Yearly Archives

2022

ଅସ୍ତବ୍ୟସ୍ତ କରିବ ତାତି: ବଢ଼ିବ ୨ରୁ ୩ ଡିଗ୍ରୀ

ଭୁବନେଶ୍ୱର ୨୫.୦୩: ରାଜ୍ୟରେ ସ୍ୱାଭାବିକଠୁ ବଢ଼ିବ ୨ରୁ ୩ ଡିଗ୍ରୀ ସେଲସିୟସ୍‌ ତାତି । ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଏଭଳି ପାଗ ରହିବ ବୋଲି ପାଣିପାଗବିତ୍‌
Read More...

ରାଜ୍ୟରେ ୨୪ ଘଣ୍ଟାରେ ୫୫ କରୋନା ପଜିଟିଭ୍

ଭୁବନେଶ୍ୱର ୨୫.୦୩: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୩୭୮ ଜଣକୁ
Read More...

ଭୋଟ୍‌ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର ୨୪।୦୩ : ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବର ୫୩ ନଂ ୱାର୍ଡର ୫୪୪ ନମ୍ବର ବୁଥରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ।
Read More...

ବିଷାକ୍ତ ଚକୋଲେଟ୍ ଖାଇ ୪ ଶିଶୁଙ୍କ ମୃତ୍ୟୁ

କୁଶୀନଗର: ବିଷାକ୍ତ ଚକୋଲେଟ୍ ଖାଇ ଉତ୍ତରପ୍ରଦେଶର କୁଶୀନଗରରେ ୪ ଜଣ ନୀରିହ ଶିଶୁଙ୍କ ପ୍ରାଣହାନୀ ଘଟିଛି । ଏହି ଘଟଣା ପରେ ସମଗ୍ର ଅଂଚଳରେ ଆତଙ୍କ ଖେଳିଯାଇଛି ।
Read More...

ହଟିଲା ମହାମାରୀ ଆଇନ: ଦୁଇ ଗଜ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୨୩.୦୩: ଦେଶରୁ ହଟିଲା ମହାମାରୀ ଆଇନ। ଲଗାତର ଭାରତରେ କରୋନା ମାମଲା ହ୍ରାସ ପାଉଥିବାରୁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଗୃହ ମନ୍ତ୍ରାଳୟ
Read More...

ତାଇୱାନର ରାଜଧାନୀ ତାଇପେରରେ ଭୂକମ୍ପ ଝଟକା

ତାଇପେ : ତାଇୱାନର ରାଜଧାନୀ ତାଇପେର ନିକଟରେ ଭାରତୀୟ ସମୟାନୁସାରେ ବିଳମ୍ବିତ ରାତି ୧୧ ଟା ୧୧ ମିନିଟରେ ବଡ ଧରଣର ଭୂକମ୍ପ ଝଟକା ଅନୁଭବ ହୋଇଛି। ଏନସିଏସ ସୂଚନାନୁଯାୟୀ,
Read More...

କମିବ ଟୋଲ ଶୁକ୍ଳ

ନୂଆଦିଲ୍ଲୀ: ଯ।ତ୍ରୀଙ୍କ ପ।ଇଁ ଆଗ।ମୀ ଦିନରେ ର।ଜପଥରେ ଯ।ତ୍ର। ଶସ୍ତ। ହେବ । କ।ରଣ ଟୋଲ ଗୋଟ୍ରେ ନିଆଯ।ଉଥିବ। ଶୁକ୍ଳ ନିୟମକୁ ସରକ।ର କିଛି ପରିବର୍ତ୍ତମନ କରିବ।କୁ
Read More...

କାଲି ପୌର ନିର୍ବାଚନ

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ଆସନ୍ତାକାଲି ପଡ଼ିବ ଭୋଟ୍‌ । ଜନତା ବାଛିବେ ଉପଯୁକ୍ତ ନେତା । ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରାର୍ଥୀଙ୍କ ମଧ୍ୟରେ ସେତିକି ଚିନ୍ତା
Read More...