Browsing Category
ସଂପାଦକୀୟ
ବଳିନପଡ଼ୁ ରାଜ୍ୟର ସ୍ୱାର୍ଥ
ମାଟି ଆଗ ନା ପାର୍ଟି ଆଗ? ଯାହା ଦେଖାଯାଉଛି ରାଜନୈତିକ ବ୍ୟକ୍ତିବିଶେଷମାନେ ମାଟି ଅପେକ୍ଷା ପାର୍ଟି ତଥା ନିଜ ସ୍ୱାର୍ଥକୁ ଆଗ ଦୃଷ୍ଟି ଦେଉଛନ୍ତି । ଯଦି ଏହା!-->…
Read More...
Read More...
କେତେ ଆଗେଇଛୁ !
ଆମେ ଉନ୍ନତି କରୁଛୁ ବୋଲି ସବୁଠି ଡିଣ୍ଡିମ ପିଟୁଛେ । କିନ୍ତୁ ଆଜି ବି ଏଭଳି ସମସ୍ୟା ରହିଛି ଯାହାକି ବିଶ୍ୱ ଦରବାରରେ ଆମକୁ ନିନ୍ଦିତ ଓ ଅପମାନିତ କରିଛି । ବିଶ୍ୱର!-->…
Read More...
Read More...
ରାଜସ୍ୱ ସଂଗ୍ରହ ଉପରେ ଗୁରୁତ୍ୱ ଦିଆଯାଉ
ଓଡ଼ିଶା ସରକାରଙ୍କ ଆର୍ଥିକ ପରିଚାଳନାକୁ ପଞ୍ଚଦଶ ଅର୍ଥ କମିଶନ ପ୍ରଶଂସା କରିଥିବାବେଳେ ରାଜସ୍ୱ ସଂଗ୍ରହ ନେଇ ଚିନ୍ତାପ୍ରକଟ କରିଛନ୍ତି । କେନ୍ଦ୍ରୀୟ ଟିକସରେ ରାଜ୍ୟ!-->…
Read More...
Read More...
ମହିଳା ଏସଆଇଙ୍କ ବିରଳ ମାନବିକତା,୨କିମି ଶବ କାନେ୍ଧଇ ନିଜ ଅର୍ଥରେ କଲେ ସକ୍ରାର
ପାରଳାଖେମୁଣ୍ଡି,୦୪ା୦୨: କୋରନା ଭୟରେ ମୃତ ବ୍ୟକ୍ତିର ଶବକୁ ସକ୍ରାର ପାଇଁ କେହି ଆସିଲେ ନାହିଁ । କାଳେ କୋରନାରେ ମୃତ୍ୟୁ ହୋଇଥିଲେ ପରିସ୍ଥିତି ଭୟାବହ ହେବ ବୋଲି ତାଟି!-->…
Read More...
Read More...
କଦର୍ଥ ଓ କୁତ୍ସିତ ରାଜନୀତି
ସରକାରଙ୍କ ପକ୍ଷରୁ କୃଷି ସମ୍ବନ୍ଧିତ ମାମଲା ଚର୍ଚ୍ଚା ନେଇ ସହମତିବ୍ୟକ୍ତ କରିବା ପରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଯେଭଳି ହଙ୍ଗାମା ସୃଷ୍ଟି ହେଲା ତାହା ବାସ୍ତବିକ!-->…
Read More...
Read More...
ରାଜ୍ୟ ବଜେଟ୍ ପ୍ରଭାବିତ ଆଶଙ୍କା
ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ୍ ଆଗତ କରିଥିଲେ । କେନ୍ଦ୍ରୀୟ ଟିକସରେ ରାଜ୍ୟ ଭାଗରୁ ଓଡ଼ିଶା ୧୦ହଜାର ୮୪୦ କୋଟି!-->…
Read More...
Read More...
ପୁଣି ବଳ ଗୋଟାଉଛି ଚାଷୀ ସଂଗଠନ
ଚାଷୀ ଆନ୍ଦୋଳନ ୬୫ଦିନରେ ପହଞ୍ôଚଥିବାବେଳେ ଏଯାଏଁ କୌଣସି ନିର୍ଯ୍ୟାସ ବାହାରି ପାରିନାହିଁ । ଦିନକୁ ଦିନ ଏହା ବିଭିନ୍ନ ମୋଡ ନେଉଛି । ୨୬ତାରିଖ ଦିଲ୍ଲୀ ହିଂସା ପରେ!-->…
Read More...
Read More...
ବେଳହୁଁ ସାବଧାନ
ଦେଶରେ ଅନ୍ଲାଇନ୍ ସାଇବର ଠକେଇ ଦିନକୁ ଦିନ ବଢ଼ିବାରେ ଲାଗିଛି । ଲୋକଙ୍କୁ ଯେତେ ସତର୍କ କରାଇଲେ ମଧ୍ୟ ଲୋକମାନେ ସଚେତନ ହେବା ପରିବର୍ତ୍ତେ ଦିନକୁ ଦିନ ଭୁଲ୍ ବାଟରେ ଯାଇ!-->…
Read More...
Read More...
କରୋନା କାହା ପାଇଁ ପୁଷମାସ ତ କାହାପାଇଁ ସର୍ବନାଶ
କରୋନା ମହାମାରୀ କେବଳ ଲୋକଙ୍କ ଜୀବନ ନେଇନି । ଅନେକ ଲୋକଙ୍କ ଜୀବନ ଜୀବିକା ଉପରେ ଶକ୍ତ ପ୍ରହାର କରିଛି । ଅନେକ ଲୋକ ରୋଜଗାର ହରାଇ ଦୁଃଖ ଦୁର୍ଦ୍ଦିନରେ କାଳାତିପାତ!-->…
Read More...
Read More...
ସଚେତନ ହେବାର ସମୟ
ଦିନକୁ ଦିନ ଅଶାନ୍ତ ହୋଇପଡ଼ୁଛି ରାଜଧାନୀ । ପ୍ରତ୍ୟେକ ଦିନ ରାଜଧାନୀରେ କେଉଁଠି ନା କେଉଁଠି ହତ୍ୟା, ଲୁଟ୍, ରାହାଜାନି, ଠକେଇ ଆଦି ସଂଘଠିତ ହୋଇଥିବା ଖବର ଶୁଣିବାକୁ!-->…
Read More...
Read More...