ଜିଲ୍ଲା ଶ୍ରମିକ ସଂଗଠନ ସମନ୍ବୟ କମିଟିର କର୍ମକର୍ତା ଚୟନ

0 101

ଫୁଲବାଣୀ, 25/12/24/- : ଜିଲ୍ଲା ଶ୍ରମିକ ସଂଗଠନ ସମନ୍ବୟ କମିଟି ରେ ସମସ୍ତଙ୍କ ଶ୍ରମିକ ନେତା ଭାଈ ଓ ଭଉଣୀ ଙ୍କ ସ୍ଥାନୀୟ ଫୁଲବାଣୀ କୋର୍ଟ ଛକ ସ୍ଥିତ ବନାନୀ କଳା ସଙ୍ଗମ ସଭା ଗୃହରେ ବାର୍ଷିକ ବୋଇଠକ ଅନୁଷ୍ଠିତ ହୋଯାଇଅଛି। ଏହି ବାର୍ଷିକ ଉତ୍ସବରେ ପୁରାତନ କମିଟି ଭଙ୍ଗ କରି ନୂତନ କମିଟି ଗଠନ ଏବଂ ସର୍ବ ସହମତି କ୍ରମେ ନୂତନ କର୍ମ କର୍ତ୍ତା ଚୟନ କରାଗଲା। ଏହି ନୂତନ କମିଟି ରେ ଶ୍ରମିକ ନେତା ଘନ କୁମାର ଶବର ଙ୍କୁ ସଭାପତି ଚୟନ କରାଯାଇଥିବା ବେଳେ ଉପସଭାପତି – ଅଜୟ କୁମାର ସେଠୀ ଓ ଶିବଶଙ୍କର ସାମନ୍ତରାୟ
କାର୍ଯ୍ୟକାରୀ ସଭାପତି – ଉମେଶ ଭୋଇ ସାଧାରଣ ସମ୍ପାଦକ – କାହ୍ନୁ ଚରଣ ଦିଗାଲ, ସହ ସମ୍ପାଦକ – ସୁଜିତ୍ ରଣା କୋଷାଧ୍ୟକ୍ଷ – ଦୂତିକୃଷ୍ଣ ମଲ୍ଲିକ ଉପଦେଷ୍ଟା ମଣ୍ଡଳୀ – ପ୍ରଫୁଲ୍ଲ କୁମାର ବେହେରା,ସୁଚିତ୍ରା ନାୟକ,ଗୋପାଳ କୃଷ୍ଣ ବିଶୋଇ,ତ୍ରିନାଥ ବେହେରା, ଦିକ୍ସନ ନାୟକ ଙ୍କୁ ସର୍ବସହମିତି କ୍ରମେ ଏବଂ ନବନିର୍ବାଚିତ ସାଙ୍ଗଠନିକ ସମ୍ପାଦିକା ଶ୍ରୀମତୀ ସୁନୀତା ସାହୁ ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କଲେ
ଉପସ୍ଥିତ ଥିବା ଶ୍ରମିକ ନେତା ଭାଈ ମାନଙ୍କ ମଧ୍ୟରେ ଅରବିନ୍ଦ ପ୍ରଧାନ, ରଂଜିତ ବିଶୋଇ ସୁନିଲ ଦିଗାଲ, ଅରୁନ ଉଦୟ ସିଂହ ଦେଓ,ଦଣ୍ଡପାଣି ବେହେରା, ଅମିୟ କୁମାର ନାୟକ,ସୁଶିଲ କୁମାର ସାହୁ,ଫକୀର ବେହେରା ପ୍ରମୁଖ ଉପସ୍ଥିତ ଥିଲେ

Leave A Reply

Your email address will not be published.