ଚିରାଗ କେଜ୍ରିୱାଲ ଚାଟାର୍ଡ଼ ଆକାଉଣ୍ଟରେ କୃତକାର୍ଯ୍ୟ

0 202

ଭୁବନେଶ୍ୱର : ସର୍ବ ଭାରତୀୟ ସ୍ତର ଚାଟାର୍ଡ଼ ଆକାଉଣ୍ଟ ପରୀକ୍ଷା ଫଳ ଗତକାଲି ପ୍ରକାଶ ପାଇଛି | ଏହି ପରୀକ୍ଷା ରେ ଚିରାଗ କେଜ୍ରିୱାଲ ସଫଳତାର ସହ କୃତକାର୍ଯ୍ୟ ହୋଇଛନ୍ତି | ଶ୍ରୀ କେଜ୍ରିୱାଲ ବରିଷ୍ଠ ଅର୍ଥନୀତି ସମୀକ୍ଷକ ତଥା ଆଇନୀଜୀବୀ ସି.ଏ. ରମେଶ କେଜ୍ରିୱାଲଙ୍କ ପୁତ୍ର | ଭୁବବନେଶ୍ୱର ସାଇ ଇଣ୍ଟେର୍ନେସେନାଲ ସ୍କୁଲ ରେ ତାଙ୍କର ଶିକ୍ଷା ଆରମ୍ଭ କରି କଲିକତା ରେ ସି.ଏ. ଭାବେ ଅଧ୍ୟୟନ କରୁଥିଲେ | ଏହି ସଫଳତା ପରେ ସି.ଏ. ଚିରାଗ କେଜ୍ରିୱାଲ ଙ୍କୁ ସମାଜ ର ବିଭିନ୍ନ ବର୍ଗ ରୁ ଶୁଭେଚ୍ଛା ଜଣାଇଛନ୍ତି l

Leave A Reply

Your email address will not be published.