Yearly Archives

2022

ଓଡ଼ିଶା ଉପକୂଳମୁହାଁ ଲଘୁଚାପ, ଫୁଲିଲା ହୀରାକୁଦ ଜଳଭଣ୍ଡାର: ନଈକୂଳିଆବାସୀ ଛାନିଆ

ଭୁବନେଶ୍ୱର, ୧୯ା୯(ଡିକେ ନ୍ୟୁଜ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଉତ୍ତର ବଙ୍ଗୋପସାଗର ଓ କେନ୍ଦ୍ରୀୟ ବଙ୍ଗୋପସାଗର…
Read More...

ଶିକ୍ଷକଙ୍କୁ ଆର୍ଥିକ ସୁରକ୍ଷା ଦେବ ‘ବଜ୍ର’

ଭୁବନେଶ୍ୱର, ୧୯ା୯(ଡିକେ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ସ୍ଥାନୀୟ ସାମନ୍ତ ବିହାରଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରତିଷ୍ଠା ଦିବସ…
Read More...

ଟି-୨୦ ବିଶ୍ୱ କପ୍‌ ଅକ୍ଟୋବର ୬ରେ ଇଣ୍ଡିଆ ଟିମ୍‌ର ଅଷ୍ଟ୍ରେଲିଆ ଗସ୍ତ

ନୂଆଦିଲ୍ଲୀ, ୧୮ା୯: ଟି-୨୦ ବିଶ୍ୱକପ୍‌ ପାଇଁ ଆଉ କିଛି ଦିନ ବାକି ରହିଛି । ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳର ଘୋଷଣା ହୋଇ…
Read More...

ଡାକ୍ତରଙ୍କ ଅବହେଳା: ଚାଲିଗଲା ୬ ନବଜାତ ଶିଶୁଙ୍କ ଜୀବନ !

ତଦନ୍ତ ରିପୋର୍ଟ ମାଗିଲେ ମୁଖ୍ୟମନ୍ତ୍ରୀ କେନ୍ଦୁଝର, ୧୮ା୯(ଡିକେ ନ୍ୟୁଜ): ଡାକ୍ତରଙ୍କ ଅବହେଳା ଯୋଗୁ ·ଲିଗଲା ୬ ଶିଶୁର ଜୀବନ । କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକତ୍ସାଳୟ…
Read More...

୬ ମାସରେ ସରିବ ବରମୁଣ୍ଡା ବସ୍‌ ଟର୍ମିନାଲ କାର୍ଯ୍ୟ

ଭୁବନେଶ୍ୱର, ୧୮ା୯(ଡିକେ ନ୍ୟୁଜ): ବରମୁଣ୍ଡା ବସ୍‌ଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ଜୋରଦାର ଭାବେ ଆଗେଇ ·ଲିଛି । ଆଜି ବରମୁଣ୍ଡା ବସ ଟର୍ମିନାଲ କାର୍ଯ୍ୟର ଅଗ୍ରଗତି ନେଇ…
Read More...

ଦାନା ବାନ୍ଧୁଛି ଲଘୁଚାପ: ୨୨ ଯାଏ ଭିଜିବ ଓଡ଼ିଶା

ଭୁବନେଶ୍ୱର, ୧୮ା୯(ଡିକେ ନ୍ୟୁଜ): ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର-ପଶ୍ଚିମ ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଉପରେ ଗତ ଶନିବାର ସୃଷ୍ଟି ହୋଇଥିବା…
Read More...

ୟୁକ୍ରେନ୍‌ ଯୁଦ୍ଧ ଭିତରେ ମୋଦୀ-ପୁଟିନ୍‌ ଭେଟଘାଟ୍‌ ଆଜିର ଯୁଗ ଯୁଦ୍ଧର ନୁହେଁ: ମୋଦୀ

ନୂଆଦିଲ୍ଲୀ, ୧୬ା୯: ୟୁକ୍ରେନ୍‌ ଯୁଦ୍ଧ ଭିତରେ ମୋଦୀ-ପୁଟିନଙ୍କ ଆଲୋଚନାକୁ ନେଇ ସାରା ବିଶ୍ୱରେ ଏବେ ଚର୍ଚ୍ଚା । ଉଜବେକିସ୍ତାନ ଏସ୍‌ସିଓ ସମ୍ମିଳନୀ ଅବସରରେ ଆଲୋଚନା…
Read More...

“ଇଣ୍ଡିଆନ୍‌ ଆଇଡଲ’ରେ ବାଲେଶ୍ୱରର ପ୍ରଭୁପାଦ ମହାନ୍ତ

ମୁମ୍ବାଇ, ୧୫ା୯: ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ ପକ୍ଷରୁ ଇଣ୍ଡିଆନ୍‌ ଆଇଡଲର ୧୩ତମ ସିଜିନ୍‌ ଆରମ୍ଭ ହୋଇଛି । ଏଥିରେ ନଜର ଆସିବେ ବାଲେଶ୍ୱରର ଯୁବ କଣ୍ଠଶିଳ୍ପୀ…
Read More...

ଅକ୍ଟୋବର ୨୩ରେ ଭାରତ-ପାକ୍‌ ମୁକାବିଲା

ଦୁବାଇ, ୧୫ା୯: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଯାଇଛି । ବିଶ୍ୱକପର ସବୁଠାରୁ ବଡ଼ ମୁକାବିଲା ଅକ୍ଟୋବର ୨୩ରେ ଖେଳାଯିବ…
Read More...

ଦିଲ୍ଲୀରେ ରିୟରସିଟ୍‌ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ : ଏବେ କାରର ପଛ ସିଟ୍‌ରେ ବସିଲେବି ସିଟ୍‌ ବେଲ୍ଟ ପିନ୍ଧି ବସିବାକୁ ହେବ, ନଚେତ ଟ୍ରାଫିକ ଫାଇନର ସମ୍ମୁଖୀନ ହେବାକୁ ହେବ । ଦିଲ୍ଲୀ ଟ୍ରାଫିକ ପୋଲିସ ସଡ଼କ…
Read More...