Yearly Archives

2021

ଛତିଶଗଡ଼ – ଓଡିଶା ସୀମାରେ ଯାଞ୍ଚ ପ୍ରକ୍ରିୟା କଡାକଡି

କୋକସରା : କଳାହାଣ୍ଡି ଜିଲ୍ଲାରେ କୋଭିଡ ସଂକ୍ରମଣ ଆକ୍ରାନ୍ତ ଙ୍କ ଗ୍ରାଫ ଦିନକୁ ଦିନ ଉପର ମୁହାଁ ହେଉଥିବା ବେଳେ ଜିଲ୍ଲାର ବିଭିନ୍ନ ସୀମାରେ ପ୍ରଶାସନ ପକ୍ଷରୁ ଯାଞ୍ଚ
Read More...

ରାଜ୍ୟକୁ ଏବେ କୋଭିଡ୍ ଟିକା ଚିନ୍ତା : ୪୦୦ ଟିକାକରଣ କେନ୍ଦ୍ର ବନ୍ଦ

ଭୁବନେଶ୍ୱର: କଡା କଡ଼ି ହେବ ରାତକ୍ରି ।ଳୀନ କର୍ଫ୍ୟୁ ପର୍ଯ୍ୟାପ୍ତ କୋଭିଡ ଭ୍ୟାକ୍ସିନ୍ ନଥିବାରୁ ରାଜ୍ୟରେ ବନ୍ଦ ହୋଇଗଲାଣି ୪୦୦ ଟିକାକରଣ କେନ୍ଦ୍ର । ରାଜ୍ୟରେ
Read More...

ବିଶ୍ୱର ଦ୍ରୁତତମ ଟିକା ପ୍ରଦାନକାରୀ ରାଷ୍ଟ୍ର ହେଲା ଭାରତ

-୮.୭ କୋଟି ଟପିଲା ଟିକାକରଣ ନୂଆଦିଲ୍ଲୀ: ଦେଶରେ ମୋଟ ଟିକାକରଣ ୮.୭ କୋଟି ଅତିକ୍ରମ କରିଛି ଏବଂ ଗତ ୨୪ ଘଣ୍ଟାରେ ୩୩ ଲକ୍ଷରୁ ଅଧିକ ଡୋଜ ଟିକା ପ୍ରଦାନ କରି
Read More...

ଗଣଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତ : ନବମ-ଏକାଦଶ କ୍ଲାସ୍ ବାତିଲ୍

-ଘରକୁ ଯିବେ ହଷ୍ଟେଲରେ ଥିବା ଛାତ୍ରଛାତ୍ରୀ ୨୫ ଯାଏ ଚାଲିବ ଦଶମ-ଦ୍ୱାଦଶ ଶ୍ରେଣୀ ଭୁବନେଶ୍ୱର: ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ
Read More...

କମ୍ପୁଛି ପିପିଲି ମୈଦାନ : ଭର୍ଚୁଆଲ୍ ରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ପିପିଲି: ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି । ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପକ୍ଷରୁ ନିର୍ବାଚନମଣ୍ଡଳୀରେ
Read More...

ମାଓକ୍ୟାମ୍ପ୍ ରୁ ଆସିଲା ଅପହୃତ ଯବାନଙ୍କ ଫଟୋ

-ମୁକ୍ତି ଦାବିରେ ରାଜପଥ ଅବରୋଧ କଲେ ଲୋକେ-ନିଜ କବ୍ଜାରେ ଥିବା କହିଥିଲା ଲାଲବାହିନୀ-ଛାଡ଼ିବାକୁ ମଧ୍ୟସ୍ଥ ପାଇଁ ଦେଇଥିଲା ପ୍ରସ୍ତାବ ଭୁବନେଶ୍ୱର:ଛତିଶଗଡ଼ ବିଜାପୁର
Read More...

ଶେଷରେ ବାନ୍ଦା ଜେଲରେ ପଶିଲେ ମୁଖତାର ଅନସାରୀ

ଲକ୍ଷେ୍ନø, ୭ ।୪: ଶେଷରେ ୟୁପି ବାନ୍ଦା ଜେଲରେ ପଶିଲେ ୟପିର ମାଫିଆ ଡନ୍ ତଥା ବାହୁବଳୀ ନେତା ମୁଖତାର ଅନସାରୀ । ର୍ଭୋ ୪ଟା ସମୟରେ ମୁଖତାର ଅନସାରୀଙ୍କୁ ବାନ୍ଦା ଜେଲର
Read More...

ଦେଶରେ ଟିକାର ଅଭାବ ନାହିଁ : ହର୍ଷ ବର୍ଦ୍ଧନ

ନୂଆଦିଲ୍ଲୀ, ୭ ।୪: ଟିକା ଅଭାବ ନେଇ କିଛି ରାଜ୍ୟ ଅଭିଯୋଗ କରିବା ପରେ ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କୁ ପ୍ରଶ୍ନ କରାଯାଇଥିଲା । ଦେଶରେ ଟିକାର
Read More...

ଦୟନୀୟ ସ୍ଥିତିରେ ଉତ୍ତର କୋରିଆ

ସିଓଲ, ୭ ।୪: ଦୟନୀୟ ସ୍ଥିତି ଅର୍ଥାତ ନିଜର ସବୁଠୁ ଖରାପ ସମୟ ଦେଇ ଗତି କରୁଛି ଉତ୍ତର କୋରିଆ । ଏହା ଆଉ କେହି କହି ନାହାନ୍ତି, ଖୋଦ୍ ଉତ୍ତର କୋରିଆର ଏକଛତ୍ରବାଦ ଶାସକ
Read More...

ପଞ୍ଜାବରେ ୩୦ ଯାଏଁ ନାଇଟ କର୍ଫ୍ୟୁ

ଅମୃତସର, ୭ ।୪: କରୋନାର ଦ୍ୱିତୀୟ ଲହରୀ ମାଡ଼ରେ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ପଞ୍ଜାବରେ ଲାଗୁ ହୋଇଛି ନାଇଟ କର୍ଫ୍ୟୁ । ଆଜିଠାରୁ ନାଇଟ କର୍ଫ୍ୟୁ ଲାଗୁ ହୋଇ ଏପ୍ରିଲ ୩୦
Read More...