Browsing Category

କ୍ରୀଡ଼ା

ସ୍କୁଲସ୍ତରରୁ ବାହାରିବେ ଅଲମ୍ପକ୍ଟ ଖେଳାଳି

ରାଜ୍ୟ ସରକାର ଆଜି ଏକ ଅଭିନବପଦକ୍ଷେପ ନେଇଛନ୍ତି । ପାଠଶାଳାରୁଆରମ୍ଭ ହେବ ଅଲକ୍ଟମ୍ପକ୍ଟକର ପ୍ରସ୍ତୁତି ।ଆମେରିକା, ଚୀନ୍ ଓ ଜାପାନ ଢାଞ୍ଚାରେରାଜ୍ୟରେ ଅଲକ୍ଟମ୍ପକ୍ଟକର…
Read More...

ବିମ୍ବାଧର ସାହୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଭଦ୍ରକ - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ୍ର ମଞ୍ଜୁରୀରୋଡ ଡାକ୍ତରଖାନା ପଡିଆରେ ଅନୁଷ୍ଠିତ ୨୮ ତମ ବିମ୍ବାଧର ସାହୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ
Read More...

ଆନ୍ତଃଜିଲ୍ଲା ଫୁଟବଲ ଟେନିସ୍ ଚମ୍ପିୟାନସିପ୍ ଉଦ୍ୟାପିତ

ଭୁବନେଶ୍ୱର, ୨୮.୨ : ସିଟି ବ୍ଲକ ଏବଂ ଓଡ଼ିଶା ଫୁଟବଲ ଟେନିସ୍ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଦୁଇଦିନ ଧରି ·ଲିଥିବା ୫ମ ନରେନ୍ଦ୍ର ଜେନା ମେମୋରିୟାଲ ଆନ୍ତଃଜିଲ୍ଲା
Read More...

ମା ବ୍ରାହ୍ମଣଦେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

କୋଟପାଡ: କୋଟପାଡ଼ ବ୍ଲକ ଅନ୍ତର୍ଗତ ଗିର୍ଲା ପଞ୍ଚାୟତ ଅଧିନସ୍ଥ ନୂଆଗଡ ଗ୍ରାମରେ ମା ବ୍ରାହ୍ମଣଦେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି।ପ୍ରାରମ୍ଭିକ ମ୍ୟାଚ
Read More...

ଡ଼େଭିଡ଼ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ପାରଳାଖେମୁଣ୍ଡି: ସୋମବାର ଠାରୁ ଗୁମ୍ମା ବ୍ଲକ ସଦର ମହକୁମା ସ୍ଥାନୀୟ ମିନି ଷ୍ଟାଡିୟମରେ ଡେଭିଡ଼ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି
Read More...

ମା’ ବାସନ୍ତୀ କ୍ରିକେଟ କ୍ଲବ ପକ୍ଷରୁ ବାର୍ଷିକ କ୍ରିକେଟ ମ୍ୟାଚ ଅନୁଷ୍ଠିତ

କେନ୍ଦ୍ରାପଡ଼ା : ମା’ ବାସନ୍ତୀ କ୍ରିକେଟ କ୍ଲବ, ବାବର ଆନୁକୂଲ୍ୟରେ ବିଂଶତମ ଫାଇନାଲ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ଫାଇନାଲ ମ୍ୟାଚରେ ଆଳି ସିଙ୍ଗିରିର
Read More...

୧୪ତମ କ୍ରିକେଟ ଚମ୍ପିୟାନସିପ ମେଦିନିପୁର କୁ ହରାଇ ଡୁଙ୍ଗରିପଦର ବିଜୟ

ଭବାନୀପାଟଣା: ଭବାନୀପାଟଣା ବ୍ଲକ ର ଥୁଆପଦର ଗ୍ରାମପଞ୍ଚାୟତ ରେ ୧୪ତମ କ୍ରିକେଟ ଚାମ୍ପିଅନସିପ ୨୦୨୨ ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ଚମ୍ପିୟାନସିପ
Read More...

କ୍ୱିନ୍ସ ବାଟନ ରିଲେକୁ ପିପିଲିରେ ସ୍ୱାଗତ

ପିପିଲି,୧୫/୧:ଭୁବନେଶ୍ୱରରୁ ବାହାରିଥିବା କ୍ୱିନସ୍ ବାଟନ ରିଲେକୁ ଆଜି ପିପିଲିରେ ସ୍ୱାଗତ କରାଯାଇଛି । ଆସନ୍ତା ଜୁଲାଇ ୨୮ରୁ ଅଗଷ୍ଠ ୮ ପର୍ଯ୍ୟନ୍ତ ଇଂଲଣ୍ଡର ବର୍ମିଂହାମ
Read More...

ଏମଏସ ଧୋନି କ୍ଲବରେ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଘାଟିତ

କେନ୍ଦୁଝର, କେନ୍ଦୁଝର ଉପଖଣ୍ଡର ନରଣପୁର ପଞ୍ଚାୟତର ହଳଦିଆଟାଙ୍ଗିରି ଠାରେ ଯୁବ ଗୋଷ୍ଠୀ ଭିତରେ କ୍ରୀଡ଼ାର ଉତ୍ସାହ ସୃଷ୍ଟି କରିବା ଲକ୍ଷରେ ଏମ ଏସ ଧୋନି କ୍ଲବ
Read More...

ଗଜପତି ଜିଲ୍ଲା ଟାଇକୋଣ୍ଡ ଏସୋସେଶିୟାନକୁ ମିଳିଛି ବଡସଫଳତା

ପାରଳାଖେମୁଣ୍ଡି : ବ୍ରହ୍ମପୁର ଠାରେ ଆୟୋଜୀତ ଓପେନ ଟାଇକୋଣ୍ଡ ଚାମ୍ପୀୟନସିପରେ ଜିଲ୍ଲା ଟାଇକୋଣ୍ଡ ଏସୋସେସୀୟାନଙ୍କୁ ୧୦୪ଟି ପଦକ ହାସଲ ହୋଇଛି । ଏଥିରେ ଗଜପତି
Read More...