Browsing Category

କ୍ରୀଡ଼ା

ପିଲାଦିନେ “ମୁଁ ସଚିନ ତେନ୍ଦୁଲକର ହେବି’ ବୋଲି କହୁଥିଲେ କୋହଲ

ନୂଆଦିଲ୍ଲୀ, : ପିଲାଟି ଦିନରୁ ସଚିନ ତେନ୍ଦୁଲକରଙ୍କ ପରି କ୍ରିକେଟର୍ ହେବାକୁ ·ହୁଁଥିଲେ ଷ୍ଟାର ଇଣ୍ଡିଆ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି । ଏନେଇ ତାଙ୍କ ସ୍କୁଲ୍…
Read More...

ଦୁଷ୍କର୍ମ ମାମଲାରେ ପୂର୍ବତନ ମୁମ୍ବାଇ ଇଣ୍ଡିଆନ୍ସ କ୍ରିକେଟର ଗିରଫ

ଫନୂଆଦିଲ୍ଲୀ, : ପୂର୍ବତନ ମୁମ୍ବାଇ ଇଣ୍ଡିଆନ୍ସ କ୍ରିକେଟର ଶିବାଲିକ୍ ଶର୍ମାଙ୍କୁ ରାଜସ୍ଥାନର ଯୋଧପୁରର କୁଡି ଭଗତାସନି ହାଉସିଂ ବୋର୍ଡ ପୋଲିସ ଗିରଫ କରିଛି । ଏହି…
Read More...

ପାକିସ୍ତାନୀ କ୍ରିକେଟର ଜୁନୈଦ ଖାନ ଦେଲେ ଉତ୍ତେଜନାପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ, : ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ, ପାକିସ୍ତାନୀ କ୍ରିକେଟରମାନେ ଲଜ୍ଜାଜନକ ବୟାନ ଦେଇ ଆସୁଛନ୍ତି । ଶାହିଦ ଆଫ୍ରିଦି ଏହି ଆତଙ୍କବାଦୀ ଆକ୍ରମଣ ପାଇଁ…
Read More...

ପୁଣି ପିଏସ୍‌ଏଲ ଛାଡ଼ି ଆଇପିଏଲରେ ଯୋଗଦେଲେ ଖେଳାଳ

ନୂଆଦିଲ୍ଲୀ, : ଆଇପିଏଲ ୨୦୨୫ ପାଇଁ ପଞ୍ଜାବ କିଙ୍ଗ୍ସ ଦଳକୁ ବଡ଼ ଝଟକା ଲାଗିଛି । ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍‌ ଆହତ କାରଣରୁ…
Read More...

ଚେନ୍ନାଇର ନବମ ପରାଜୟ: ପ୍ଲେ ଅଫରେ ଆରସିବ

ବେଙ୍ଗାଲୁରୁ, : ନାଟକୀୟ ତଥା ଶେଷ ବଲ୍ ପର୍ଯ୍ୟନ୍ତ ଉତ୍କଣ୍ଠା ଭରି ରହିଥିବା ଆଇପିଏଲ୍ ମୁକାବିଲାରେ ଚେନ୍ନାଇ ସୁପରକିଙ୍ଗ୍ସକୁ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)…
Read More...

ପାକିସ୍ତାନ ସହ ଆଉ ଖେଳିବନି ଭାରତ, ଆଇସିସିକୁ ବିସିସିଆଇର ଚିଠ

ନୂଆଦିଲ୍ଲୀ, : ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତୀୟ କ୍ରିକେଟ ଟିମ୍‌ ପାକିସ୍ତାନ ସହିତ ଏବେ କୌଣସି ମ୍ୟାଚ ଖେଳିବ ନାହିଁ । ଦୁଇ ଦଳ କେବେଳ ଆଇସିସି ଓ ଏସିସି…
Read More...

ୱିସଡେନ୍ ପୁରସ୍କାର, ବୁମରା-ମନ୍ଧନା ବିଶ୍ୱରେ ଶ୍ରେଷ୍ଠ ଖେଳାଳ

ନୂଆଦିଲ୍ଲୀ,: କ୍ରିକେଟର ବାଇବେଲ ଭାବେ ପରିଚିତ "ୱିସଡେନ୍ କ୍ରିକେଟର୍ସ ଆଲମ୍ନାକ' ପତ୍ରିକାର ୨୦୨୪ ସଂସ୍କରଣ ପ୍ରକାଶିତ ହୋଇଛି । ପୁରୁଷରେ ଭାରତର ପ୍ରମୁଖ ଫାଷ୍ଟ ବୋଲର…
Read More...

ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଆଇପିଏଲରେ ପରିବର୍ତ୍ତନ

ନୂଆଦିଲ୍ଲୀ, : ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ବିସିସିଆଇ ବଡ଼ ନିଷ୍ପତ୍ତି ନେଇଛି । ଆଇପିଏଲରେ ଦୁଇଟି ଜିନିଷରେ ବ୍ୟାନ ଲଗାଇବା ସହିତ ୪ ବଡ଼ ନିଷ୍ପତ୍ତି ନେଇଛି…
Read More...

ଦଳର କ୍ୱାଲିଫାଏକୁ ନେଇ ମୁହଁ ଖୋଲିଲେ ଧୋନ

ମୁମ୍ବାଇ,: ଆଇପିଏଲ ୨୦୨୫ରେ ଚେନ୍ନାଇ ସୁପର କିଙ୍ଗସ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଏକ ଶୋଚନୀୟ ପରାଜୟ ବରଣ କରିଛି । ଏହି ସିଜିନରେ ଚେନ୍ନାଇର ଅବସ୍ଥା ବହୁତ ଖରାପ ।…
Read More...