ପୁଣି ଥରେ ତୁଳସୀ ଭୂମିକାରେ ନଜର ଆସିବେ ସ୍ମୃତି ଇରାନି!

ମୁମ୍ବାଇ, : ଏକ୍‌ତା କପୁରଙ୍କ ଦ୍ୱାରା ର୍ନିମିତ ଲୋକପ୍ରିୟ ଟେଲିଭିଜନ ଧାରାବାହିକ \"କ୍ୟୁଁକି ଶାର୍ ଭି କଭି ବୋହୂ ଥି\' ଆଉ ଥରେ ପରଦାରେ ଦେଖିବାକୁ ମିଳିବ ବୋଲି…
Read More...

ପୁଟିନ୍‌ଙ୍କ ସ୍ୱତନ୍ତ୍ର ବାର୍ତ୍ତା: ବିଜୟ ଦିବସ ପରେଡରେ ଯୋଗଦେବାକୁ ମୋଦୀଙ୍କୁ ନିମନ୍ତ୍ରଣ

ମସ୍କୋ, : ମେ\'୯ ତାରିଖରେ ଜର୍ମାନୀ ବିପକ୍ଷରେ ବିଜୟର ୮୦ତମ ବାର୍ଷିକୀ ପାଳନ ପାଇଁ ରୁଷିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିଛନ୍ତି । ରୁଷିଆ…
Read More...

ଆଇଓସିଏଲ ପାରାଦୀପ ତୈଳ ବିଶୋଧନାଗାରରେ ଦ୍ୱିତୀୟ ପର୍ଯ୍ୟାୟ ଆପାତକାଳୀନ ଅଭ୍ୟାସ

ପାରାଦୀପ,: ଆଇଓସିଏଲ ପାରାଦୀପ ତୈଳ ବିଶୋଧନାଗାରରେ ମଙ୍ଗଳବାର ଦିନ ଏକ ଦ୍ୱିତୀୟ ପର୍ଯ୍ୟାୟ ଅପାତକାଳୀନ ଅଭ୍ୟାସ କୌଶଳ ବା ମକ୍ ଡ୍ରିଲ୍‌ ଆୟୋଜିତ ହୋଇଯାଇଛି । ଯେଉଁଥିରେ…
Read More...

ଚଳିତ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିବ ତାତ

ନୂଆଦିଲ୍ଲୀ, : ତତଲା ତାୱାରେ ଫୁଟୁଛି ଗାଁଠୁ ସହର । ଚଳିତ ବର୍ଷର ତାତି ସବୁ ପୁରୁଣା ରେକର୍ଡ ଭାଙ୍ଗିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଉତ୍ତର ଏବଂ…
Read More...

ମାଉସୀ ମା ଘରକୁ ବୁଲିବାକୁ ଗଲେ ମା’ ବୁଢ଼ୀ ଠାକୁରାଣୀ

ବ୍ରହ୍ମପୁରର,: ମା\' ବୁଢ଼ୀ ଠାକୁରାଣୀଙ୍କ ବାର୍ଷିକ ଯାତ୍ରାର ସପ୍ତମ ଦିନ ଏବଂ ଘଟ ପରିକ୍ରମାର ପଞ୍ଚମ ଦିନରେ ମା\' ଜଉରା ସାହିସ୍ଥିତ ମାଉସୀମା\' ଘରକୁ ବୁଲି ଯିବାର ବିଧି…
Read More...

ଫ୍ରାନ୍ସରୁ ୨୬ଟି ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ କିଣିବ ଭାରତ

ଫ୍ରାନ୍ସ, : ଫ୍ରାନ୍ସରୁ ୨୬ଟି ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ କ୍ରୟ କରିବ ଭାରତ । ରାଫେଲ୍ ସାମୁଦ୍ରିକ ଯୁଦ୍ଧ ବିମାନ କିଣିବା ନେଇ ଚୁକ୍ତିକୁ ଦେଶର ସୁରକ୍ଷା…
Read More...

କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦିଲ୍ଲୀରେ ଭେଟିଛନ୍ତି । ଶ୍ରୀ ଶାହଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ବିଭିନ୍ନ…
Read More...

ପୁଣି ଦୁଇଦିନ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ

ପୁରୀ, : ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦୟଣାଚୋରି ଓ ଦମନକ ଚତୁର୍ଦ୍ଦଶୀ ନୀତି ସମ୍ପାଦିତ ହେବ । ଏଥିପାଇଁ ଆସନ୍ତାକାଲି ଅର୍ଥାତ ଅପ୍ରେଲ ୧୦ ଓ ୧୧ ତାରିଖ ଦୁଇ ଦିନ ପାଇଁ…
Read More...

ଶ୍ରୀଲୀଲାଙ୍କ ସହିତ ଡେଟିଂକୁ ନେଇ ମୁହଁ ଖୋଲିଲେ କାର୍ତ୍ତିକ

ମୁମ୍ବାଇ, : ଖୁବଶୀଘ୍ର ନିଦେ୍ର୍ଦଶକ ଅନୁରାଗ ବାସୁଙ୍କ ଫିଲ୍ମରେ ନଜର ଆସିବେ କାର୍ତ୍ତିକ ଆରୟନ । କାର୍ତ୍ତିକ ଆଗାମୀ ଦିନରେ ସାଉଥ୍ ଅଭିନେତ୍ରୀ ଶ୍ରୀଲୀଲାଙ୍କ ସହ ପରଦାରେ…
Read More...

·ମ୍ପିଅନ୍ସ ଟ୍ରଫି ୨୦୨୫ ଅଭ୍ୟାସ ସେସନ୍ ପରେ କାନ୍ଦିଥିଲେ ଶ୍ରେୟସ ଆୟର

ନୂଆଦିଲ୍ଲୀ,: ପଞ୍ଜାବ କିଙ୍ଗସର ଅଧିନାୟକ ଶ୍ରେୟସ ଆୟର ୨୦୨୫ ·ମ୍ପିଅନ୍ସ ଟ୍ରଫି ପୂର୍ବରୁ ଟିମ୍ ଇଣ୍ଡିଆର ପ୍ରଥମ ଅଭ୍ୟାସ ସେସନ୍ ପରେ କାନ୍ଦିଥିଲେ । ନିକଟରେ ଏକ…
Read More...