ଡି ଜିଲ୍ଲା କୋଶଲା ମାଳୀ ପଟେଲ ସମାଜ ର ଏକ ସାଧାରଣ ସଭା ଧର୍ମଗଡ ବ୍ଲକ ତରାପୁର କୋଶଲା ମାଳୀ ସମାଜ ଭବନ ଠାରେ ସମାଜର ସଭାପତି ସମ୍ପତି ପଟେଲ ଙ୍କ…
Read More...

ପୁରୀ ବେଳାଭୂମିରେ ଲାଇଫ ଗାର୍ଡମାନଙ୍କ ସେବାକୁ ସଲାମ କଲେ ଗୌତମ ଆଦାନୀ

ପୁରୀ, : ପୁରୀର ସମୁଦ୍ର ଏବଂ ଏହାର ବେଳାଭୂମି କେବଳ ପର୍ଯ୍ୟଟନ ପାଇଁ ନୁହେଁ, ବରଂ ପରମ୍ପରା ଏବଂ ସେବାର ଏକ ଉଦାହରଣ । ଏଠାରେ, ନୋଳିଆ ସମ୍ପ୍ରଦାୟର ଲୋକମାନେ ଗତ ଶହେ…
Read More...

ରାଜ୍ୟରେ ହେବ ୮ ମଲ୍ଟି ମୋଡାଲ୍ ଲଜିଷ୍ଟିକ୍ସ ପାର୍କ, ୨୦ଟି ସ୍ଥାନରେ ହେବ ଟ୍ରକ ଟର୍ମିନାଲ

ଭୁବନେଶ୍ୱର, : ଏବେ ଉଭୟ ଅନ୍ତଃ ରାଜ୍ୟ ଏବଂ ଆନ୍ତଃ ରାଜ୍ୟ ପରିବହନରେ ଓଡ଼ିଶାର ଅଂଶ ୧୦% । ୨୦୪୭ ବେଳକୁ ଏହାକୁ ୫୦%କୁ ବୃଦ୍ଧି କରିବା ଲକ୍ଷ୍ୟ ରଖାଯାଇଛି । ମାଲ୍‌…
Read More...

କାଦୁଅ ପଚରେ ବଇଣ୍ଡା ଛକ ବେହାଲ l ଘୋର ନିଦ୍ରା ରେ ଶାସକ ଓ ପ୍ରଶାସନିକ ବିଭାଗ

ଆଠମଲ୍ଲିକ,:   ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ କିଶୋର ନଗର ବ୍ଲକ ଅନ୍ତର୍ଗତ ବଇଣ୍ଡା ଛକ ଠାରେ ଜାତୀୟ ରାଜପଥ ର ଦୁଇ ପାର୍ଶ୍ୱରେ ପ୍ରାୟ ୧ କିଲୋମିଟର ବ୍ୟାପି…
Read More...

ବିକାଶ ଉଇସଡମ ପାର୍କ ପରିସରରେ ସମ୍ବର୍ଦ୍ଧନା ଉତ୍ସବ।

ଧର୍ମଗଡ : ଭବାନୀପାଟଣା ସ୍ଥିତ ବିକାଶ ଉଇସଡମ ପାର୍କ ପରିସରରେ ଚଳିତ ବର୍ଷର ସିବିଏସଇ, ସିଏଚଏସଇ, ବିବିଏ, ବିସିଏ, ଓ ଡିଗ୍ରୀ ବର୍ଗରେ ଉତ୍କର୍ଷତା ଲାଭକରିଥିବା…
Read More...

ମୁଖ୍ୟମନ୍ତ୍ରୀଙ୍କ ନୀତିଗତ ନିଷ୍ପତ୍ତି- ରାଜ୍ୟର ଶିଶୁବାଟିକା ଗୁଡ଼ିକରେ ନିଯୁକ୍ତ ହେବେ ‘ଶିଶୁ ସେବିକା’

ଭୁବନେଶ୍ୱର, ୨୯ା୬: ରାଜ୍ୟର ଶିଶୁବାଟିକା ଗୁଡ଼ିକରେ ‘ଶିଶୁ ସେବିକା’ ନିୟୋଜିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନୀତିଗତ ନିଷ୍ପତ୍ତି ଗ୍ରହଣ କରିଛନ୍ତି…
Read More...

ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି: ଆଜିଠୁ ଉପଲବ୍ଧ ହେବ ଆଡ଼ପ ଅଭଡ଼ା

ପୁରୀ, ୨୯ା୬ : ନବଦିନ ଯାତ୍ରାରେ ବାହାରିଥିବା ରଥାରୁଢ଼ ଦାରୁ ବିଗ୍ରହମାନେ ରବିବାର ଗୋଟିପହଣ୍ଡିରେ ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି । ଦାରୁ ବିଗ୍ରହମାନଙ୍କ ଧାଡ଼ି ପହଣ୍ଡି…
Read More...

ଜଳସେଚନ ବିଭାଗରେ ଖାଲି ପଡିଛି ବହୁ ପଦବୀ: ଠିକାଦାରଙ୍କ ମର୍ଜିରେ ·ଲିଛି ଉନ୍ନୟନ କାର୍ଯ୍ୟ

କାକଟପୁର,29/6: ନିମାପଡା ଜଳସେଚନ ବିଭାଗ ଡିଭିଜନ ଅଧିନସ୍ଥ କାକଟପୁର ଜଳସେଚନ ବିଭାଗ ସବଡ଼ିଭିଜନ ୫ଟି ସେକ୍ସନକୁ ନେଇ ଗଠିତ । ଦିନ ଥିଲା ଏହି ସବଡ଼ିଭିଜନରେ କର୍ମ·ରୀ,…
Read More...