Browsing Category

ସଂପାଦକୀୟ

୧୨ବର୍ଷ ପୁରୁଣା ନିୟମରେ ହେବ ସଂଶୋଧନ, ଏଣିକି କମ୍ପୋଜିଟ୍ ସ୍କୁଲରେ ସମାନ ଡ୍ରେସ୍କୋଡ

ଭୁବନେଶ୍ୱର,୨୨ା୧(ଡିକେ ନୁ୍ୟଜ): ଆସନ୍ତା ଶିକ୍ଷାବର୍ଷରୁ ସ୍କୁଲ ଶିକ୍ଷକ/ ଶିକ୍ଷୟିତ୍ରୀଙ୍କ ପାଇଁ ଲାଗୁ ହେବାକୁ ଯାଉଛି ସମାନ ଡ୍ରେସ୍କୋଡ । ପ୍ରଥମରୁ ୧୦ ଶ୍ରେଣୀ ଥିବା…
Read More...

ଦିଲ୍ଲୀରେ ବସ୍ତି ଉଚ୍ଛେଦ ପ୍ରତିବାଦରେ ଧାରଣା

ନୂଆଦିଲ୍ଲୀ: ତୁଗଲକବାଦ ଭଳି ଦକ୍ଷିଣ ଦିଲ୍ଲୀ ଏରିଆରେ ସରକାରୀ ଉଚ୍ଛେଦ ଜାରି ରହିଛି । ଏହାକୁ ବିରୋଧ କରିଛନ୍ତି ବସ୍ତି ବାସିନ୍ଦା ଓ ଆପ୍ ସରକାର । ଏହାକୁ ନେଇ ଆଜି…
Read More...

ଜାମ୍ମୁ-କାଶ୍ମୀରରେ ସିରିଜ ବିସ୍ଫୋରଣ, ୬ ଗୁରୁତର

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ସିରିଜ ବିସ୍ଫୋରଣ । ନବାଳ ଅଞ୍ଚଳରେ ଦୁଇ ଟି ବିସ୍ଫୋରଣ ହେବା ଫଳରେ ଅନେକ ଲୋକ ଗୁରୁତର ଆହତ ହୋଇଥିବା ସୂଚନା ସାମ୍ନାକୁ ଆସିଛି । ନରବାଳ…
Read More...

ବଢୁଛି ସାଇବର ଅପରାଧ

ଭୁବନେଶ୍ୱର,୨୧ା୧ (ଡିକେ ନୁ୍ୟଜ୍) : ରାଜ୍ୟ ତଥା ଦେଶରେ ଦିନକୁ ଦିନ ସାଇବର ଅପରାଧ ବଢିବାରେ ଲାଗିଛି । ଯେତେ ସଚେତନ କଲେ ମଧ୍ୟ ଲୋଭର ବଶବର୍ତ୍ତି ହୋଇ କିଛି ଲୋକ ଏହି…
Read More...

ଡାକ୍ତର ଶୁଭଶ୍ରୀ କରଙ୍କ ମୃତୁ୍ୟ ମାମଲା, ଆସିଲା ଭିସେରା ରିପୋର୍ଟ

କେନ୍ଦୁଝର,୨୧ା୧ (ଡିକେ ନୁ୍ୟଜ୍) : କେନ୍ଦୁଝର ଯୋଡ଼ା ଡାକ୍ତରାଣୀ ଶୁଭଶ୍ରୀ କର ମୃତ୍ୟୁ ଘଟଣା ଏବେ ଭିନ୍ନମୋଡ଼ ନେଇଛି । ଶୁକ୍ରବାର ଶୁଭଶ୍ରୀଙ୍କ ବାପା ଶୁଭଶ୍ରୀଙ୍କ ପୁରୁଷ…
Read More...

