ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ଓ ସ୍ତ୍ରୀଙ୍କ ନାମରେ ମାମଲା ରୁଜୁ

ମୁମ୍ୱାଇ: ବଲିଉଡ କଳାକାର ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମହାକ୍ଷୟ ଓରଫ ମିମୋହ ଏବଂ ତାଙ୍କ ସ୍ତ୍ରୀ ଯୋଗୀତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି ମୁମ୍ୱାଇ ପୁଲିସ । ଜଣେ
Read More...

ନବରାତ୍ର ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ, ୧୭ ।୧୦ : ନବରାତ୍ର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । ପାର୍ବଣ ଋତୁ ଅବସରରେ ସେ ଦେଶବାସୀଙ୍କୁ ବଧାଇ
Read More...

ସୁରକ୍ଷାବଳଙ୍କ ଗୁଳିରେ ଜଣେ ଆତଙ୍କୀ ନିହତ

ଶ୍ରୀନଗର, ୧୭ ।୧୦ : ଜାମ୍ମୁ-କାଶ୍ମୀରର ଅନନ୍ତନାଗରେ ଲାରନୁ ଇଲାକାରେ ଶନିବାର ସକାଳେ ଆତଙ୍କବାଦୀ ଓ ସୁରକ୍ଷାବଳଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ପୋଲିସ ଓ
Read More...

ପ୍ରବଳ ବର୍ଷା ଓ ବନ୍ୟାରେ ଲକ୍ଷାଧିକ ହେକ୍ଟର ଚାଷଜମି ଜଳମଗ୍ନ

ମୁମ୍ବାଇ/କର୍ଣ୍ଣାଟକ, ୧୭ ।୧୦ : ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ପ୍ରବଳ ବର୍ଷା ଓ ବନ୍ୟା ସ୍ଥିତିକୁ ଅତ୍ୟନ୍ତ ଜଟିଳ କରିଦେଇଛି । ଗୋଟିଏପଟେ କର୍ଣ୍ଣାଟକରେ ପ୍ରବଳ ବର୍ଷା
Read More...

ହାଥରସ୍ ମାମଲା : ପୁଣି ପୀଡ଼ିତାଙ୍କ ଘରେ ପହଂଚିଲା ସିବିଆଇ

ଲକ୍ଷେ୍ନø, ୧୭ ।୧୦ : ହାଥରସ୍ ମାମଲାର ତଦନ୍ତ ସଂପର୍କରେ ସିବିଆଇ ପୀଡିତାଙ୍କ ଘରେ ପହଞ୍ଚିଛି । ଶନିବାର ପୀଡିତାଙ୍କ ମା, ବୋହୂ ଏବଂ ଭାଇଙ୍କ ସମେତ ପରିବାର ସଦସ୍ୟଙ୍କ
Read More...

ଘୃଣାଭାବ ପ୍ରଚାର କରୁଥିବା ଅଭିଯୋଗରେ କଙ୍ଗନାଙ୍କ ବିରୋଧରେ ଏଫଆଇଆର୍ ରୁଜ୍ଜୁ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ମୁମ୍ୱାଇ: ଅଡ଼ୁଆରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ । ସାମ୍ପ୍ରଦାୟିକ ଘୃଣାଭାବ ପ୍ର·ର କରୁଥିବା ଅଭିଯୋଗରେ ବାନ୍ଦ୍ରା କୋର୍ଟ ଏଫଆଇଆର ରୁଜୁ କରିବା ପାଇଁ ନିର୍ଦ୍ଦେଶ
Read More...

ପଥର ବିସ୍ପୋରଣରେ ୩ ଜଣ ମୁତ୍ୟୁ, ୯ ଜଣ ଆହତ

ଗୁଣପୁର: ରାୟଗଡା ଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ ଓକିଲ ଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଅପରାହ୍ନ ୩ଟା ସମୟରେ ପଥର ବିସ୍ପୋରଣ ଘଟି ୩ ଜଣଙ୍କ ମୁତ୍ୟୁ
Read More...

ରାଜ୍ୟରେ୨୧୯୬ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ୨୧୯୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ
Read More...

ଅବିଶ୍ରାନ୍ତ ବର୍ଷା, ମୃତ୍ୟୁ ସଂଖ୍ୟା ୫୦କୁ ବୃଦ୍ଧି

ହାଇଦ୍ରାବାଦ : ତେଲେଙ୍ଗାନାରେ ଗତ ୩ ଦିନ ହେବ ଅବିଶ୍ରାନ୍ତ ବର୍ଷା ଲାଗିରହିଛି । ଫଳରେ ତଳିଆ ଅଞ୍ଚଳରେ ବନ୍ୟା ଦେଖାଯାଇଛି । ରାଜ୍ୟରେ ଏପର୍ଯ୍ୟନ୍ତ ୫୦ ଜଣଙ୍କର ମୃତ୍ୟୁ
Read More...

ପାକର ଅସ୍ତ୍ରବିରତି ଉଲ୍ଲଂଘନକୁ ଭାରତୀୟ ସେନାର କଡ଼ା ଜବାବ

ଶ୍ରୀନଗର : ଜମ୍ମୁ କଶ୍ମୀରରେ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ଶୁକ୍ରବାର ସକାଳୁ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ପାକିସ୍ତାନ ସେନାର ଯବାନମାନେ
Read More...