ଆନ୍ଦୋଳନର ଅର୍ଥ ନୁହେଁ ରାସ୍ତାଘାଟ ବନ୍ଦ କରିବା : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆନ୍ଦୋଳନ କରିପାରିବାର ଅଧିକାର ସମସ୍ତଙ୍କର ରହିଛି । ଏହାର ଅର୍ଥ ନୁହେଁ ଆନ୍ଦୋଳନ ନାଁରେ ରାସ୍ତା ଘାଟ ବନ୍ଦ କରିବ । ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ହିଁ
Read More...

୨୦ଲକ୍ଷ ଡ୍ରଗ୍ ଆଡିକ୍ଟ ଏନସିବି ରାଡରରେ

ନୂଆଦିଲ୍ଲୀ:ଦେଶରେ ନିଶା କାରବାରରେ ଲଗାମ ଟାଣିବା ପାଇଁ ନାର୍କୋଟିକ୍ ବ୍ୟୁରୋ ଉଦ୍ୟମ ଚଳାଇଛି । ଦେଶର ପ୍ରାୟ ୨୦ ଲକ୍ଷ ଡ୍ରଗ୍ ଆଡିକ୍ଟ ଏନସିବି ରାଡରରେ ଅଛନ୍ତି । ୧୪୨
Read More...

ବ୍ଲାଷ୍ଟ୍‌ ପରେ ପେଟ୍ରୋଲ ପମ୍ପରେ ଲାଗିଲା ନିଆଁ

ଭୁବନେଶ୍ୱର : ଭୁବନେଶ୍ୱର ରାଜଭବନ‌ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ବ୍ଲାଷ୍ଟ୍‌ ପରେ ପେଟ୍ରୋଲ ପମ୍ପରେ ନିଆଁ
Read More...

ରାଜ୍ୟରେ ସର୍ବାଧିକ ୧୮କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ବିଗିଡିବାରେ ଲାଗିଛି କରୋନା ସ୍ଥିତି । ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୮ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ
Read More...

ରାଜ୍ୟରେ ଆଉ ୧୬ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ବର : ରାଜ୍ୟରେ ମଙ୍ଗଳବାର ଆଉ ୧୬ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୪୦କୁ ବୃଦ୍ଧି ପାଇଛି।
Read More...

ରାହୁଳଙ୍କ ଟ୍ରାକ୍ଟର ରାଲିକୁ ଅନୁମତି ନାହିଁ

ଅନୁମତି ନମିଳିବା ଯାଏଁ ସୀମାରେ ବସିରହିବେ ଚଣ୍ଡିଗଡ଼ : ପଞ୍ଜାବରେ ତିନି ଦିନିଆ ଯାତ୍ରା ଶେଷ କରିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ହରିୟାଣାରେ ପହଞ୍ଚିବାକୁ
Read More...

ଅକ୍ଟୋବର ୨୦ ଯାଏଁ ଜେଲରେ ରହିବେ ରିୟା ଓ ସୌଭିକ

ନୂଆଦିଲ୍ଲୀ: ବଲିଉଡ ଓ ଡ୍ରଗ୍ସ ଲିଙ୍କ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଆସନ୍ତା ୨୦ ତାରିଖ ଯାଏ ଜେଲରେ ରହିବେ । ରିୟାଙ୍କ ସହ ତାଙ୍କ ଭାଇ
Read More...

୧୩ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ, ୫ ।୧୦ : ଦେଶରେ କରୋନା ମହାମାରୀ ବ୍ୟାପିବାରେ ଲାଗିଥିବାବେଳେ ମହାମାରୀ ଯୋଗୁଁ ଲାଗୁ ହୋଇଥିବା ପ୍ରତିବନ୍ଧକ ଧୀରେ ଧୀରେ ଦୂର ହୋଇଯାଉଛି । ଦିଲ୍ଲୀର ବିଶ୍ୱ
Read More...

ହାଥରସରେ ହିଂସାକାଣ୍ଡ ଷଡ଼ଯନ୍ତ୍ର, ୪ ପିଏଫଆଇ ସଦସ୍ୟ ଗିରଫ

ଲକ୍ଷେ୍ନø: ହାଥରସ୍ ଗଣଦୁଷ୍କର୍ମ ମାମଲା ସାରା ଦେଶକୁ ବ୍ୟଥିତ କରିଛି । ଘଟଣାକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ପୀଡ଼ିତାଙ୍କୁ ନ୍ୟାୟ ଦେବା ଦାବି
Read More...

ଦେଶରେ କରୋନା ସଂକ୍ରମଣ ତଳମୁହାଁ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ହ୍ରାସ ହୋଇଛି । ଏ ନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ।
Read More...