Browsing Category
ରାଜନୀତି
ସେନାର ଦକ୍ଷତା ଉପରେ ସନ୍ଦେହ ପ୍ରକାଶ କରି ପୁଣି ବିବାଦରେ ମେହବୁବା ମୁଫତି
ନୂଆଦିଲ୍ଲୀ, ୬ ।୧୧: ଦେଶର ଜାତୀୟ ପତାକା "ତ୍ରିରଙ୍ଗା'କୁ ଅସମ୍ମାନ କରିବା ପରେ ଏବେ ପୁଣିଥରେ ଦେଶର ସେନାର ଦକ୍ଷତା ଉପରେ ସନ୍ଦେହ ପ୍ରକାଶ କରି ଅଡ଼ୁଆରେ ଜମ୍ମୁ!-->…
Read More...
Read More...
ଏହା ମୋର ଶେଷ ନିର୍ବାଚନ : ନୀତିଶ୍
ପାଟନା, ୫ ।୧୧ : ବିହାରରେ ବିଧାନସଭା ନିର୍ବାଚନ ପ୍ର·ରର ଶେଷ ଦିନରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ଼ ଘୋଷଣା କରିଛନ୍ତି । ଏହା ତାଙ୍କର ଶେଷ ନିର୍ବାଚନ ବୋଲି ସେ!-->…
Read More...
Read More...
ବର୍ଷେ ପୂର୍ବରୁ ପଶ୍ଚିମବଙ୍ଗରେ ନିର୍ବାଚନୀ ତାତି ଜୋର୍
ଅମିତ୍ ଶାହାଙ୍କ ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତ
କୋଲକାତା, ୫ ।୧୧: ଆସନ୍ତା ବର୍ଷ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ଜୋର୍ ଧରିଛି ।!-->!-->!-->…
Read More...
Read More...
ଜୋ ବାଇଡେନ୍ ଭାରତ ପାଇଁ ବନ୍ଧୁ!
ନୂଆଦିଲ୍ଲୀ, ୫ ।୧୧ : ଯକ୍ତରାଷ୍ଟ ଆମେରିକାରେ ଡେମୋକ୍ରାଟ୍ସ ପ୍ରାର୍ଥୀ ଜୋ ବାଇଡେନ ପରବର୍ତ୍ତୀ ରାଷ୍ଟ୍ରପତି ହେବା ସମ୍ଭାବନା ଉଜ୍ଜ୍ୱଳ ଦେଖାଯାଉଛି । ନିର୍ବାଚନ ଭୋଟ୍!-->…
Read More...
Read More...
ଷ୍ଟ୍ରଙ୍ଗ ରୁମ୍ରେ କଡ଼ା ସୁରକ୍ଷା ବଳୟ ଭିତରେ ରହିଛି ପ୍ରାର୍ଥୀଙ୍କ ଭାଗ୍ୟ
ଭୁବନେଶ୍ୱର: ରାଜ୍ୟରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ଉପନିର୍ବାଚନ ଶେଷ ହେବା ପରେ ଇଭିଏମ୍ ଓ ଭିଭିପ୍ୟାଟ୍ ଗୁଡିକୁ କଡ଼ା ସୁରକ୍ଷା ବଳୟ ଭିତରେ ଷ୍ଟ୍ରଙ୍ଗ ରୁମ୍ରେ!-->…
Read More...
Read More...
‘ନୂତନ ଜମି କିଣିବା ଆଇନ ଉପରେ କେନ୍ଦ୍ରର ପଦକ୍ଷେପ ଅସାମ୍ବିଧାନିକ’
ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ଜମି କିଣିବା ପାଇଁ କେନ୍ଦ୍ର ସରକାର ଆଇନରେ କରିଥିବା ପରିବର୍ତ୍ତନକୁ ବିରୋଧ କରୁଛନ୍ତି । ମଙ୍ଗଳବାର ଦିନ ହୋଇଥିବା ଗୁପ୍ତ ଚୁକ୍ତିନାମା!-->…
Read More...
Read More...
ନୀତୀଶ କୁମାରଙ୍କୁ ପଥର ମାଡ଼
ମଧୁବନୀ: ବିହାର ନିର୍ବାଚନୀ ସଭାରେ ହିଂସାତ୍ମକ ଆଚରଣ କ୍ରମଶଃ ବୃଦ୍ଧି ପାଉଥିବା ପରିଲକ୍ଷିତ ହୋଇଛି । ମଙ୍ଗଳବାର ବିହାର ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ!-->…
Read More...
Read More...
ବାଲେଶ୍ୱର, ତିର୍ତ୍ତୋଲ ଉପନିର୍ବାଚନ
୧୧ଟା ସୁଦ୍ଧା ୨୬.୨୪ % ମତଦାନ
ଭୁବନେଶ୍ୱର: ରାଜ୍ୟରେ ଆଜି ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି। ମତଦାନ ନେଇ ମୁଖ୍ୟ ନିର୍ବାଚନ!-->!-->!-->!-->!-->…
Read More...
Read More...
ଆଜି ଆମେରିକା ନିର୍ବାଚନ
ସର୍ଭେ ରିପୋର୍ଟରେ ବିଡେନଙ୍କ ଠାରୁ ଟ୍ରମ୍ପ ପଛରେ
ମିଚିଗାନ: ଆସନ୍ତାକାଲି ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ପଡ଼ିବ । ଏହାପୂର୍ବରୁ ନଭେମ୍ବର ୧ ତାରିଖରେ!-->!-->!-->…
Read More...
Read More...
ପୁଲୱାମା ସତ ବିରୋଧୀଙ୍କ ଅସଲ ଚେହେରା ଖୋଲି ଦେଇଛି : ମୋଦି
ପାଟଣା: ବିହାର ବିଧାନସଭା ପାଇଁ ଜାରି ରହିଛି ଜୋରଦାର ପ୍ର·ର । ବିଜେପି ନେତୃତ୍ୱାଧିନ ଏନଡିଏ ସରକାର ପୁଣି ଗଢ଼ିବା ପାଇଁ ପିଏମ୍ ମୋଦି ଘନଘନ ପ୍ର·ର କରୁଛନ୍ତି । ରବିବାର!-->…
Read More...
Read More...