ଜଗତସିଂହପୁର ଜିଲ୍ଲା ଜୟବାଡ଼ ଗ୍ରାମ ରେ ଘଟିଛି ହୃଦୟ ଥରା ଦୃଶ୍ୟ ଟି l ସେହି ଗ୍ରାମ ରେ ଭଡା ଘରେ ରହୁଥିବା ଚନ୍ଦା ବିବି ତାଙ୍କ ଘରେ ସର୍ଟ ସର୍କିଟ ହୋଇ ଘର ପୋଡି ପାଉଁଶ ହୋଇଯାଇଛି l ଦର୍ଶକ ବନ୍ଧୁ ଦେଖନ୍ତୁ ଏ ଦୃଶ୍ୟ l ଦ୍ରିଘ 11ବର୍ଷ ହେଲାଣି ସ୍ୱାମୀ ଙ୍କ ହୁଦଘାତ ରେ ମୁର୍ତ୍ତୃ ହୋଇଯାଇଛି ସେବେଠୁ ଚନ୍ଦା ବିବି ମୂଲ ନାଗି ନିଜ ପୁଅକୁ ପାଠ ପଡ଼ାଇବା ଓ ଲାଳନ ପାଳନ କରନ୍ତି l ମୂଲ କାମ ପାଇଁ ଯାଇଥିବା ବେଳେ ଘଟିଛି ଏପରି ଅବସ୍ଥା ସବୁ ଜିନିଷ ପୋଡି ଯାଇଛି ସେହି ଗ୍ରାମରେ ଥିବା ଲୋକମାନେ ନିଆଁ କୁ ଆୟତ କରିବା ପାଇଁ ଚେଷ୍ଟା କରିଲେ ନିଆଁ ର ପରିମାଣ ଏତେ ଭୟଙ୍କର ଥିଲା ଜେ ଆୟତନ କରିବା ସମ୍ଭବ ନ ଥିଲା ଅଗ୍ନିଶମ ବାହିନୀ ଆସି ନିଆଁ କୁ ଆୟତ କରିଥିଲେ l ଏବଂ ଘରେ ଥିବା ସବୁ ଜିନିଷ ପୋଡି ପାଉଁଶ ହୋଇଯାଇଛି l ଉହେଉଛି ରମଜାନ ମାସ ସବୁ ମୁସଲିମ ଭାଇମାନେ ଦାନ କରିଥାନ୍ତି l ସେଥିରୁ ଚନ୍ଦା ବିବି ସମସ୍ତ ଘରୁକୁ ଯାଇ କିଛି କିଛି ପଇସା ଆଣି ରଖିଥିଲେ ଘରେ କିନ୍ତୁ ନିଆଁ ବୁଝିପାରିଲାନି ଗରିବ ନିରୀହ ଚନ୍ଦା ବିବି ଙ୍କ ଦୁଃଖ ଘରେ ଥିଲା 40 ହଜାର ରୁ ଉର୍ଦ୍ଧ ଟଙ୍କା ପୋଡି ପାଉଁଶ ହୋଇଯାଇଛି ଖଟ, ଟିବି,ରୋଷେଇ ସାମଗ୍ରୀ, ସୁନା ଜିନିଷ,ଛୋଟିଆ ପିଲା ର ବହି ସବୁ ପୋଡି ପାଉଁଶ ହୋଇଯାଇଛି ଆସନ୍ତୁ ଶୁଣିବା ଏ ଦୁଃଖ ର କଥା ଟି l ଦୁଃଖ ର ବିଷୟ ଚନ୍ଦା ବିବି ଙ୍କ ଘରକୁ ଏ ପ୍ରଯନ୍ତ କୌଣସି ସରକାରୀ ଅଧିକାରୀ ଯାଇନାହାନ୍ତି l