ସଂଗୀନ ଅଭିଯୋଗ ଆଣିଲେ ସମିତି ସଭ୍ୟା କେଳାଙ୍କରୀ

0 125

କୋରାପୁଟ ଜିଲ୍ଲାର ସେମିଳିଗୁଡା ବ୍ଳକ ଅନ୍ତର୍ଗତ ଦୁଧାରି ଡଙ୍ଗା ମୁଣ୍ଡି ଏବଂ କାଳିଆ ଘାଟ ଠାରେ କେନାଲ ନିର୍ମାଣର ନିମ୍ନମାନ କାର୍ଯ୍ୟ ଚାଲିଛି, ଏଭଳି ସାଙ୍ଘାତିକ ଅଭିଯୋଗ ନେଇ ଜିଲ୍ଲା ପ୍ରଶାସନକୁ ତଦନ୍ତ କରିବା ପାଇଁ ଦୁଧାରୀ ସମିତି ସଭ୍ୟା ସୁଷମା ପାଙ୍ଗି। ଅଭିଯୋଗ ଆଣିଛନ୍ତି,ପୁଣି ଘଟଣା ସ୍ଥଳରେ ପହଞ୍ଚି ଦେଖିବା ସମୟରେ, ସାଇନ ବୋର୍ଡ ନ ଥିବା, କଳା ବାଲି, ଏବଂ ସିମେଣ୍ଟର ଭାଗ ମାପ ଠିକ ନ ଥିବା, ଏବଂ ପାଣି ଉପରେ କଂକ୍ରିଟ ଡଳାଇ ଓ କେନାଲର ପାଣି ସିଂଙ୍କ ହେବା ଏହିପରି ନିମ୍ନମାନ କାର୍ଯ୍ୟକୁ ସାମନାକୁ ଆଣିଛନ୍ତି,ସମିତି ସଭ୍ୟା, ସୁଷମା ପାଙ୍ଗି,କିନ୍ତୁ ଚାଷୀ ମାନଙ୍କ ପାଇଁ କ୍ଷୀଦ୍ର ଜଳସେଚନ ବ୍ୟବସ୍ଥାର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି,କିନ୍ତୁ ଚାଷୀ ଏହି ଯୋଜନାରେ ସଫଳ ହୋଇ ପାରୁ ନାହାନ୍ତି, ସୂଚନା ଥାଉକି ଚାଳିଶ ଲକ୍ଷ୍ୟ ଟଙ୍କା ରେ ବ୍ୟୟ ରେ ନୂତନ ନିର୍ମାଣ କାର୍ଯ୍ୟ ରେ ସଠିକ ବିନିଯୋଗ ନ ହେଉଥିବା ଅଭିଯୋଗ ପାଇଁ କେନାଲ କ୍ଷୀଦ୍ର ଜଳ ସେଚନ ଯୋଜନାର ଅର୍ଥ ଉପରେ ତଦନ୍ତ ହେବା ଆବଶ୍ୟକ,ରହି ଅଛି, ଯନ୍ତ୍ରୀ, ପ୍ରୀତିସ ରଞ୍ଜନ ସେଠିଙ୍କୁ ଏହି ବିଷୟରେ ପଚାରିବାରୁ ସିମେଣ୍ଟ, ବାଲି, ସିପସ,ଭାଗ ମାପର ଓ ସୁପର ବାଇଜର ଲେବର ତାଳ ମେଳ ହେଉ ନାହିଁ ସେ ଗୋଟିଏ କଥା ଏ ଗୋଟିଏ କଥା କହି ଯନ୍ତ୍ରୀ ଏଡାଇ ଯାଇ ଥିଲେ, ଏଥି ପ୍ରତି ଜିଲ୍ଲା ପ୍ରଶାସନ ଗୁରୁତ୍ବ ଦେବା ପାଇଁ ସମିତି ସଭ୍ୟ ଙ୍କ ସହ ସାଧାରଣ ରେ ଦାବି ହୋଇଛି,

Leave A Reply

Your email address will not be published.