ଅଗ୍ନିଗଙ୍ଗା ମାଙ୍କ ଦର୍ଶନ କଲେ ଜିଲ୍ଲା ମୁଖ୍ୟ ଉନୟନ ଅଧିକାରୀ I

0 107

ବନ୍ଧୁଗାଁ ,କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ନିଲାବାଡି ଗ୍ରାମରେ ପ୍ରତ୍ୟେକ ବର୍ଷ ଅନୁଷ୍ଠିତ ହେଉଥିବା ଦକ୍ଷିଣ ଓଡିଶା ପ୍ରସିଦ୍ଧ ଅଗ୍ନି ଗଙ୍ଗାମାଙ୍କ ଯାତ୍ରା ଆରମ୍ଭ ହୋଇ ଆଜକୁ ସାତ ଦିନରେ ପହଁଚିଛି।ଯାତ୍ରା ଶେଷ ହେବାକୁ ଆଓ ତିନିଦିନ ବାକି ଥିବାରୁ ଆଜି ମାଙ୍କ ଦର୍ଶନ ଲାଗି କୋରାପୁଟ ଜିଲ୍ଲାର କୋଣ ଅନୁକୋଣରୁ ଭକ୍ତ ଙ୍କ ସୁଅ ଛୁଟିଥିଲା । ଅସ୍ଥାୟୀ ମନ୍ଦିର ପ୍ରାଙ୍ଗଣରେ ପ୍ରବଳ ଭିଡ଼ ପରିଲିକ୍ଷିତ ହୋଇଥିବା ବେଳେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ବେଣୁଧର ଶବର ମଧ୍ୟ ପହଞ୍ଚି ମାଙ୍କ ଦର୍ଶନ କରିଥିଲେ । ମନ୍ଦିର ପାଖରେ ବନ୍ଧୁଗାଁ ପୋଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଦେଖି ଖୁସି ବ୍ୟକ୍ତ କରିଥିଲେ।ଏହି ଯାତ୍ରାରେ ଓଡିଶା ଓ ଆନ୍ଧ୍ର ପ୍ରଦେଶର ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ।ତେଣୁ ଭକ୍ତଙ୍କ ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ ଅନ୍ୟ ସବୁ ସୁବିଧା ବିଷୟରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ତହସିଲଦାର ସୋନାଲି ପାତ୍ର ଓ ବନ୍ଧୁଗାଁ ବ୍ଲକର ସମସ୍ତ ନିର୍ବାହୀ ଅଧିକାରୀ ଓ ମା ଅଗ୍ନିଗଙ୍ଗାମା ଙ୍କ ଦର୍ଶନ କରି ସାରିବା ମାଙ୍କ ଏକ ଫୋଟ ଚିତ୍ର ଉପହାର ମାଧ୍ୟମରେ ଦେଇଥିଲେ I ଏଥିସହ ପୂଜା ଓ ଦୂରଦୁରାନ୍ତରୁ ଆସିଥିବା ଭକ୍ତ କେଉଁ ପ୍ରକାର ଭାବରେ ମାଙ୍କ ଦର୍ଶନ କରି ପାରୁଛନ୍ତି ଓ ଭକ୍ତ ଙ୍କ ପାଇଁ ଧାଡ଼ିରେ ରହିଥିବା ବେଳେ କୌଣସି ଅସୁବିଧା ର ସୋମୁଖୀନ ନ ହୁଅନ୍ତୁ ଓ ଗାଡି ମୋଟର ରହଣି ଓ ସୁରକ୍ଷା ବ୍ୟବସ୍ଥା କୁ ଆଲୋଚନା କରିଥିଲେ।ଏଥିରେ କିଛି କମିଟି ସଦସ୍ୟ ମାନେ ମଧ୍ୟ ଉପସ୍ଥିତ

Leave A Reply

Your email address will not be published.