Yearly Archives

2022

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ ବର୍ଷାରେ ବେହାଲ୍‌ ଟ୍ୱିନ୍‌ସିଟି

ଭୁବନେଶ୍ୱର, ୨୪ା୯(ଡିକେ ନ୍ୟୁଜ): ଗତ କିଛି ସପ୍ତାହ ହେଲା ବଙ୍ଗୋପସାଗରରେ ନିୟମିତ ଭାବେ ଲଘୁ·ପ ସୃଷ୍ଟି ହେବା ଦେଖାଯାଉଛି । ଏସବୁ ଲଘୁ·ପ ବିଶେଷ ଶକ୍ତିଶାଳୀ ହୋଇନଥିଲେ…
Read More...

ଓଡ଼ିଶାର ୩ ଜଣଙ୍କୁ ଏନ୍‌ଏସ୍‌ଏସ୍‌ ପୁରସ୍କାର

ନୂଆଦିଲ୍ଲୀ, ୨୪ା୯: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୦-୨୦୨୧ ବର୍ଷ ପାଇଁ ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ପୁରସ୍କାର ପ୍ରଦାନ କରିଛନ୍ତି । ଶନିବାର ରାଷ୍ଟ୍ରପତି…
Read More...

ସ୍ୱାସ୍ଥ୍ୟସେବାରେ ନୂଆ ବିପ୍ଳବ ଗରିବଙ୍କ ପାଇଁ ବରଦାନ ‘ବିଏସ୍‌କେୱାଇ’

ଭୁବନେଶ୍ୱର, ୨୪ା୯ (ଡିକେ ନ୍ୟୁଜ୍‌): ଯେପରି ଚିକିତ୍ସା ନପାଇ ଅକାଳରେ କାହାର ଜୀବନ ଚାଲିନଯାଏ ଏବଂ ହାତ ପାହାନ୍ତରେ ଗରିବ ଲୋକଙ୍କୁ କିଭଳି ଚିକିତ୍ସା ସୁବିଧା…
Read More...

ଡଲାର ତୁଳନାରେ ଦୁର୍ବଳ ହେଲା ମୁଦ୍ରା ୮୧ ଟଙ୍କା ପାର କଲା ଭାରତୀୟ ଟଙ୍କା

ନୂଆଦିଲ୍ଲୀ : ଡଲାର ତୁଳନାରେ ଭାରତୀୟ ମୁଦ୍ରା ଆହୁରି ଦୁର୍ବଳ ହୋଇଛି । ଗୋଟିଏ ଡଲାର ତୁଳନାରେ ଭାରତୀୟ ଟଙ୍କା ୮୧ ପାର କରି ଯାଇଛି । ଡର୍ଲା ତୁଳନାରେ ଏବେ ସୁଦ୍ଧା ଏହା…
Read More...

ପାର୍ବତୀଗିରି ଜଳସେଚନ ପ୍ରକଳ୍ପକୁ ମଞ୍ଜୁର

କଟକ, ୨୩ା୯(ଡିକେ ନ୍ୟୁଜ): ବାଙ୍କୀ ଓ ଅନୁଗୁଳରେ ଦୂର ହେବ ଜଳସେଚନ ସମସ୍ୟା । ପାର୍ବତୀଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ସହଜ ହେବ ଜଳସେଚନ । ପ୍ରକଳ୍ପ ପାଇଁ…
Read More...

ଓଡ଼ିଆ ପୁଅ ହାତରେ ଭାରତୀୟ ହକିର ଭାର ଦିଲୀପ ତିର୍କୀ ହକି ଇଣ୍ଡିଆର ନୂଆ ସଭାପତି

ଭୁବନେଶ୍ୱର, ୨୩ା୯(ଡିକେ ନ୍ୟୁଜ): ଓଡ଼ିଶାର ଗୌରବ ପଦ୍ମଶ୍ରୀ ଦିଲୀପ ତିର୍କୀ ହକି ଇଣ୍ଡିଆ ମୁଖ୍ୟ ଭାବେ ମନୋନିତ ହୋଇଛନ୍ତି । ଭାରତୀୟ ହକି ଦଳର ଏହି ପୂର୍ବତନ ଅଧିନାୟକ…
Read More...

ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିବ ସପ୍ତାହକୁ ଗୋଟିଏ ଦିନ ଉପାସ

ବିଶେଷକରି ମହିଳାମାନେ ମନ ଓ ଶରୀର ଉଭୟ ଦିଗରୁ ସୁସ୍ଥ ରହିବାକୁ ଏବଂ ବୟସଠାରୁ ୧୦ ବର୍ଷ ସାନ ଦେଖାଯିବାକୁ ବେଶି ପସନ୍ଦ କରିଥାନ୍ତି, ତେବେ ସପ୍ତାହକୁ ଥରେ ଉପାସ ନିଶ୍ଚୟ…
Read More...

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ତିନି ଜିଲ୍ଲାର ମିଶନ ଶକ୍ତି ମା’

ଭୁବନେଶ୍ୱର, ୨୨ା୯(ଡିକେ ନ୍ୟୁଜ): ଗୁରୁବାର ସଂଧ୍ୟାରେ ନବୀନ ନିବାସଠାରେ କଟକ, ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ମିଶନ ଶକ୍ତି ଗୋଷ୍ଠୀର ମା' ମାନେ ମୁଖ୍ୟମନ୍ତ୍ରୀ ଶ୍ରୀ…
Read More...

୧୬ ବିଭାଗର ୩୩ ପ୍ରସ୍ତାବକୁ କ୍ୟାବିନେଟ୍‌ ମୋହର କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ ୮୭୫ କୋଟ

ଭୁବନେଶ୍ୱର, ୨୨ା୯(ଡିକେ ନ୍ୟୁଜ): କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ରାଜ୍ୟ କ୍ୟାବିନେଟ । ବୈଠକରେ…
Read More...