Yearly Archives

2022

ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକ ୪ରେ କୋଲକାତା ଯିବେ ନବୀନ

ଭୁବନେଶ୍ୱର, ୨୮ା୧୦ (ଡିକେ ନ୍ୟୁଜ୍‌): ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ଓଡ଼ିଶା…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏଲଆଣ୍ଡଟି ମୁଖ୍ୟ, ଫୋକସ୍‌ରେ ଶିଳ୍ପ ଓ ସାମାଜିକ ଭିତ୍ତିଭୂମି ବିକାଶ

ଭୁବନେଶ୍ୱର, ୨୮ା୧୦(ଡିକେ ନ୍ୟୁଜ): ମେକ ଇନ ଓଡିଶା କନକ୍ଲେଭ ପୂର୍ବରୁ ବହୁ ରାଷ୍ଟ୍ରୀୟ କମ୍ପାନୀ ଏଲଆଣ୍ଡଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପରି·ଳନା…
Read More...

କମ୍ପୁଛି ଧାମନଗର: ବିଜେଡିର ସାରଥୀ ମହିଳା ଘରେ ଘରେ ପହଞ୍ଚାଉଛନ୍ତି ବିକାଶର ବାର୍ତ୍ତା

ଭୁବନେଶ୍ୱର, ୨୮ା୧୦ (ଡିକେ ନ୍ୟୁଜ୍‌): ଧାମନଗର ଉପନିର୍ବାଚନକୁ ଆଉ ପାଞ୍ଚ ଦିନ । ଗାଁ ଗାଁରେ ପୋଷ୍ଟର ୱାର ଚାଲିଛି । ସଭା, ଶୋଭଯାତ୍ରାରେ ଦୁଲୁକୁଛି ଗାଁଠୁ ସହର ।…
Read More...

ଧଉଳି ଶାନ୍ତିସ୍ତୂପକୁ ୫୦ ବର୍ଷ ଶାନ୍ତିର ବିକଳ୍ପ ନାହିଁ: ନବୀନ

ଭୁବନେଶ୍ୱର, ୨୮ା୧୦(ଡିକେ ନ୍ୟୁଜ): ଶୁକ୍ରବାର ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳିତ ହୋଇଛି । ଏହି ଅବସରରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ସାମିଲ…
Read More...

ନିର୍ମାଣ ହେବ ସି-୨୯୫ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ

ଟାଟା ଏବଂ ଏୟାରବସ ମଧ୍ୟରେ ଏମ୍‌ଓୟୁ୍‌ ନୂଆଦିଲ୍ଲୀ: ଗୁଜରାଟର ଭଦୋଦରା ରେ ବାୟୁସେନ ପାଇଁ ସି-୨୯୫ ଏୟାରକ୍ରାଫ୍ଟ ନିର୍ମାଣ କରାଯିବ । ଏନେଇ ଟାଟା ଏବଂ ଏୟାରବସ ସହ ଏକ…
Read More...

ଭିକି କୌଶଲଙ୍କ ଫିଲ୍ମରୁ ଆଉଟ୍‌ ହେଲେ ସାରା

ମୁମ୍ବାଇ ୨୭ ।୧୦: ଅଭିନେତ୍ରୀ ସାରା ଅଲି ଖାନ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଷ୍ଟାରକିଡ୍‌ସଙ୍କ ମଧ୍ୟରୁ ଅନ୍ୟତମ । ସୈଫ ଅଲି ଖାନଙ୍କ ଲାଡଲୀ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ।…
Read More...

ତିଆରି ହେବ ବାତ୍ୟା ପ୍ରତିରୋଧୀ ଲୁଣାବନ୍ଧ ଜୁଆର ମାଡ଼ରୁ ବଞ୍ôଚବ ଉପକୂଳ

ଭୁବନେଶ୍ୱର, ୨୭ା୧୦(ଡିକେ ନ୍ୟୁଜ): ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସବୁବେଳେ ସମ୍ମୁଖୀନ ହେଉଥିବା ଓଡ଼ିଶାରେ ବାତ୍ୟା ପ୍ରତିରୋଧୀ ଲୁଣାବନ୍ଧ ପ୍ରକଳ୍ପ…
Read More...

ସୁବର୍ଣ୍ଣ ଜୟନ୍ତୀ ପାଳିବ ଧଉଳି: ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୭ା୧୦(ଡିକେ ନ୍ୟୁଜ): ଧୁମ୍‌ଧାମରେ ପାଳିତ ହେବ ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ । ଏଥିପାଇଁ ପ୍ରସ୍ତୁତି ଜୋରଦାର ·ଲିଛି । ଦେଶ ବିଦେଶରୁ…
Read More...

ଆପ୍‌ରେ ଅଭିଯୋଗ କରିବେ ସାଧାରଣ ଲୋକ ଭୋଟରଙ୍କୁ ପ୍ରଲୋଭିତ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୨୭ା୧୦(ଡିକେ ନ୍ୟୁଜ): ଧାମନଗର ଉପନିର୍ବାଚନକୁ ନେଇ ଶେଷ ପର୍ଯ୍ୟାୟରେ ପ୍ରଶାସନର ପ୍ରସ୍ତୁତି । ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ରାଜନୈତିକ ଦଳ…
Read More...

ପ୍ରଚାରରେ କମ୍ପୁଛି ଧାମନଗର ଦମ୍‌ ଦେଖାଉଛି ବିଜେଡି

ଭୁବନେଶ୍ୱର, ୨୭ା୧୦ (ଡିକେ ନ୍ୟୁଜ୍‌): ଦିନ ଯେତେ ପାଖେଇ ଆସୁଛି, ଧାମନଗର ଉପନିର୍ବାଚନ ମୈଦାନ ସେତିକି ଉଷ୍ମ ହେବାରେ ଲାଗିଛି । ଶେଷ ପର୍ଯ୍ୟାୟରେ ୩ ପ୍ରମୁଖ ଦଳ…
Read More...