Yearly Archives

2023

ଏକ୍ସବିବି.୧.୫ ଭାରିଆଣ୍ଟ ଅଧିକ ସଂକ୍ରାମକ

ୱାଶିଂଟନ, ୭ା୧: ଆମେରିକାର ବିଶେଷଜ୍ଞମାନେ କହିଛନ୍ତି ଯେ କରୋନାର ଏକ୍ସବିବି.୧.୫ ଭାରିଆଣ୍ଟ ଅଧିକ ସଂକ୍ରାମକ । ଏହା ଏତେ ସଂକ୍ରାମକ ଯେ କରୋନା ଭାଇରସ ସଂକ୍ରମଣରୁ…
Read More...

ଦୀର୍ଘଦିନ ହେଲା ସ୍କୁଲ ମାଟି ମାଡ଼ୁନାହାନ୍ତି, ୯୬ ଶିକ୍ଷକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୭ା୧(ଡିକେ ନ୍ୟୁଜ): ଶିକ୍ଷକ ଭାବେ ନିଯୁକ୍ତି ପାଇ ବି ଦୀର୍ଘ ଦିନ ହେଲା ସ୍କୁଲ ମାଟି ମାଡ଼ୁ ନାହାନ୍ତି । ଏପରି ଶିକ୍ଷକଙ୍କୁ ଟାର୍ଗେଟ କରିଛି ଶିକ୍ଷା…
Read More...

ଆନ୍ଦୋଳନକାରୀଙ୍କ ଉପରେ କଠୋର ହେଉଛି ଇରାନ, ଆଉ ଦୁଇ ଫାଶୀ ଖୁଣ୍ଟରେ ଝୁଲିଲେ

ତେହେରାନ : ଅ ।ନ୍ଦୋଳନକାରୀଙ୍କ ଉପରେ ଦିନକୁ ଦିନ ଅଧିକ କଠୋର ହେଉଛନ୍ତି ଇରାନ ସରକାର । ନିକଟରେ ଅ ।ଉ ଦୁଇ ଅନ୍ଦୋଳନକାରୀଙ୍କୁ ଫାଶୀ ଦିଅ ।ଯାଇଛି । ଅ ।ନ୍ଦୋଳନ…
Read More...

ଅବକାରୀ ବିଭାଗକୁ ଡିଜିଟାଲ୍‌ ଇଣ୍ଡିଆ ସ୍ୱର୍ଣ୍ଣ ପୁରସ୍କାର

ନୂଆଦିଲ୍ଲୀ/ଭୁବନେଶ୍ୱର, ୭ା୧(ଡିକେ ନ୍ୟୁଜ): ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସମାରୋହରେ ଆଜି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…
Read More...

ପତାକା ଦେଖାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ରାଉରକେଲା ଉଡ଼ିଲା ବିମାନ

ଭୁବନେଶ୍ୱର, ୭ା୧(ଡିକେ ନ୍ୟୁଜ): ଭୁବନେଶ୍ୱରରୁ ରାଉରକେଲାକୁ ଉଡିଲା ବିମାନ । ଆଲଏନ୍ସ ଏୟାର ବିମାନ ଉଡାଣ ଆରମ୍ଭ କରିଛି । ପତାକା ଦେଖାଇ ଉଡ଼ାଣର ଶୁଭାରମ୍ଭ କରିଥିଲେ…
Read More...

କେନ୍ଦ୍ରକୁ ବିଜେଡିର ପ୍ରଶ୍ନ କାହିଁକି କାଟିଲ ଗରିବଙ୍କ ଚାଉଳ ?

ଭୁବନେଶ୍ୱର, ୬ା୧(ଡିକେ ନ୍ୟୁଜ): ·ଉଳ ପ୍ରସଙ୍ଗକୁ ନେଇ କେନ୍ଦ୍ର ଉପରେ ବର୍ଷିଲା ବିଜେଡି । ୫ କେଜି ଲେଖାଏଁ ·ଉଳ କାଟି ଗରିବଙ୍କ ଭାତ ଥାଳିକୁ ଲାତ ମାରିଛି କେନ୍ଦ୍ର ।…
Read More...

ବହୁରାଷ୍ଟ୍ରୀୟ ସଂସ୍ଥା ଡେଲଏଟ୍‌ ସେଣ୍ଟର ଉଦ୍‌ଘାଟିତ ଭୁବନେଶ୍ୱର ପାଲଟିଛି ଆଇଟି ହବ୍‌: ନବୀନ

ଭୁବନେଶ୍ୱର, ୬ା୧(ଡିକେ ନ୍ୟୁଜ): ଓଡିଶାରେ ଯୁବପିଢ଼ିଙ୍କ ଲାଗି ଖୋଲିଲା ସୁବର୍ଣ୍ଣ ସୁଯୋଗ । ରାଜଧାନୀରେ ଉଦ୍‌ଘାଟିତ ହୋଇଛି ବହୁରାଷ୍ଟ୍ରୀୟ କମ୍ପାନୀ ଡେଲଏଟ୍‌ର ଓଡିଶା…
Read More...

ମା’ମାନଙ୍କୁ ସଶକ୍ତ କରିବାରେ ଓଡ଼ିଶା ଆଗୁଆ ମିଶନ ଶକ୍ତି ଗୋଷ୍ଠୀଙ୍କୁ ୧୦୦୧ କୋଟି ଟଙ୍କାର ଋଣ

ଭୁବନେଶ୍ୱର, ୬ା୧(ଡିକେ ନ୍ୟୁଜ): ଓଡିଶାର ମିଶନ ଶକ୍ତି କାର୍ଯ୍ୟକ୍ରମରେ ଆରମ୍ଭ ହୋଇଛି ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ଏଥିରେ ସହଯୋଗର ହାତ ବଢାଇଛି ଓଡିଶା ଗ୍ରାମ୍ୟ…
Read More...