ଜାମୁକୋଳି ଗୋଶାଳା ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ଗାଈଗୋରୁଙ୍କ ଉତ୍ତମ ଯତ୍ନ ନେବାପାଇଁ ପରାମଶ

ଭୁବନେଶ୍ୱର,୨୧ା୧(ଡିକେ ନୁ୍ୟଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଟଣୀର ଜାମୁକୋଳି ଅଞ୍ଚଳରେ ଥିବା ଭୁବନେଶ୍ୱର ମହାନଗର ନିଗମ ଅଧୀନସ୍ଥ ଗୋଶାଳା ପରିଦର୍ଶନ କରି…
Read More...

ଓବିସି କମିଶନ ଆଇନରେ ସଂଶୋଧନ, ଏସଇବିସିରେ ଯୋଡ଼ିହେଲା ଆଉ ୨୨ଜାତି/ସଂପ୍ରଦାୟ

ଭୁବନେଶ୍ୱର,୨୧ା୧(ଡିକେ ନୁ୍ୟଜ): କେନ୍ଦ୍ର ସରକାରଙ୍କ ଓବିସି (ଅନ୍ୟାନ୍ୟ ପଛୁଆବର୍ଗ) ତାଲିକାରେ ଓଡ଼ିଶାର ଯେଉଁସବୁ ଜାତିଗୁଡ଼ିକ ସାମିଲ ଅଛି, ସେସମସ୍ତ ଜାତିକୁ ରାଜ୍ୟ…
Read More...

“ସାଲାର’ର ସେଟ୍ରୁ ଲିକ୍ ହେଲା ପ୍ରଭାସଙ୍କ ଲୁକ୍

ମୁମ୍ବାଇ : ସାଉଥର ପପୁଲାର ଷ୍ଟାର ପ୍ରଭାସ । ଅ ।ଗକୁ ଅ ।ସୁଛି ତାଙ୍କର ଅପକମିଂ ବିଗବଜେଟ ଫିଲ୍ମ । କେଜିଏଫ ପରେ ବର୍ତ୍ତମାନ ବକ୍ସ ଅଫିସରେ ଧମାଲ କରିବ ସାଲାର ।…
Read More...

ସମ୍ବାଦ ଗ୍ରୁପ୍ର ବ୍ରାଣ୍ଡ ଅଫ୍ ଓଡ଼ିଶା, ପ୍ରାଇଡ୍ ଅଫ୍ ଇଣ୍ଡିଆର ଷଷ୍ଠ ସଂସ୍କରଣ ଅତୀତର ଗୌରବକୁ ପୁନର୍ଜୀବିତ କରିବାକୁ…

ଭୁବନେଶ୍ୱର,୨୦ା୧(ଡିକେ ନୁ୍ୟଜ): ଓଡିଶା ଏକ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ଆଗେଇ ·ଲିଛି । ଦେଶ ବିଦେଶର ବଡ଼ ବଡ଼ ଶିଳ୍ପସଂସ୍ଥା ଓ ଶିଳ୍ପପତିମାନେ ଓଡ଼ିଶାରେ ପୁଞ୍ଜିନିବେଶ…
Read More...

କେନ୍ଦ୍ର ଖଣି ସଚିବ ବିବେକ ଭରଦ୍ୱାଜଙ୍କ ପ୍ରଶଂସା, ଖଣି ପରିଚାଳନା କ୍ଷେତ୍ରରେ ଓଡ଼ିଶା ସର୍ବଶ୍ରେଷ୍ଠ ଉଦାହରଣ

ଭୁବନେଶ୍ୱର, ୨୦ା୧(ଡିକେ ନୁ୍ୟଜ): ଖଣି ଓ ଖଣିଜ କ୍ଷେତ୍ରରେ ଓଡିଶା ହେଉଛି ସଂଘୀୟ ବ୍ୟବସ୍ଥାର ସର୍ବଶ୍ରେଷ୍ଠ ଉଦାହରଣ । ସାରା ଦେଶରେ ଉତ୍ପାଦନ ହେଉଥିବା କ୍ରୋମାଇଟ ଶତ…
Read More...