Yearly Archives

2021

ବିଷାକ୍ତ ନାଗ ସାପ ଧରି ଚର୍ଚ୍ଚାରେ ଶିକ୍ଷିତ ଯୁବକ

ବାଙ୍କୀ: ବାଙ୍କୀ ଡମପଡା ବ୍ଲକ ର ଡମପଡା ଜଗନ୍ନାଥ ଛକ ନିକଟ ଜଣଙ୍କ ଘରୁ ଏକ ବିଷାକ୍ତ ନାଗସାପ କୁ ଅଞ୍ଚଳ ର ସାହସୀ ଯୁବକ ସମ୍ବିତ କୁମାର ମିଶ୍ର ଉଦ୍ଧାର କରିଛନ୍ତି।
Read More...

ପ୍ରେମ ପ୍ରତାରଣା ଓ ଆଥô୍କ କାରବାର ପାଇଁ ପ୍ରେମିକା ହତ୍ୟା କଲା ପ୍ରେମିକ କୁ !

ଧର୍ମଗଡ,୦୭/୦୧ : କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅନ୍ତଗତ ବଡଘୁମର ଗାଁରେ ଲିଲାନିଧô୍ ସୁନାନୀ ମର୍ଡରର ରହସ୍ୟ କଲାହାଣ୍ଡି ଆରକ୍ଷ ଅଧô୍କାରୀ ଦୀର୍ଘ ୫ଦିନ ପରେ
Read More...

ଆସନ୍ତା କାଲିଠୁ ସାରା ରାଜ୍ୟରେ ଖୋଲିବ ସ୍କୁଲ

ଭୁବନେଶ୍ୱର : କରୋନା କଟକଣା ପାଇଁ ପ୍ରାୟ ୯ ମାସ ଧରି ବନ୍ଦ ରହିବା ପରେ ଆସନ୍ତା କାଲିଠୁ ସାରା ରାଜ୍ୟରେ ଖୋଲିବାକୁ ଯାଉଛି ସ୍କୁଲ। ତେବେ ସମସ୍ତଙ୍କ ପାଇଁ ନୁହେଁ
Read More...

ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ବର ୭।୧: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୨୩୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ
Read More...

ରାଜ୍ୟରେ ଆଉ ୨୩୦ କୋଭିଡ୍ ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର ୦୭।୦୧: ରାଜ୍ୟରେ ଏବେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୩୦ କରୋନା ପଜିଟିଭ୍ ଚିହ୍ନଟ
Read More...

ଋଣ ନାଁରେ ଠକେଇ କରୁଛନ୍ତି ଶତାଧିକ ଆପ୍

ହାଇଦ୍ରାବାଦ, ୬ ।୧: ବିଭିନ୍ନ ଆପ୍ ଜରିଆରେ ଲୋକଙ୍କୁ ଋଣ ଦେବାକୁ ପ୍ରଲୋଭିତ କରି ଠକେଇ କରୁଥିବା ଗ୍ୟାଙ୍ଗର ଗୁମର ଧୀରେଧୀରେ ଫିଟିବା ଆରମ୍ଭ କରିଛି । ତେଲେଙ୍ଗାନା
Read More...

କରୋନା ଟିକା ନେବାକୁ ଆଗ୍ରହୀ ନୁହଁନ୍ତି ୬୯% ଭାରତୀୟ!

ନୂଆଦିଲ୍ଲୀ, ୬ ।୧: ଭାରତରେ ଦୁଇଟି କରୋନା ଟିକାକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି । ସରକାର ମଧ୍ୟ ଟିକାକରଣ ପାଇଁ ପ୍ରକ୍ରିୟା ଆରମ୍ଭ କରି ସାରିଛନ୍ତି ।
Read More...

ଦେଶର ଅର୍ଥନୀତି ୯.୬ % ହ୍ରାସ ପାଇବ!

ଜେନେଭା, ୬ ।୧: ବିଶ୍ୱ ବ୍ୟାଙ୍କ ଗ୍ଲୋବାଲ ଇକୋନୋମିକ୍ ପ୍ରୋସପେକ୍ଟସ୍ ରିପୋର୍ଟ ପ୍ରକାଶ କରିଛି । ଯେଉଁଥିରେ ସମଗ୍ର ବିଶ୍ୱର ବିଭିନ୍ନ ଦେଶର ଅର୍ଥନୀତି ବାବଦରେ ଆକଳନ
Read More...

ଭାରତ-ଜାପାନ୍ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ଅନୁମୋଦନ

ନୂଆଦିଲ୍ଲୀ, ୬ ।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଭାରତ ଓ ଜାପାନ୍ ମଧ୍ୟରେ ଏକ ବୁଝାମଣା ସହଯୋଗ ପତ୍ର
Read More...