ଆରମ୍ଭ ହେଲା କ୍ରୀଡା ପ୍ରତିଯୋଗିତା

0 153

ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ୍ ଅନ୍ତର୍ଗତ ଅଁଳାଯୋଡି ପଞ୍ଚାୟୋତ ସ୍ଥିତ ସିଜୁକଳା ଗ୍ରାମରେ ୯୭ତମ ନୃତ୍ୟ ଓ କ୍ରୀଡା ପ୍ରତୀଯୋଗିତା ଅନୁଷ୍ଠିତ ହୋଇ ଯାଇଛି।ଏହି ନୃତ୍ୟ ଓ କ୍ରୀଡା ପ୍ରତୀ ଯୋଗିତାରେ ମାନ୍ୟବର M P ନବଚରଣ ମାଝୀ ମହୋଦୟ ମୁଖ୍ୟ ଅତିଥି ଭାବେ ଉପବେଶନ କରିଥିଲେ ।ସାଞ୍ଜାୟ ସିଜୁକଳା ଗ୍ରାମରେ ବହୁ ପ୍ରଜାତିର ଲୋକ ବାସକରନ୍ତି ।ଏବଂ ଆଦିବାସି ବହୁଳ ଗ୍ରାମ କହିଲେ ଅତୃପ୍ତି ହେବନାହିଁ ।ଏହି ପ୍ରତୀ ଯୋଗିତାଟି ପୁରାତନ କାଳରୁ ପାଳିତ ହୋଇଆସୁଅଛି ।ଏହି ପ୍ରତୀ ଯୋଗିତାରେ ନୃତ୍ୟ ପ୍ରତି ଯଗିତା ହୋଇଥାଏ।ଏବଂ ଖେଳକୁଦ ମଧ୍ୟ ବହୁ ପ୍ରକାର ଚାଲିଥାଏ ।ଏହି ପ୍ରତୀ ଯୋଗିତାରେ ଗଣେଶ୍ଵର ବାବୁ ଖୁବ୍ ସୁନ୍ଦର ଭାବରେ ଦାୟୀତ୍ୟ ଭାର ତୁଲାଇ ଥାନ୍ତି।ଏବଂ ବସନ୍ତ ମହାନ୍ତ ଖେଳ ପରି ଚାଳନା କରିଥାନ୍ତି।ହରିହର ମହାନ୍ତ,ଶିଶିର ମହାନ୍ତ,ତଥା କେନ୍ଦୁଡିହା ଓ ସିଜୁକଳା ଗ୍ରାମର ସମସ୍ତ ଜୁବକ ମାନେମିଳିତ ଭାବେ କାର୍ଯ୍ୟଭାର ତୁଲାଇ ଥାନ୍ତି।କୁଳୁତା ଗ୍ରାମର ଶ୍ରୀ ଦୁର୍ଗା ଚରଣ ସାରେ ମୁଖ୍ୟ ବକ୍ତାଭାବେ ଖେଳ ସମାପନ କରିଛନ୍ତି।ପ୍ରତୀ ଯୋଗିତା ସେଷରେ ବିଜେତା ମାନଙ୍କୁ ପୁରସ୍କୃ କରାଯାଇଥିଲା |

Leave A Reply

Your email address will not be published.