Yearly Archives

2025

ଗଡ଼କରୀଙ୍କ ବଡ଼ ଘୋଷଣା: ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ମିଳିବ ପୁରସ୍କାର

ନୂଆଦିଲ୍ଲୀ,: ଦେଶରେ ପ୍ରତିଦିନ ଅନେକ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସେ, ଯେଉଁଥିରେ କେତେକ ଲୋକଙ୍କର ମୃତ୍ୟୁ ମଧ୍ୟ ହୁଏ । ଏହି ସମୟରେ, କେନ୍ଦ୍ର ସଡ଼କ ପରିବହନ ଏବଂ…
Read More...

ଏମ୍‌ସିଏଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ତାଳଚେର,: ଧରମପୁର ପଞ୍ଚାୟତର ବିହରିପୂର ଗ୍ରାମରେ ଲିଙ୍ଗରାଜ ଏମସିଏଲ ସିଏସଆର ପାଣ୍ଠିରୁ ସ୍ଥାନୀୟ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ସକାଳ ୯…
Read More...

ଗଡ଼ିଲା ଜେଏସପିର ସଚେତନତା ରଥ : ବାଲ୍ୟ ବିବାହର ମୁକାବିଲା ଉପରେ ଗୁରୁତ

ଅନୁଗୁଳ,: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର କର୍ପୋରେଟ୍‌ ସାମାଜିକ ଦାୟିତ୍ୱ ତୁଲାଉଥିବା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ବାଲ୍ୟ ବିବାହର ମୁକାବିଲା ପାଇଁ ଏକ…
Read More...

ଏନକାଉଣ୍ଟରରେ ଟଳିଲେ ୩ ନକ୍ସଲ

ମାଲକାନଗିରି, : ସୀମାନ୍ତରେ ସୁରକ୍ଷା ବାହିନୀ ଓ ନକ୍ସଲମାନଙ୍କ ମଧ୍ୟରେ ଛକାପଞ୍ଝା ଚାଲିଛି । ସୁରକ୍ଷା ବାହିନୀ ଡାଳେଡାଳେ ଗଲେ ନକ୍ସଲମାନେ ପତ୍ରେପତ୍ରେ ଯାଉଛନ୍ତି ।…
Read More...

ଓଡ଼ିଶାରୁ ପ୍ରୟାଗରାଜକୁ ଗଡ଼ିଲା ବସ୍‌, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, : ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାକୁମ୍ଭ ମେଳା ଅବସରରେ ଓଡିଶାର ୪ଟି ସ୍ଥାନରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ୪ଟି ଅତ୍ୟାଧୁନିକ ବସ୍ ସେବାର…
Read More...

ଭାରତକୁ ଏକ ବିକଶିତ ଦେଶ ହେବାରେ କୌଣସି ଶକ୍ତି ରୋକିପାରିବ ନାହିଁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଭାରତ ମଣ୍ଡପମରେ ଆୟୋଜିତ ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଇଲଗ୍‌ ୨୦୨୫ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି…
Read More...

ସହଦେବ ନାୟକଙ୍କୁ ହତ୍ୟା ଘଟଣା: ମେୟରଙ୍କ ବଡ଼ ଘୋଷଣା;

ଭୁବନେଶ୍ୱର: ରସୁଲଗଡ଼ ଓଭର ବ୍ରିଜରେ ପୁଲିସ ମିତ୍ର ‘ସହଦେବ ନାୟକ’ ମୁଣ୍ଡ କାଟି ହତ୍ୟା ମାମଲା। ହତ୍ୟାକାଣ୍ଡର ଶିକାର ହୋଇଥିବା ସଫେଇ କର୍ମଚାରୀ ସ୍ୱର୍ଗତ ସହଦେବ…
Read More...

ଦ୍ୱିତୀୟ ସୁକତେଲ ମହୋସôବ ଉଦ୍ଘାଟିତ

ବଲାଙ୍ଗିର, : ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ରାମ ମନ୍ଦିର ନିକଟସ୍ଥ ପଡିଆରେ ଦ୍ୱିତୀୟ ସୁକତେଲ ମହୋସôବ ଉଦ୍ଘାଟିତ ହୋଇଯାଇଛି । ଏହି ମହୋସôବକୁ ମୁଖ୍ୟ ନିର୍ମାଣ…
Read More...

ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ମଶାବାହିତ ରୋଗ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

ହରିଚନ୍ଦନପୁର, :  ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍ଏଫ୍), ବ୍ରାହ୍ମଣୀପାଳ ପକ୍ଷରୁ ନିକଟବର୍ତ୍ତୀ ଗ୍ରାମରେ ଅଣସଂକ୍ରାମକ ରୋଗ (ଏନସିଡି) ଓ ଭେକ୍ଟରବାହିତ ରୋଗ…
Read More...

ନବମ ଶ୍ରେଣୀ ଛାତ୍ରୀର ଝୁଲନ୍ତା ଶବ ଉଦ୍ଧାର

କଲ୍ୟାଣସିଂହପୁର, : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତର ଡୁମୁରିପଦର ଗ୍ରାମରେ ନବମ ଶ୍ରେଣୀ ଛାତ୍ରୀର ଝୁଲନ୍ତା ଶବ ଉଧାର ହୋଇଥବା ଦେଖିବାକୁ ମିଳିଛି…
Read More...