ଜଗତସିଂହପୁର ସଦର ଥାନା ରୁ 2କିମି ସ୍ଥିତ ଥିବା ଜୟବଡ଼ ଗ୍ରାମ ରେ ଏପରି ଏକ ଘଟଣା ଘଟିଛି ସାରା ରାଜ୍ୟ ରେ ଚଞ୍ଚଲ୍ୟ ସୁଷ୍ଟି କରିଛି ପାରିବାରିକ କଳି ଲାଗିଥିବାରୁ ଇତ୍ତରାପ୍ତ ହୋଇ ପ୍ରସାନ୍ତ ସେଠି ଙ୍କ ସାନପୁଅ ସୂର୍ଯ୍ୟ କାନ୍ତ ସେଠି ନିଜ ବାପା ପ୍ରସାନ୍ତ ସେଠି ମାଆ କନକଲତା ସେଠି ଓ ଭରଣୀ ରୋଜାଲିନ ସେଠି ( ମାମା ) ଙ୍କୁ ବିଳମ୍ବିତ ରାତିରେ ଏକ ପଥର ଓ ଲୁହା ସାହାଯ୍ୟରେ ହତ୍ୟା କରିଥିବା ସୂଚନା ମିଳିଛି ଅନ୍ୟପଟେ ହତ୍ୟା କରିବା ପରେ ଘର ପାଖରେ ଥିବା ପଡୋସିକ ଘରେ ମୋତେ ନ୍ୟାୟ ଦରକାର ମୁଁ ଆମ ପରିବାରରେ ସମସ୍ତଙ୍କୁ ମାରିଦେଉଛି ବୋଲି କହିଥିଲା ପରେ ଖବର ପାଇଁ ସ୍ଥାନୀୟ ଲୋକ ମାନେ ଥାନା କୁ ଖବର ଦେଇ ଥିଲେ l ଘଟଣାସ୍ଥଳରେ ପୋଲିସ ଅଧିକାରୀ ଓ ତତସହିତ ଜଗତସିଂହପୁର ଆରକ୍ଷ୍ୟ ଅଧ୍ୟକ୍ଷ ପହଞ୍ଚି ଥିଲେ ଓ ଜଗତସିଂହପୁର ବିଧାୟକ ମଧ୍ୟ୍ୟ ପହଁଞ୍ଚି ଥିଲେ କଣ ପାଇଁ ଏତେ ନିଷ୍ତୁରତା ସାଜିଲା ନିଜ ପୁଅ l ଅନ୍ୟପଟେ ବାପା ମାଁ ଓ ଭରଣୀ କୁ ହତ୍ୟା କରି ସାନପୁଅ ସୂର୍ଯ୍ୟ କାଞ୍ଚ ସେଠି କୁ ପୋଲିସ ବାଳିକା ସରକାରୀ ହାଇସ୍କୁଲ ପାଖରୁ ଜଗତସିଂହପୁର ପୋଲିସ ଗିରଫ କରିଥିଲା ବୋଲି ସୂଚନା ମିଳିଛି l ସୂର୍ଯ୍ୟ କାଞ୍ଚ ସେଠି ର ବଡ଼ ଭାଇ ଓ ମଝିଆ ଭାଇ ଘର ବାହାରେ ରହୁଥିବାରୁ ଭାଇଙ୍କୁ ଅପେକ୍ଷା କରି ଛନ୍ତି ଜଗତସିଂହପୁର ପୋଲିସ ର ଏକ ସ୍ବତନ୍ତ୍ର ଏକ ଟିମ ପରିବାର ପଖ୍ୟରୁ ଲିଖିତ ଅଭିଯୋଗ ପରେ ପୋଲିସ ପଖ୍ୟରୁ ସାଇଣ୍ଟିଫିକ ଟିମ୍ ର ତଦନ୍ତ ଆରମ୍ବ ହୋଇଯାଇଛି l